ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ କାର୍ଯ୍ଯର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ସଚିବ

The Sakala Picture
Published On

ଭୁବନେଶ୍ବର: ବରମୁଣ୍ଡା ବସ୍‍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ଯ ଜୋରଦାର ଭାବେ ଆଗେଇ ଚାଲିଛି।  ଆଜି ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ଯର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ । ସାଙ୍ଗରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ୧୮୦ କୋଟି ବ୍ୟୟରେ ବସ ଟର୍ମିନାଲ କାର୍ଯ୍ଯ ନିର୍ମାଣ ଚାଲିଛି। ୧୧ ଏକର ଜମିରେ ହେଉଛି ବିଶ୍ବସ୍ତରୀୟ  ବସ ଟର୍ମିନାଲ । ୩ଟି ବ୍ଲକର ନର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ବସ ଟର୍ମିନାଲରେ ବିମାନବନ୍ଦର […]

ଭୁବନେଶ୍ବର: ବରମୁଣ୍ଡା ବସ୍‍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ଯ ଜୋରଦାର ଭାବେ ଆଗେଇ ଚାଲିଛି।  ଆଜି ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ଯର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ । ସାଙ୍ଗରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ୧୮୦ କୋଟି ବ୍ୟୟରେ ବସ ଟର୍ମିନାଲ କାର୍ଯ୍ଯ ନିର୍ମାଣ ଚାଲିଛି। ୧୧ ଏକର ଜମିରେ ହେଉଛି ବିଶ୍ବସ୍ତରୀୟ  ବସ ଟର୍ମିନାଲ । ୩ଟି ବ୍ଲକର ନର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ବସ ଟର୍ମିନାଲରେ ବିମାନବନ୍ଦର ଭଳି ସବୁ ସୁବିଧା ମିଳିବ । ଗୋଟିଏ ଛାତ ତଳେ ସସମ୍ତ ପ୍ରକାର ସୁବିଧା ଯାତ୍ରୀଙ୍କୁ ମିଳିବ । ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ଯ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ବସ୍‍ଟର୍ମିନାଲ୍‍ ସହିତ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସାଙ୍ଗକୁ ଫୁଡ୍‍କୋଟ୍‍ର ବ୍ୟବସ୍ଥାମାନ ଏଠାରେ ରହିବ। ନୂଆ ବସ୍‍ ଟର୍ମିନାଲ୍‍ର ବେସ୍‍ମେଣ୍ଟରେ କେବଳ କାର୍‍ ପାର୍କିଂ କରାଯିବ ବୋଲି ବ୍ୟବସ୍ଥା ରହିଛି। ପ୍ରଥମ ମହଲାରେ ବାଇକ୍‍ ଓ କାର ପାର୍କିଂ ସହିତ ଟିକଟ୍‍ କାଉଣ୍ଟର ମଧ୍ୟ ଏଠାରେ ରହିବ। ଏହାର ଉପରମହଲାରେ ବସ୍‍ ଚଳାଚଳ ପାଇଁ କଣ୍ଟ୍ରୋଲ୍‍ରୁମ୍‍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରହିବ। ମୋଟ୍‍ ୧୮୦ କୋଟି ଟଙ୍କାରେ ନିର୍ମାଣରେ ଏହି ବସ ଟର୍ମିନାଲ୍‍ କାମ ହେଉଛି। ଏହି ବସ୍‍ ଟର୍ମିନାଲରେ ୩୫ଟି ବସ୍‍ ବେ’ ରହିବା ସହ ୨୦୦ଟି ବସ୍‍ ରହଣି ପାଇଁ ପାର୍କିଂ ସ୍ପେସ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି। ଏତଦ୍‍ ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରିଚକଆ ଓ ୧୭୫ଟି ଦୁଇଚକିଆ ଯାନର ପାର୍କିଂ ପାଇଁ ଏଠାରେ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି। ସେହିପରି ଏହି ବସ୍‍ ଟର୍ମିନାଲ୍‍ରେ ଓଡ଼ିଶାର କଳା ସଂସ୍କୃତିର ମଧ୍ୟ ଛାପ ରହିବାର ଯୋଜନା କରାଯାଇଛି।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

18 Sep 2022 By The Sakala

ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ କାର୍ଯ୍ଯର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ବର: ବରମୁଣ୍ଡା ବସ୍‍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ଯ ଜୋରଦାର ଭାବେ ଆଗେଇ ଚାଲିଛି।  ଆଜି ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ଯର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ । ସାଙ୍ଗରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ୧୮୦ କୋଟି ବ୍ୟୟରେ ବସ ଟର୍ମିନାଲ କାର୍ଯ୍ଯ ନିର୍ମାଣ ଚାଲିଛି। ୧୧ ଏକର ଜମିରେ ହେଉଛି ବିଶ୍ବସ୍ତରୀୟ  ବସ ଟର୍ମିନାଲ । ୩ଟି ବ୍ଲକର ନର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ବସ ଟର୍ମିନାଲରେ ବିମାନବନ୍ଦର ଭଳି ସବୁ ସୁବିଧା ମିଳିବ । ଗୋଟିଏ ଛାତ ତଳେ ସସମ୍ତ ପ୍ରକାର ସୁବିଧା ଯାତ୍ରୀଙ୍କୁ ମିଳିବ । ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ଯ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ବସ୍‍ଟର୍ମିନାଲ୍‍ ସହିତ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସାଙ୍ଗକୁ ଫୁଡ୍‍କୋଟ୍‍ର ବ୍ୟବସ୍ଥାମାନ ଏଠାରେ ରହିବ। ନୂଆ ବସ୍‍ ଟର୍ମିନାଲ୍‍ର ବେସ୍‍ମେଣ୍ଟରେ କେବଳ କାର୍‍ ପାର୍କିଂ କରାଯିବ ବୋଲି ବ୍ୟବସ୍ଥା ରହିଛି। ପ୍ରଥମ ମହଲାରେ ବାଇକ୍‍ ଓ କାର ପାର୍କିଂ ସହିତ ଟିକଟ୍‍ କାଉଣ୍ଟର ମଧ୍ୟ ଏଠାରେ ରହିବ। ଏହାର ଉପରମହଲାରେ ବସ୍‍ ଚଳାଚଳ ପାଇଁ କଣ୍ଟ୍ରୋଲ୍‍ରୁମ୍‍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରହିବ। ମୋଟ୍‍ ୧୮୦ କୋଟି ଟଙ୍କାରେ ନିର୍ମାଣରେ ଏହି ବସ ଟର୍ମିନାଲ୍‍ କାମ ହେଉଛି। ଏହି ବସ୍‍ ଟର୍ମିନାଲରେ ୩୫ଟି ବସ୍‍ ବେ’ ରହିବା ସହ ୨୦୦ଟି ବସ୍‍ ରହଣି ପାଇଁ ପାର୍କିଂ ସ୍ପେସ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି। ଏତଦ୍‍ ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରିଚକଆ ଓ ୧୭୫ଟି ଦୁଇଚକିଆ ଯାନର ପାର୍କିଂ ପାଇଁ ଏଠାରେ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି। ସେହିପରି ଏହି ବସ୍‍ ଟର୍ମିନାଲ୍‍ରେ ଓଡ଼ିଶାର କଳା ସଂସ୍କୃତିର ମଧ୍ୟ ଛାପ ରହିବାର ଯୋଜନା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର