ଭାରସାମ୍ୟ ହରାଇ ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ; ରୋଗୀ ସହ ହେଲ୍ପର ମୃତ, ୪ ଆହତ

The Sakala Picture
Published On

କଳାହାଣ୍ଡି: ରୋଗୀ ନେଇ ମେଡିକାଲକୁ ଯିବାବେଳେ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ୧୦୮ ଆମ୍ବୁଲାନ୍ସ ଗାଡି । ଦୁର୍ଘଟଣାରେ ରୋଗୀ ସହ ହେଲ୍ପର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ଵର ଜାତୀୟ ରାଜପଥ ମହିଚଲା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଆମ୍ବୁଲାନ୍ସଟି ଜୟପାଟଣା ମେଡିକାଲରୁ ରୋଗୀ ଧରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଗଛରେ ପିଟି ହୋଇଯାଇଥିବା ସୂଚନା ମିଳିଛି । […]

କଳାହାଣ୍ଡି: ରୋଗୀ ନେଇ ମେଡିକାଲକୁ ଯିବାବେଳେ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ୧୦୮ ଆମ୍ବୁଲାନ୍ସ ଗାଡି । ଦୁର୍ଘଟଣାରେ ରୋଗୀ ସହ ହେଲ୍ପର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ଵର ଜାତୀୟ ରାଜପଥ ମହିଚଲା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଆମ୍ବୁଲାନ୍ସଟି ଜୟପାଟଣା ମେଡିକାଲରୁ ରୋଗୀ ଧରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଗଛରେ ପିଟି ହୋଇଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ସୁଚନାନୁସାରେ, ଝାଡ଼ାବାନ୍ତି କାରଣରୁ ଜୟପାଟଣା ଥାନା କପୁରମାଲ ଗାଁର ୪ ଜଣ ଜୟପାଟଣା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରୁ ସୁନୀତା ଦୁର୍ଗାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ନିଆଯାଉଥିଲା। ମାତ୍ର ରାସ୍ତାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରେଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଦୁର୍ଘଟଣାରେ ଘଟଣାସ୍ଥଳରେ ରୋଗୀ ସୁନୀତା ଓ ହେଲ୍ପର ଡମ୍ବରୁଙ୍କ ମୃତ୍ୟୁ ଘଟିଛି। ଏଥିରେ ଡ୍ରାଇଭର, ରୋଗୀଙ୍କ ଦୁଇ ସଂପର୍କୀୟ ଏବଂ ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତୁରନ୍ତ ସେମାନଙ୍କୁ ହସ୍ପିଟାଲ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

17 Oct 2022 By The Sakala

ଭାରସାମ୍ୟ ହରାଇ ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ; ରୋଗୀ ସହ ହେଲ୍ପର ମୃତ, ୪ ଆହତ

କଳାହାଣ୍ଡି: ରୋଗୀ ନେଇ ମେଡିକାଲକୁ ଯିବାବେଳେ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ୧୦୮ ଆମ୍ବୁଲାନ୍ସ ଗାଡି । ଦୁର୍ଘଟଣାରେ ରୋଗୀ ସହ ହେଲ୍ପର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ଵର ଜାତୀୟ ରାଜପଥ ମହିଚଲା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଆମ୍ବୁଲାନ୍ସଟି ଜୟପାଟଣା ମେଡିକାଲରୁ ରୋଗୀ ଧରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଗଛରେ ପିଟି ହୋଇଯାଇଥିବା ସୂଚନା ମିଳିଛି ।

ସୁଚନାନୁସାରେ, ଝାଡ଼ାବାନ୍ତି କାରଣରୁ ଜୟପାଟଣା ଥାନା କପୁରମାଲ ଗାଁର ୪ ଜଣ ଜୟପାଟଣା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରୁ ସୁନୀତା ଦୁର୍ଗାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ନିଆଯାଉଥିଲା। ମାତ୍ର ରାସ୍ତାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରେଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣାରେ ଘଟଣାସ୍ଥଳରେ ରୋଗୀ ସୁନୀତା ଓ ହେଲ୍ପର ଡମ୍ବରୁଙ୍କ ମୃତ୍ୟୁ ଘଟିଛି। ଏଥିରେ ଡ୍ରାଇଭର, ରୋଗୀଙ୍କ ଦୁଇ ସଂପର୍କୀୟ ଏବଂ ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତୁରନ୍ତ ସେମାନଙ୍କୁ ହସ୍ପିଟାଲ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର