ହକି ବିଶ୍ବକପ୍‌ ୨୦୨୩: କଳିଙ୍ଗରେ ୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ

The Sakala Picture
Published On

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଆଜିର ମ୍ୟାଚରେ ଭାରତ-ୱେଲ୍ସ  ମଧ୍ଯରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଭାରତ ସମଶେର ସିଂହ ଓ ଆକାଶଦୀପ ସିଂହ ଗୋଲ ବଳରେ ୨- ୦ରେ ଆଗୁଆ ରହିଥିଲା । ପରେ ୱେଲ୍ସ  କ୍ରମାଗତ ୨ଟି ଗୋଲ କରି ମ୍ୟାଚକୁ କମ ବ୍ଯାକ କରିଥିଲା । ଫଳରେ ୨-୨ରେ ସମାନ ସ୍ଥିତିରେ ଉଭୟ ଦଳ ରହିଥିଲେ। ପରେ ୪ର୍ଥ କ୍ବାଟରରେ ଭରତ ପକ୍ଷରୁ ଆକାଶଦୀପ ସିଂହ ଆଉ […]

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଆଜିର ମ୍ୟାଚରେ ଭାରତ-ୱେଲ୍ସ  ମଧ୍ଯରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଭାରତ ସମଶେର ସିଂହ ଓ ଆକାଶଦୀପ ସିଂହ ଗୋଲ ବଳରେ ୨- ୦ରେ ଆଗୁଆ ରହିଥିଲା । ପରେ ୱେଲ୍ସ  କ୍ରମାଗତ ୨ଟି ଗୋଲ କରି ମ୍ୟାଚକୁ କମ ବ୍ଯାକ କରିଥିଲା । ଫଳରେ ୨-୨ରେ ସମାନ ସ୍ଥିତିରେ ଉଭୟ ଦଳ ରହିଥିଲେ। ପରେ ୪ର୍ଥ କ୍ବାଟରରେ ଭରତ ପକ୍ଷରୁ ଆକାଶଦୀପ ସିଂହ ଆଉ ଗୋଟିଏ ଗୋଲ ଦେଇଥିଲେ। ମ୍ୟାଚର ଶେଷ ମମୟରେ ହରମନପ୍ରୀତ ସିଂହ ଆଉ ଗୋଟିଏ ଗୋଲ ଦେଇଥିଲେ। ଫଳରେ ଭାରତ ୪ -୨ ରେ ୱେଲ୍ସ ଠାରୁ ଆଗୁଆ ରହି ଏହି ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

19 Jan 2023 By The Sakala

ହକି ବିଶ୍ବକପ୍‌ ୨୦୨୩: କଳିଙ୍ଗରେ ୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଆଜିର ମ୍ୟାଚରେ ଭାରତ-ୱେଲ୍ସ  ମଧ୍ଯରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଭାରତ ସମଶେର ସିଂହ ଓ ଆକାଶଦୀପ ସିଂହ ଗୋଲ ବଳରେ ୨- ୦ରେ ଆଗୁଆ ରହିଥିଲା । ପରେ ୱେଲ୍ସ  କ୍ରମାଗତ ୨ଟି ଗୋଲ କରି ମ୍ୟାଚକୁ କମ ବ୍ଯାକ କରିଥିଲା । ଫଳରେ ୨-୨ରେ ସମାନ ସ୍ଥିତିରେ ଉଭୟ ଦଳ ରହିଥିଲେ। ପରେ ୪ର୍ଥ କ୍ବାଟରରେ ଭରତ ପକ୍ଷରୁ ଆକାଶଦୀପ ସିଂହ ଆଉ ଗୋଟିଏ ଗୋଲ ଦେଇଥିଲେ। ମ୍ୟାଚର ଶେଷ ମମୟରେ ହରମନପ୍ରୀତ ସିଂହ ଆଉ ଗୋଟିଏ ଗୋଲ ଦେଇଥିଲେ। ଫଳରେ ଭାରତ ୪ -୨ ରେ ୱେଲ୍ସ ଠାରୁ ଆଗୁଆ ରହି ଏହି ମ୍ୟାଚକୁ ଜିତି ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର