ବାଇକକୁ ପଛ ପଟୁ ଧକ୍କାଦେଲା କୋଇଲା ବୋଝେଇ ଟ୍ରକ; ସ୍ତ୍ରୀ ମୃତ, ସ୍ଵାମୀ ଓ ପୁଅ ଗୁରୁତର

The Sakala Picture
Published On

ଢେଙ୍କାନାଳ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଛକରେ ଘଟିଛି ଏପରି ଅଘଟଣ । ବାଇକରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ଯାଉଥିବାବେଳେ ପଛ ପଟୁ ଧକ୍କାଦେଇଥିଲା କୋଇଲା ବୋଝେଇ ଟ୍ରକ । ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଳେ ସ୍ଵାମୀ ଓ ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ମହିଳା ଜଣଙ୍କ ଗଁଦିଆ ଥାନା ବନବାସପୁରର ସୁବାଷ ଚନ୍ଦ୍ର […]

ଢେଙ୍କାନାଳ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଛକରେ ଘଟିଛି ଏପରି ଅଘଟଣ । ବାଇକରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ଯାଉଥିବାବେଳେ ପଛ ପଟୁ ଧକ୍କାଦେଇଥିଲା କୋଇଲା ବୋଝେଇ ଟ୍ରକ । ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଳେ ସ୍ଵାମୀ ଓ ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ମହିଳା ଜଣଙ୍କ ଗଁଦିଆ ଥାନା ବନବାସପୁରର ସୁବାଷ ଚନ୍ଦ୍ର ନନ୍ଦଙ୍କ ପତ୍ନୀ ମନୋରମା ମିଶ୍ର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

25 Sep 2022 By The Sakala

ବାଇକକୁ ପଛ ପଟୁ ଧକ୍କାଦେଲା କୋଇଲା ବୋଝେଇ ଟ୍ରକ; ସ୍ତ୍ରୀ ମୃତ, ସ୍ଵାମୀ ଓ ପୁଅ ଗୁରୁତର

ଢେଙ୍କାନାଳ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଛକରେ ଘଟିଛି ଏପରି ଅଘଟଣ । ବାଇକରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ଯାଉଥିବାବେଳେ ପଛ ପଟୁ ଧକ୍କାଦେଇଥିଲା କୋଇଲା ବୋଝେଇ ଟ୍ରକ । ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଳେ ସ୍ଵାମୀ ଓ ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ମହିଳା ଜଣଙ୍କ ଗଁଦିଆ ଥାନା ବନବାସପୁରର ସୁବାଷ ଚନ୍ଦ୍ର ନନ୍ଦଙ୍କ ପତ୍ନୀ ମନୋରମା ମିଶ୍ର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର