ଟି-୨୦ ବିଶ୍ୱକପ୍‌: ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେକୁ ସହଜରେ ପରାସ୍ତକଲା ଭାରତ

The Sakala Picture
Published On

ମେଲବର୍ଣ୍ଣ: ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶେଷ ଲିଗ୍‌ ମ୍ୟାଚ୍‌ ଭାରତ ଓ ଜିମ୍ବାୱେ ମଧ୍ୟରେ ମେଲବର୍ଣ୍ଣ ଖେଳାଯାଇଥିଲା। ଆଜିର ମ୍ୟାଚରେ ସହଜରେ ଜିମ୍ବାୱେକୁ ପରାସ୍ତ କରିଛି ଭାରତ। ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା । ଏହି ମ୍ୟାଚକୁ ଜିମ୍ବାୱେକୁ ଜିତିବାକୁ ହେଲେ ୧୮୭ ରନର ଆବଶ୍ୟକତା ଥିଲା। ହେଲେ ଜିମ୍ବାୱେ ୧୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ କରିଥିଲା […]

ମେଲବର୍ଣ୍ଣ: ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶେଷ ଲିଗ୍‌ ମ୍ୟାଚ୍‌ ଭାରତ ଓ ଜିମ୍ବାୱେ ମଧ୍ୟରେ ମେଲବର୍ଣ୍ଣ ଖେଳାଯାଇଥିଲା। ଆଜିର ମ୍ୟାଚରେ ସହଜରେ ଜିମ୍ବାୱେକୁ ପରାସ୍ତ କରିଛି ଭାରତ। ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା । ଏହି ମ୍ୟାଚକୁ ଜିମ୍ବାୱେକୁ ଜିତିବାକୁ ହେଲେ ୧୮୭ ରନର ଆବଶ୍ୟକତା ଥିଲା। ହେଲେ ଜିମ୍ବାୱେ ୧୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ କରିଥିଲା । ଫଳରେ ଭାରତ ୭୧ ରନରେ ମ୍ୟାଚକୁ ସହଜରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଜିମ୍ବାୱେ ଦଳ ପକ୍ଷରୁ ୱେସଲି ମାଧଭେରେ ଖାତା ଖୋଲି ପାରି ନ ଥିଲେ। ଆଧିନାୟକ କ୍ରେଗ ଏରିଭିନ୍‌ ୧୫ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ରେଗିସ ଚକଭା ମଧ୍ୟ କୌଣସି ରନ ନ କରି ଆଉଟ ହୋଇଥିଲେ। ସିନ ୱିଲିୟମ୍ସ, ୧୮ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଟନୀ ମୁନ୍ୟୋଙ୍ଗା ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ରିୟାନ ବୁର୍ଲା  ୨୨ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ୱେଲିଂଟନ ମାସାକାଜା ୭ ବଲରେ ୧ ରନ କରି ଆଉଟ ହୋଇଥିଲେ। ରିଚାର୍ଡ ଏନ୍‌ଗାରାଭା ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ସିକନ୍ଦର ରାଜା ୨୩ ବଲରେ ୩୪ ରନ କରି ଆଉଟ ହୋଇଥିଲେ । ଟେଣ୍ଡାଇ ଚଟାରା ୪ ବଲରେ ୪ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭାରତୀୟ ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି  ଓ ହାର୍ଦ୍ଦିକ ପାଣ୍ଡ୍ୟା  ୨ଟି ୱିକେଟ ନେଇଥିଲେ । ସେହିପରି ଅର୍ଶଦୀପ ସିଂ, ଅକ୍ଷର ପଟେଲ ଓ ଭୁବନେଶ୍ବର କୁମାର ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

06 Nov 2022 By The Sakala

ଟି-୨୦ ବିଶ୍ୱକପ୍‌: ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେକୁ ସହଜରେ ପରାସ୍ତକଲା ଭାରତ

ମେଲବର୍ଣ୍ଣ: ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶେଷ ଲିଗ୍‌ ମ୍ୟାଚ୍‌ ଭାରତ ଓ ଜିମ୍ବାୱେ ମଧ୍ୟରେ ମେଲବର୍ଣ୍ଣ ଖେଳାଯାଇଥିଲା। ଆଜିର ମ୍ୟାଚରେ ସହଜରେ ଜିମ୍ବାୱେକୁ ପରାସ୍ତ କରିଛି ଭାରତ। ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା । ଏହି ମ୍ୟାଚକୁ ଜିମ୍ବାୱେକୁ ଜିତିବାକୁ ହେଲେ ୧୮୭ ରନର ଆବଶ୍ୟକତା ଥିଲା। ହେଲେ ଜିମ୍ବାୱେ ୧୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ କରିଥିଲା । ଫଳରେ ଭାରତ ୭୧ ରନରେ ମ୍ୟାଚକୁ ସହଜରେ ଜିତି ନେଇଛି।

ଜିମ୍ବାୱେ ଦଳ ପକ୍ଷରୁ ୱେସଲି ମାଧଭେରେ ଖାତା ଖୋଲି ପାରି ନ ଥିଲେ। ଆଧିନାୟକ କ୍ରେଗ ଏରିଭିନ୍‌ ୧୫ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ରେଗିସ ଚକଭା ମଧ୍ୟ କୌଣସି ରନ ନ କରି ଆଉଟ ହୋଇଥିଲେ। ସିନ ୱିଲିୟମ୍ସ, ୧୮ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଟନୀ ମୁନ୍ୟୋଙ୍ଗା ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ରିୟାନ ବୁର୍ଲା  ୨୨ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ୱେଲିଂଟନ ମାସାକାଜା ୭ ବଲରେ ୧ ରନ କରି ଆଉଟ ହୋଇଥିଲେ। ରିଚାର୍ଡ ଏନ୍‌ଗାରାଭା ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ସିକନ୍ଦର ରାଜା ୨୩ ବଲରେ ୩୪ ରନ କରି ଆଉଟ ହୋଇଥିଲେ । ଟେଣ୍ଡାଇ ଚଟାରା ୪ ବଲରେ ୪ରନ କରି ଆଉଟ ହୋଇଥିଲେ।

ଭାରତୀୟ ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି  ଓ ହାର୍ଦ୍ଦିକ ପାଣ୍ଡ୍ୟା  ୨ଟି ୱିକେଟ ନେଇଥିଲେ । ସେହିପରି ଅର୍ଶଦୀପ ସିଂ, ଅକ୍ଷର ପଟେଲ ଓ ଭୁବନେଶ୍ବର କୁମାର ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର