ରାଜ୍ଯରେ ହାତୀ ମୃତ୍ଯୁକୁ ରୋକିବା ପାଇଁ ଗଠନ ହେବ ଜଏଣ୍ଟ ଟାକ୍ସ ଫୋର୍ସ (JTF )

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ରାଜ୍ୟରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଜଏଣ୍ଟ ଟାକ୍ସ ଫୋର୍ସ ( JTF) ଖୁବଶୀଘ୍ର ଗଠନ କରାଯିବ। ଉଭୟ ପୁଲିସ ଓ ବନ କର୍ମଚାରୀଙ୍କୁ ନେଇ ଏହି JTF ଗଠନ କରାଯିବ। ବନ୍ୟପ୍ରାଣୀ ସମ୍ପର୍କିତ ସମସ୍ତ ତଦନ୍ତ କରିବ ଜଏଣ୍ଟ ଟାକ୍ସ ଫୋର୍ସ । ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଓଡିଶା ପୁଲିସ ଡିଜି। ଅନ୍ତଃରାଜ୍ୟରେ ବନ୍ୟଜନ୍ତୁ ବେଆଇନ ଚାଲାଣ ଉପରେ […]

ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ରାଜ୍ୟରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଜଏଣ୍ଟ ଟାକ୍ସ ଫୋର୍ସ ( JTF) ଖୁବଶୀଘ୍ର ଗଠନ କରାଯିବ। ଉଭୟ ପୁଲିସ ଓ ବନ କର୍ମଚାରୀଙ୍କୁ ନେଇ ଏହି JTF ଗଠନ କରାଯିବ। ବନ୍ୟପ୍ରାଣୀ ସମ୍ପର୍କିତ ସମସ୍ତ ତଦନ୍ତ କରିବ ଜଏଣ୍ଟ ଟାକ୍ସ ଫୋର୍ସ । ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଓଡିଶା ପୁଲିସ ଡିଜି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ଅନ୍ତଃରାଜ୍ୟରେ ବନ୍ୟଜନ୍ତୁ ବେଆଇନ ଚାଲାଣ ଉପରେ ନଜର ରଖିବ ଏହି ଟାକ୍ସ ଫୋର୍ସ। କେନ୍ଦୁଝର ଯୋଡ଼ା ରେଞ୍ଜ ଅଞ୍ଚଳରେ ବିଦ୍ଯୁତ ତାର ଲାଗି ହାତୀ ମୃତୁ ଘଟଣାରେ ଆସନ୍ତା ସେପ୍ଟେମ୍ବର ୨୬ରେ ସବିଶେଷ ତଥ୍ୟ ରଖିବେ ଆଡଭୋକେଟ ଜେନେରାଲ। ଜଏଣ୍ଟ ଟାକ୍ସ ଫୋର୍ସ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷଣ ସହ PCCF ସହ ମିଳିତ ଭାବେ କାର୍ଯ୍ଯ କରିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

25 Aug 2022 By The Sakala

ରାଜ୍ଯରେ ହାତୀ ମୃତ୍ଯୁକୁ ରୋକିବା ପାଇଁ ଗଠନ ହେବ ଜଏଣ୍ଟ ଟାକ୍ସ ଫୋର୍ସ (JTF )

ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ରାଜ୍ୟରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଜଏଣ୍ଟ ଟାକ୍ସ ଫୋର୍ସ ( JTF) ଖୁବଶୀଘ୍ର ଗଠନ କରାଯିବ। ଉଭୟ ପୁଲିସ ଓ ବନ କର୍ମଚାରୀଙ୍କୁ ନେଇ ଏହି JTF ଗଠନ କରାଯିବ। ବନ୍ୟପ୍ରାଣୀ ସମ୍ପର୍କିତ ସମସ୍ତ ତଦନ୍ତ କରିବ ଜଏଣ୍ଟ ଟାକ୍ସ ଫୋର୍ସ । ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଓଡିଶା ପୁଲିସ ଡିଜି।

ଅନ୍ତଃରାଜ୍ୟରେ ବନ୍ୟଜନ୍ତୁ ବେଆଇନ ଚାଲାଣ ଉପରେ ନଜର ରଖିବ ଏହି ଟାକ୍ସ ଫୋର୍ସ। କେନ୍ଦୁଝର ଯୋଡ଼ା ରେଞ୍ଜ ଅଞ୍ଚଳରେ ବିଦ୍ଯୁତ ତାର ଲାଗି ହାତୀ ମୃତୁ ଘଟଣାରେ ଆସନ୍ତା ସେପ୍ଟେମ୍ବର ୨୬ରେ ସବିଶେଷ ତଥ୍ୟ ରଖିବେ ଆଡଭୋକେଟ ଜେନେରାଲ। ଜଏଣ୍ଟ ଟାକ୍ସ ଫୋର୍ସ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷଣ ସହ PCCF ସହ ମିଳିତ ଭାବେ କାର୍ଯ୍ଯ କରିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର