ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗୋପାଳକୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଆଜିଠୁ ଛାନବିନ କରୁଛି କ୍ରାଇମବ୍ରାଞ୍ଚ

The Sakala Picture
Published On

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ । ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଗୋପାଳର ହାତଲେଖା କାଗଜ ଜବତ ହୋଇଛି । ଜବତ ୨୨ ଖଣ୍ଡ କାଗଜକୁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇଛି । ଏଥିପାଇଁ […]

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ । ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଗୋପାଳର ହାତଲେଖା କାଗଜ ଜବତ ହୋଇଛି । ଜବତ ୨୨ ଖଣ୍ଡ କାଗଜକୁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇଛି । ଏଥିପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଗୋପାଳର ଫରେନସିକ ସାଇକୋଲଜିକାଲ ସହିତ ଲେୟର୍ଡ ଭଏସ ଆନାଲିସିସ ଟେଷ୍ଟ କରାଯାଇଛି । ଦିଲ୍ଲୀରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍ ଗୋପାଳର ଏଲଭିଏ ଟେଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

ହତ୍ୟା ସମ୍ପର୍କିତ ଏକାଧିକ ପ୍ରମାଣ ହାସଲ କରିଛି ତଦନ୍ତକାରୀ ଟିମ୍ । ବ୍ରଜରାଜନଗର କ୍ରାଇମ ସ୍ପଟରୁ ଗୋପାଳଙ୍କ ଘର ପର୍ଯ୍ୟନ୍ତ ସବୁଠି ଛାନବିନ ହୋଇଛି । କ୍ରାଇମ ସ୍ପଟରେ ୩୬୦ ଡିଗ୍ରୀ ଆଙ୍ଗଲରେ ତଦନ୍ତ ହୋଇଛି । ଗୋପାଳର କ୍ବାର୍ଟର୍ସରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଗାନ୍ଧିଛକ ଫାଣ୍ଡିରୁ ଗୋପାଳର ଡାଏରୀ ଜବତ କରିଛି କ୍ରାଇମବ୍ରାଞ୍ଚ । ସେପଟେ ବ୍ରହ୍ମପୁରରେ ଗୋପାଳର ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଆର୍ଥିକ ନେଦେଣର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

05 Feb 2023 By The Sakala

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗୋପାଳକୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଆଜିଠୁ ଛାନବିନ କରୁଛି କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ । ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଗୋପାଳର ହାତଲେଖା କାଗଜ ଜବତ ହୋଇଛି । ଜବତ ୨୨ ଖଣ୍ଡ କାଗଜକୁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି ।

ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇଛି । ଏଥିପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଗୋପାଳର ଫରେନସିକ ସାଇକୋଲଜିକାଲ ସହିତ ଲେୟର୍ଡ ଭଏସ ଆନାଲିସିସ ଟେଷ୍ଟ କରାଯାଇଛି । ଦିଲ୍ଲୀରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍ ଗୋପାଳର ଏଲଭିଏ ଟେଷ୍ଟ କରିଛନ୍ତି ।

ହତ୍ୟା ସମ୍ପର୍କିତ ଏକାଧିକ ପ୍ରମାଣ ହାସଲ କରିଛି ତଦନ୍ତକାରୀ ଟିମ୍ । ବ୍ରଜରାଜନଗର କ୍ରାଇମ ସ୍ପଟରୁ ଗୋପାଳଙ୍କ ଘର ପର୍ଯ୍ୟନ୍ତ ସବୁଠି ଛାନବିନ ହୋଇଛି । କ୍ରାଇମ ସ୍ପଟରେ ୩୬୦ ଡିଗ୍ରୀ ଆଙ୍ଗଲରେ ତଦନ୍ତ ହୋଇଛି । ଗୋପାଳର କ୍ବାର୍ଟର୍ସରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଗାନ୍ଧିଛକ ଫାଣ୍ଡିରୁ ଗୋପାଳର ଡାଏରୀ ଜବତ କରିଛି କ୍ରାଇମବ୍ରାଞ୍ଚ । ସେପଟେ ବ୍ରହ୍ମପୁରରେ ଗୋପାଳର ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଆର୍ଥିକ ନେଦେଣର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର