ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ଇନଭେଷ୍ଟର ମିଟ୍, ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ଅକ୍ଟୋବର ୧୭ ରେ ହାଇଦ୍ରାବାଦରେ ଇନଭେଷ୍ଟର ମିଟ୍ ହେବ। ଏହି ନିବେଶକ ସମ୍ମେଳନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀରେ ଯୋଗଦେବା ସହ ଶିଳ୍ପପତିଙ୍କ ସହ  ୱାନ-ଟୁ- ୱାନ କଥା ହେବେ। ମେକ ଇନ ଓଡ଼ିଶା କନକ୍ଲେଭ – ୩ ପାଇଁ କରିବେ ଆମନ୍ତ୍ରଣ । ନଭେମ୍ବର ୩୦ରୁ  ଭୁବନେଶ୍ବରରେ ହେବ ମେକ ଇନ ଇଣ୍ଡିଆ କନକ୍ଲେଭ -୩ । ପୂର୍ବରୁ ଦୁବାଇ, ମୁମ୍ବାଇ, ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହୋଇସାରିଛି। ମୁଖ୍ୟମନ୍ତ୍ରୀ ନବୀନ […]

ଭୁବନେଶ୍ବର: ଅକ୍ଟୋବର ୧୭ ରେ ହାଇଦ୍ରାବାଦରେ ଇନଭେଷ୍ଟର ମିଟ୍ ହେବ। ଏହି ନିବେଶକ ସମ୍ମେଳନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀରେ ଯୋଗଦେବା ସହ ଶିଳ୍ପପତିଙ୍କ ସହ  ୱାନ-ଟୁ- ୱାନ କଥା ହେବେ। ମେକ ଇନ ଓଡ଼ିଶା କନକ୍ଲେଭ – ୩ ପାଇଁ କରିବେ ଆମନ୍ତ୍ରଣ । ନଭେମ୍ବର ୩୦ରୁ  ଭୁବନେଶ୍ବରରେ ହେବ ମେକ ଇନ ଇଣ୍ଡିଆ କନକ୍ଲେଭ -୩ । ପୂର୍ବରୁ ଦୁବାଇ, ମୁମ୍ବାଇ, ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହୋଇସାରିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି। ନିୟମିତ ବ୍ୟବଧାନର ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ ଆୟୋଜନ କରି ନିବେଶକ, ଶିଳ୍ପଦ୍ୟୋଗୀମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି। ଆଗାମୀ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ପରେ ହାଇଦ୍ରାବାଦରେ ଆୟୋଜନ ହେବାକୁ ଯାଉଛି ନିବେଶକ ସମ୍ମେଳନ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର