ଆଜି ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ରକ୍ତଦାନ ଶିବିର

The Sakala Picture
Published On

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୈନିକ ଖବରକାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଭୁବନେଶ୍ୱର ସିଆର୍‍ପି ଛକ ଷ୍ଟୁଆର୍ଟ ସ୍କୁଲ ପରିସରରେ ଏହି ଶିବିର ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଶିବିର ଚାଲିବ। ସ୍ୱେଚ୍ଛାକୃତ ରକ୍ତଦାତାମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିବା ପାଇଁ ନିବେଦନ କରାଯାଇଛି। ଏଥିସହ ଆସନ୍ତା ଶନିବାର ନୀଳାଦ୍ରି ବିହାର ଗ୍ରାଣ୍ଡ୍‍ ଲୁମ୍ବିନି କନ୍‍ଭେନ୍‍ସନରେ ମଧ୍ୟ […]

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୈନିକ ଖବରକାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଭୁବନେଶ୍ୱର ସିଆର୍‍ପି ଛକ ଷ୍ଟୁଆର୍ଟ ସ୍କୁଲ ପରିସରରେ ଏହି ଶିବିର ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଶିବିର ଚାଲିବ। ସ୍ୱେଚ୍ଛାକୃତ ରକ୍ତଦାତାମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିବା ପାଇଁ ନିବେଦନ କରାଯାଇଛି। ଏଥିସହ ଆସନ୍ତା ଶନିବାର ନୀଳାଦ୍ରି ବିହାର ଗ୍ରାଣ୍ଡ୍‍ ଲୁମ୍ବିନି କନ୍‍ଭେନ୍‍ସନରେ ମଧ୍ୟ ଏକ ଚିତ୍ରକଳା କର୍ମଶାଳା ଆୟୋଜିତ ହେବ। ଏଥିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଚିତ୍ରଶିଳ୍ପୀ ଭାଗ ନେବେ ବୋଲି ଜଣାପଡ଼ିଛି। ଏହି କର୍ମଶାଳା ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

12 Aug 2022 By The Sakala

ଆଜି ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୈନିକ ଖବରକାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଭୁବନେଶ୍ୱର ସିଆର୍‍ପି ଛକ ଷ୍ଟୁଆର୍ଟ ସ୍କୁଲ ପରିସରରେ ଏହି ଶିବିର ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଶିବିର ଚାଲିବ। ସ୍ୱେଚ୍ଛାକୃତ ରକ୍ତଦାତାମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିବା ପାଇଁ ନିବେଦନ କରାଯାଇଛି। ଏଥିସହ ଆସନ୍ତା ଶନିବାର ନୀଳାଦ୍ରି ବିହାର ଗ୍ରାଣ୍ଡ୍‍ ଲୁମ୍ବିନି କନ୍‍ଭେନ୍‍ସନରେ ମଧ୍ୟ ଏକ ଚିତ୍ରକଳା କର୍ମଶାଳା ଆୟୋଜିତ ହେବ। ଏଥିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଚିତ୍ରଶିଳ୍ପୀ ଭାଗ ନେବେ ବୋଲି ଜଣାପଡ଼ିଛି। ଏହି କର୍ମଶାଳା ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର