ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ବାପାଙ୍କ ମୃତ୍ଯୁ ନେଇ ରାଜନୀତି ନହେଉ- ଝିଅ ଦୀପାଳି
ଭୁବନେଶ୍ବର: ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ପ୍ରସଙ୍ଗରେ ଝିଅ ଦୀପାଳି ଦାସ ଆଜି ପ୍ରତିକ୍ରିୟା ଦେଇଛନ୍ତି। ବାପାଙ୍କ ମୃତ୍ଯୁ ଏକ ସମ୍ବେଦନଶୀଳ ଘଟଣା ବୋଲି ଦୀପାଳି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି। ଆମ ପରିବାରକୁ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି। ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ସେ କହିଛନ୍ତି। ଜଣେ ଭଲ ଜଜଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ଆମ ପିତା […]
ଭୁବନେଶ୍ବର: ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ପ୍ରସଙ୍ଗରେ ଝିଅ ଦୀପାଳି ଦାସ ଆଜି ପ୍ରତିକ୍ରିୟା ଦେଇଛନ୍ତି। ବାପାଙ୍କ ମୃତ୍ଯୁ ଏକ ସମ୍ବେଦନଶୀଳ ଘଟଣା ବୋଲି ଦୀପାଳି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି। ଆମ ପରିବାରକୁ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି। ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ସେ କହିଛନ୍ତି। ଜଣେ ଭଲ ଜଜଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ଆମ ପିତା ଭଳି ଆଶୀର୍ବାଦ ରଖିଛନ୍ତି। ଧୈର୍ଯ୍ଯ ଦେଇଥିବାରୁ ସାରା ଜୀବନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ରହିବି ବୋଲି ଝିଅ ଦୀପାଳି କହିଛନ୍ତି।