ବଢି ପାଣିରେ କାର୍‌ ଭାସିଯିବା ଘଟଣା : ସକାଳୁ କାର୍‌ ସହ ଦୁଇ ମୃତଦେହ ଉଦ୍ଧାର

The Sakala Picture
Published On

କୁଚିଣ୍ଡା : ସମ୍ବଲପୁର କୁଚିଣ୍ଡା ଥାନା ନକଟିପାଲି ପୋଲ ତଳକୁ କାର ଖସିବା ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର କ୍ଷ କାର ଚାଳକ ଓ ଅନ୍ୟଜଣଙ୍କ ମୃତଦେହ ଦୀର୍ଘ ଦଶ ଘଣ୍ଟା ପରେ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ମାନେ ହେଲେ ଗୁଣ୍ଡରୁଚୁଆଁ ଗାଁର ପ୍ରତାପ ପଟେଲ ଓ ତାପସ ନାୟକ। ଏହାସହ ଭାସିଯାଇଥିବା କାରଟି ନାଳ ଭିତରେ ଫସି ରହିଛି। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସାଢ଼େ […]

କୁଚିଣ୍ଡା : ସମ୍ବଲପୁର କୁଚିଣ୍ଡା ଥାନା ନକଟିପାଲି ପୋଲ ତଳକୁ କାର ଖସିବା ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର କ୍ଷ କାର ଚାଳକ ଓ ଅନ୍ୟଜଣଙ୍କ ମୃତଦେହ ଦୀର୍ଘ ଦଶ ଘଣ୍ଟା ପରେ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ମାନେ ହେଲେ ଗୁଣ୍ଡରୁଚୁଆଁ ଗାଁର ପ୍ରତାପ ପଟେଲ ଓ ତାପସ ନାୟକ। ଏହାସହ ଭାସିଯାଇଥିବା କାରଟି ନାଳ ଭିତରେ ଫସି ରହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ କେନାଢିପା ଆର୍‌ଡି ରାସ୍ତାର ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଏକ କାର୍‌ ସହ ଦୁଇ ଜଣ ବ୍ୟକ୍ତି ଭାସି ଯାଇଥିବା ଖବର ମିଳିଥିଲା। ଜମନକିରା ବ୍ଲକ୍‌ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ ନାୟକ (୫୦) ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ (୫୨) ଲଇଡ଼ା ଅଞ୍ଚଳକୁ ନିଜ କାର୍‌ ନେଇ ଗଙ୍ଗା କାର୍ଡ ବାଣ୍ଟିବାକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

ସେଠାରୁ ସନ୍ଧ୍ୟାରେ କେନାଢିପା ରାସ୍ତା ଦେଇ ଫେରୁଥିବା ବେଳେ ନକଟିପାଲି ଓ ଫାଶିମାଲ ମଧ୍ୟରେ ଥିବା ବାରଟେଙ୍ଗରା ନାଳ ପାରି ହେବା ବେଳେ ବନ୍ୟା ପାଣିରେ ଭାସି ଯାଇଥିଲେ। ସକାଳେ ଯିବା ବେଳେ ଉକ୍ତ ନାଳାରେ କମ୍‌ ପାଣି ଥିବା ବେଳେ ଅପରାହ୍‌ଣରେ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ଆସି ଯାଇଥିଲା। ଫଳରେ ଉଭୟେ କାର୍‌ ସହ ଭାସି ଯାଇଥିଲେ। ନକଟିପାଲି ବାସିନ୍ଦା ପୂର୍ବ କେନାଢିପା ସରପଞ୍ଚ ସଂଜୟ ଧୁରୁଆ ଅଗ୍ନିଶମ ବିଭାଗ ସୂଚନା ଦେଇଥିଲେ। ଖବର ପାଇ ଜମନକିରା ଅଗ୍ନିଶମ ବାହିନୀ ଓ କୁଚିଣ୍ଡା ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଚଳାଇଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧିନ ଫାଶୀମାଲରୁ ଲାଇଡା ଯିବା ରାସ୍ତାରେ ଥିବା ଏକ ବ୍ରିଜ୍ ଉପରେ ପାଣି ସ୍ରୋତ ଥିବା ସେମାନେ କାର ନେଇ ଯାଉଥିଲେ । ବ୍ରିଜ୍ ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ସେମାନେ କାର ସହ ଭାସିଯାଇଥିଲେ । ତେବେ କାରରୁ ସେମାନେ ବାହାରି ନ ପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।ଗତକାଲି ରାତିରେ କାର ଭାସିଯିବା ପରେ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ । ତେବେ ଆଜି ଭୋରରୁ ବ୍ରିଜ୍ ଠାରୁ ୨ ଶହ ମିଟର ଦୂରରେ କାର ସହ ଦୁଇ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି

21 Aug 2022 By The Sakala

ବଢି ପାଣିରେ କାର୍‌ ଭାସିଯିବା ଘଟଣା : ସକାଳୁ କାର୍‌ ସହ ଦୁଇ ମୃତଦେହ ଉଦ୍ଧାର

କୁଚିଣ୍ଡା : ସମ୍ବଲପୁର କୁଚିଣ୍ଡା ଥାନା ନକଟିପାଲି ପୋଲ ତଳକୁ କାର ଖସିବା ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର କ୍ଷ କାର ଚାଳକ ଓ ଅନ୍ୟଜଣଙ୍କ ମୃତଦେହ ଦୀର୍ଘ ଦଶ ଘଣ୍ଟା ପରେ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ମାନେ ହେଲେ ଗୁଣ୍ଡରୁଚୁଆଁ ଗାଁର ପ୍ରତାପ ପଟେଲ ଓ ତାପସ ନାୟକ। ଏହାସହ ଭାସିଯାଇଥିବା କାରଟି ନାଳ ଭିତରେ ଫସି ରହିଛି।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ କେନାଢିପା ଆର୍‌ଡି ରାସ୍ତାର ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଏକ କାର୍‌ ସହ ଦୁଇ ଜଣ ବ୍ୟକ୍ତି ଭାସି ଯାଇଥିବା ଖବର ମିଳିଥିଲା। ଜମନକିରା ବ୍ଲକ୍‌ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ ନାୟକ (୫୦) ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ (୫୨) ଲଇଡ଼ା ଅଞ୍ଚଳକୁ ନିଜ କାର୍‌ ନେଇ ଗଙ୍ଗା କାର୍ଡ ବାଣ୍ଟିବାକୁ ଯାଇଥିଲେ।

ସେଠାରୁ ସନ୍ଧ୍ୟାରେ କେନାଢିପା ରାସ୍ତା ଦେଇ ଫେରୁଥିବା ବେଳେ ନକଟିପାଲି ଓ ଫାଶିମାଲ ମଧ୍ୟରେ ଥିବା ବାରଟେଙ୍ଗରା ନାଳ ପାରି ହେବା ବେଳେ ବନ୍ୟା ପାଣିରେ ଭାସି ଯାଇଥିଲେ। ସକାଳେ ଯିବା ବେଳେ ଉକ୍ତ ନାଳାରେ କମ୍‌ ପାଣି ଥିବା ବେଳେ ଅପରାହ୍‌ଣରେ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ଆସି ଯାଇଥିଲା। ଫଳରେ ଉଭୟେ କାର୍‌ ସହ ଭାସି ଯାଇଥିଲେ। ନକଟିପାଲି ବାସିନ୍ଦା ପୂର୍ବ କେନାଢିପା ସରପଞ୍ଚ ସଂଜୟ ଧୁରୁଆ ଅଗ୍ନିଶମ ବିଭାଗ ସୂଚନା ଦେଇଥିଲେ। ଖବର ପାଇ ଜମନକିରା ଅଗ୍ନିଶମ ବାହିନୀ ଓ କୁଚିଣ୍ଡା ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଚଳାଇଥିଲେ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧିନ ଫାଶୀମାଲରୁ ଲାଇଡା ଯିବା ରାସ୍ତାରେ ଥିବା ଏକ ବ୍ରିଜ୍ ଉପରେ ପାଣି ସ୍ରୋତ ଥିବା ସେମାନେ କାର ନେଇ ଯାଉଥିଲେ । ବ୍ରିଜ୍ ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ସେମାନେ କାର ସହ ଭାସିଯାଇଥିଲେ । ତେବେ କାରରୁ ସେମାନେ ବାହାରି ନ ପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।ଗତକାଲି ରାତିରେ କାର ଭାସିଯିବା ପରେ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ । ତେବେ ଆଜି ଭୋରରୁ ବ୍ରିଜ୍ ଠାରୁ ୨ ଶହ ମିଟର ଦୂରରେ କାର ସହ ଦୁଇ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର