୧୪୨ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ, ଜଣେ ମହିଳାଙ୍କ ସହ ପୁରୁଷ ଗିରଫ

The Sakala Picture
Published On

ଅନୁଗୁଳ: ଜନବହୁଳପୂର୍ଣ୍ଣ ଶିଳ୍ପନଗରୀ ତାଳଚେର ଅଞ୍ଚଳରେ କାୟା ବିସ୍ତାର କରୁଛି ଧଳାଜହରର ବେପାର। ଆଜି ୧୪୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ୧୪ଲକ୍ଷଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିସହ ୨ ଜଣ ଅଭିଯୁକ୍ତକୁ କାବୁ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ଆଜି ଝିଲି ସାହୁ ଓ ପଦ୍ମି ସାହୁ । ସୂଚନା ଅନୁଯାଯୀ , ଆଜି ଏକ ସ୍କୁଟି ଡ଼ିକିରେ ବ୍ରାଉନସୁଗର ନେଇ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ […]

ଅନୁଗୁଳ: ଜନବହୁଳପୂର୍ଣ୍ଣ ଶିଳ୍ପନଗରୀ ତାଳଚେର ଅଞ୍ଚଳରେ କାୟା ବିସ୍ତାର କରୁଛି ଧଳାଜହରର ବେପାର। ଆଜି ୧୪୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ୧୪ଲକ୍ଷଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିସହ ୨ ଜଣ ଅଭିଯୁକ୍ତକୁ କାବୁ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ଆଜି ଝିଲି ସାହୁ ଓ ପଦ୍ମି ସାହୁ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନା ଅନୁଯାଯୀ , ଆଜି ଏକ ସ୍କୁଟି ଡ଼ିକିରେ ବ୍ରାଉନସୁଗର ନେଇ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ନିରୀକ୍ଷକ ଅନିତା ଓଝାଙ୍କ ନେତୃତ୍ୱରେ ଏକ ଟିମ୍ ଏଫସିଆ ମୁଣ୍ଡା ବଜାରର ତାଙ୍କୁ କାବୁ କରି ସ୍କୁଟି ଓ ବ୍ରାଉନସୁଗର ଜବତ କରିବା ସହିତ ଉକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି । ତାଳଚେରର ଗଳିକନ୍ଦି, ନଦୀକୂଳ, ପୋଖରୀ ହୁଡ଼ା, ସ୍କୁଲ, ମନ୍ଦିର, ଆଶ୍ରମ ଇତ୍ୟାଦି ସୁରକ୍ଷିତ ସ୍ଥାନଭାବି ଏହି ଧଳଜହର ଆଡ୍ଡା ସ୍ଥଳୀ ପାଲଟିଛି । ତେବେ କଥା ଆସୁଛି ଏହାର ମୁଖ୍ୟଡ଼ିଲର / ସବଡ଼ିଲରଙ୍କ ପୁଲିସ୍ ଓ ଅବକାରୀ ଏମାନଙ୍କର କିପରି ଟେର୍ ପାଉ ନ ଥିବା ନେଇ କଳ୍ପନାଜଳ୍ପନା ଲାଗିରହିଛି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

14 Sep 2022 By The Sakala

୧୪୨ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ, ଜଣେ ମହିଳାଙ୍କ ସହ ପୁରୁଷ ଗିରଫ

ଅନୁଗୁଳ: ଜନବହୁଳପୂର୍ଣ୍ଣ ଶିଳ୍ପନଗରୀ ତାଳଚେର ଅଞ୍ଚଳରେ କାୟା ବିସ୍ତାର କରୁଛି ଧଳାଜହରର ବେପାର। ଆଜି ୧୪୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ୧୪ଲକ୍ଷଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିସହ ୨ ଜଣ ଅଭିଯୁକ୍ତକୁ କାବୁ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ଆଜି ଝିଲି ସାହୁ ଓ ପଦ୍ମି ସାହୁ ।

ସୂଚନା ଅନୁଯାଯୀ , ଆଜି ଏକ ସ୍କୁଟି ଡ଼ିକିରେ ବ୍ରାଉନସୁଗର ନେଇ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ନିରୀକ୍ଷକ ଅନିତା ଓଝାଙ୍କ ନେତୃତ୍ୱରେ ଏକ ଟିମ୍ ଏଫସିଆ ମୁଣ୍ଡା ବଜାରର ତାଙ୍କୁ କାବୁ କରି ସ୍କୁଟି ଓ ବ୍ରାଉନସୁଗର ଜବତ କରିବା ସହିତ ଉକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି । ତାଳଚେରର ଗଳିକନ୍ଦି, ନଦୀକୂଳ, ପୋଖରୀ ହୁଡ଼ା, ସ୍କୁଲ, ମନ୍ଦିର, ଆଶ୍ରମ ଇତ୍ୟାଦି ସୁରକ୍ଷିତ ସ୍ଥାନଭାବି ଏହି ଧଳଜହର ଆଡ୍ଡା ସ୍ଥଳୀ ପାଲଟିଛି । ତେବେ କଥା ଆସୁଛି ଏହାର ମୁଖ୍ୟଡ଼ିଲର / ସବଡ଼ିଲରଙ୍କ ପୁଲିସ୍ ଓ ଅବକାରୀ ଏମାନଙ୍କର କିପରି ଟେର୍ ପାଉ ନ ଥିବା ନେଇ କଳ୍ପନାଜଳ୍ପନା ଲାଗିରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର