ଅକ୍ସିଜେନ ଯୋଗାଣ ପାଇଁ ନବୀନଙ୍କ ସ୍ବତନ୍ତ୍ର ରଣକୌଶଳ

The Sakala Picture
Published On

ରାଉରକେଲା: ଦେଶର ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଉଥିବା ବେଳେ। ଓଡ଼ିଶା ତାର ବଳକା ଅକ୍ସିଜେନ ବିଭିନ୍ନ ରାଜ୍ଯ ମାନଙ୍କୁ ପଠାଇବାରେ ଲାଗିଛି। ଏହି ମହାମାରୀ ସ୍ଥିତରେ ଓଡ଼ିଶା ଅକ୍ସିଜେନ ସଞ୍ଜୀବନୀ ବଣ୍ଟିବାରେ ଲାଗିଛି। ଅଣନିଶ୍ବାସୀ ରାଜ୍ଯଗୁଡିକୁ ନିଶ୍ବାସ ଯୋଗାଇ ଦେଉଛନ୍ତି ନବୀନ ସରକାର। ସବୁବେଳେ ବିପର୍ଯ୍ଯୟ ମୁକାବିଲା ଦିଗରେ ଓଡ଼ିଶା ଆଗରେ ଥିବ ବେଳେ ଏବେ ମହାମାରୀ ସମୟରେ ଉଦାହରଣ ସୃଷ୍ଟି କରିଛି। ଅକ୍ସିଜେନ ଯୋଗାଇଦେବା ପାଇଁ ନବୀନ ସରକାର ସ୍ବତନ୍ତ୍ର ରଣକୌଶଳ ଆପଣାଇଛନ୍ତି। ରାଉରକେଲାରୁ […]

ରାଉରକେଲା: ଦେଶର ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଉଥିବା ବେଳେ। ଓଡ଼ିଶା ତାର ବଳକା ଅକ୍ସିଜେନ ବିଭିନ୍ନ ରାଜ୍ଯ ମାନଙ୍କୁ ପଠାଇବାରେ ଲାଗିଛି। ଏହି ମହାମାରୀ ସ୍ଥିତରେ ଓଡ଼ିଶା ଅକ୍ସିଜେନ ସଞ୍ଜୀବନୀ ବଣ୍ଟିବାରେ ଲାଗିଛି। ଅଣନିଶ୍ବାସୀ ରାଜ୍ଯଗୁଡିକୁ ନିଶ୍ବାସ ଯୋଗାଇ ଦେଉଛନ୍ତି ନବୀନ ସରକାର। ସବୁବେଳେ ବିପର୍ଯ୍ଯୟ ମୁକାବିଲା ଦିଗରେ ଓଡ଼ିଶା ଆଗରେ ଥିବ ବେଳେ ଏବେ ମହାମାରୀ ସମୟରେ ଉଦାହରଣ ସୃଷ୍ଟି କରିଛି। ଅକ୍ସିଜେନ ଯୋଗାଇଦେବା ପାଇଁ ନବୀନ ସରକାର ସ୍ବତନ୍ତ୍ର ରଣକୌଶଳ ଆପଣାଇଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ରାଉରକେଲାରୁ ୨ଟି ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ର ମୁମ୍ବାଇ ଅଭିମୁଖେ ବାହାରିଛି । ଏହି ମେଡିକାଲି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ଓଡ଼ିଶା ପୁଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଉଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ରାଉରକେଲାରୁ ଇନ୍ଦୋରକୁ ୨୧ ଟନ୍ ଅକ୍ସିଜେନ୍ ଯାଉଥିବା ବେଳେ ମୁମ୍ବାଇକୁ ୨୫ ଟନ୍ ଅକ୍ସିଜେନର ଦ୍ୱିତୀୟ ଟ୍ୟାଙ୍କର ଯାଉଛି । ସକାଳେ ଯାଜପୁରରୁ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ଆନ୍ଧ୍ରର ଭିଶାଖାପାଟ୍ଟଣମ ଏବଂ ମହାରାଷ୍ଟ୍ରର ପୁନେ ଅଭିମୁଖେ ବାହାରି ଥିଲା । ଉକ୍ତ ଅକ୍ସିଜେନ୍ ଟ୍ୟାଙ୍କରକୁ ପୁଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଇଥିଲା ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ସେପଟେ ବାୟୁସେନାର ଲଢୁଆ ବିମାନର ଅକ୍ସିଜେନ ଗ୍ୟାସ ପରିବହନ ହେବ। ଓଡ଼ିଶାକୁ ବାୟୁସେନାର ଦୁଇଟି ସି-୧୭ ଲଢୁଆ ବିମାନ  ତେଲେଙ୍ଗାନା ପଠାଇଛି। ଦିଲ୍ଲୀ , ମହାରାଷ୍ଟ୍ର ପରେ ଏବେ ତେଲେଙ୍ଗାନାକୁ ଅକ୍ସିଜେନ ପଠାଇବ ଓଡ଼ିଶା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର