ବିଦ୍ଯୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

The Sakala Picture
Published On

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗ୍ରାମରେ ଦୁଃଖଦ ଘଟଣା ଘଟି ଯାଇଛି। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ମାଆ ପୁଅ ସମେତ ଦିଅରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁକାନ୍ତି ବେହେରା , ପୁଅ ସୋହନ ବେହେରା , ଦିଅର ଶୁଶୀଳ ବେହେରା । ସୂଚନା ଅନୁଯାୟୀ,  ସୁକାନ୍ତି ବେହେରା ଗାଧୋଇ ସାରି ନିଜ ଓଦା ଲୁଗା ସୁଖାଉଥିବା ବେଳେ ପାଖରେ ଥିବା ମିଟରରେ ଲୁଗାଟି […]

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗ୍ରାମରେ ଦୁଃଖଦ ଘଟଣା ଘଟି ଯାଇଛି। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ମାଆ ପୁଅ ସମେତ ଦିଅରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁକାନ୍ତି ବେହେରା , ପୁଅ ସୋହନ ବେହେରା , ଦିଅର ଶୁଶୀଳ ବେହେରା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ଅନୁଯାୟୀ,  ସୁକାନ୍ତି ବେହେରା ଗାଧୋଇ ସାରି ନିଜ ଓଦା ଲୁଗା ସୁଖାଉଥିବା ବେଳେ ପାଖରେ ଥିବା ମିଟରରେ ଲୁଗାଟି ପଡିଯାଇଥିଲା । ଫଳରେ ସୁକାନ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ଚିତ୍କାର ଶୁଣି ତାଙ୍କର ୧୧ ବର୍ଷର ପୁଅ ପାଖକୁ ଆସି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ତେବେ ସୁକାନ୍ତିଙ୍କ ଦିଅର ଶୁଶୀଳ ବେହେରା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗାଁ ଲୋକେ ପାଟି ଶୁଣି ଗାଁ ବିଦ୍ୟୁତ କାଟି ୩ ଜଣଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।  ସେପଟେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

05 Oct 2022 By The Sakala

ବିଦ୍ଯୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗ୍ରାମରେ ଦୁଃଖଦ ଘଟଣା ଘଟି ଯାଇଛି। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ମାଆ ପୁଅ ସମେତ ଦିଅରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁକାନ୍ତି ବେହେରା , ପୁଅ ସୋହନ ବେହେରା , ଦିଅର ଶୁଶୀଳ ବେହେରା ।

ସୂଚନା ଅନୁଯାୟୀ,  ସୁକାନ୍ତି ବେହେରା ଗାଧୋଇ ସାରି ନିଜ ଓଦା ଲୁଗା ସୁଖାଉଥିବା ବେଳେ ପାଖରେ ଥିବା ମିଟରରେ ଲୁଗାଟି ପଡିଯାଇଥିଲା । ଫଳରେ ସୁକାନ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ଚିତ୍କାର ଶୁଣି ତାଙ୍କର ୧୧ ବର୍ଷର ପୁଅ ପାଖକୁ ଆସି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ତେବେ ସୁକାନ୍ତିଙ୍କ ଦିଅର ଶୁଶୀଳ ବେହେରା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗାଁ ଲୋକେ ପାଟି ଶୁଣି ଗାଁ ବିଦ୍ୟୁତ କାଟି ୩ ଜଣଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।  ସେପଟେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

https://www.thesakala.in/latest-odisha-news/3-members-of-one-family-dies-of-electric-shock/article-15482
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର