ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ

The Sakala Picture
Published On

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ । ରାଉରକେଲାରେ ଆୟୋଜିତ ପ୍ରେସମିଟରେ ପ୍ରଶଂସା କରିଛନ୍ତି । ହକି ବିଶ୍ୱକପ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଥିପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏଫଆଇଏଚ ସଭାପତି ତୟାବ ଇକ୍ରମ। ଓଡ଼ିଶାରେ ହକିର ଦୃଢ଼ ଭିତ୍ତିଭୂମି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ପ୍ରଚାର […]

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ । ରାଉରକେଲାରେ ଆୟୋଜିତ ପ୍ରେସମିଟରେ ପ୍ରଶଂସା କରିଛନ୍ତି । ହକି ବିଶ୍ୱକପ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଥିପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏଫଆଇଏଚ ସଭାପତି ତୟାବ ଇକ୍ରମ। ଓଡ଼ିଶାରେ ହକିର ଦୃଢ଼ ଭିତ୍ତିଭୂମି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ପ୍ରଚାର ପ୍ରସାର କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ବିର୍ସା ମୁଣ୍ଡା ଷ୍ଟାଡିୟମ ଭଳି ଷ୍ଟାଡିୟମ ଅନ୍ୟ କେଉଁଠି ନାହିଁ । ଷ୍ଟାଡିୟମରେ ସବୁ ପ୍ରକାର ସୁବିଧା କରାଯାଇଛି । ଏଭଳି ଷ୍ଟାଡିୟମ କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ତୟାବ ଇକ୍ରାମ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

15 Jan 2023 By The Sakala

ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ । ରାଉରକେଲାରେ ଆୟୋଜିତ ପ୍ରେସମିଟରେ ପ୍ରଶଂସା କରିଛନ୍ତି । ହକି ବିଶ୍ୱକପ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଥିପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏଫଆଇଏଚ ସଭାପତି ତୟାବ ଇକ୍ରମ। ଓଡ଼ିଶାରେ ହକିର ଦୃଢ଼ ଭିତ୍ତିଭୂମି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ପ୍ରଚାର ପ୍ରସାର କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ବିର୍ସା ମୁଣ୍ଡା ଷ୍ଟାଡିୟମ ଭଳି ଷ୍ଟାଡିୟମ ଅନ୍ୟ କେଉଁଠି ନାହିଁ । ଷ୍ଟାଡିୟମରେ ସବୁ ପ୍ରକାର ସୁବିଧା କରାଯାଇଛି । ଏଭଳି ଷ୍ଟାଡିୟମ କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ତୟାବ ଇକ୍ରାମ।

https://www.thesakala.in/latest-odisha-news/fih-president-tayyab-ikram-praises-odisha-cm-naveen-patnaik-for-hockey-worldcup-hosting/article-18165
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର