ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ତୃପ୍ତି-ବାବୁସାନ-ପ୍ରକୃତିଙ୍କ ସମ୍ପର୍କ କନ୍ଦଳ: ଘରକୁ ଫେରିଲେ ବାବୁସାନ୍

The Sakala Picture
Published On

ଭୁବନେଶ୍ବର: ବାବୁସାନ୍‍-ତୃପ୍ତି-ପ୍ରକୃତି କଳିରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ। ଉଭୟ ପରିବାର ଏହି କଳିକୁ ନେଇ ପ୍ରଶ୍ନର କାଠଗଡ଼ାରେ ଠିଆ ହୋଇଥିବାବେଳେ ପ୍ରକୃତି ମିଶ୍ର ଓ ବାବୁସାନ ମହାନ୍ତି ଭୁବନେଶ୍ୱର ଫେରି ଆସିଛନ୍ତି। ପ୍ରକୃତି ନିଜ ପରିବାର ସହ ଗତକାଲି ସକାଳେ ଓ ବାବୁସାନ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ବାବୁସାନ୍‌ ପହଞ୍ଚିବା କ୍ଷଣି ସେଠାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ନରଖି ସିଧାସଳଖ […]

ଭୁବନେଶ୍ବର: ବାବୁସାନ୍‍-ତୃପ୍ତି-ପ୍ରକୃତି କଳିରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ। ଉଭୟ ପରିବାର ଏହି କଳିକୁ ନେଇ ପ୍ରଶ୍ନର କାଠଗଡ଼ାରେ ଠିଆ ହୋଇଥିବାବେଳେ ପ୍ରକୃତି ମିଶ୍ର ଓ ବାବୁସାନ ମହାନ୍ତି ଭୁବନେଶ୍ୱର ଫେରି ଆସିଛନ୍ତି। ପ୍ରକୃତି ନିଜ ପରିବାର ସହ ଗତକାଲି ସକାଳେ ଓ ବାବୁସାନ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ବାବୁସାନ୍‌ ପହଞ୍ଚିବା କ୍ଷଣି ସେଠାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ନରଖି ସିଧାସଳଖ ଘର ଅଭିମୁଖେ ଚାଲି ଯାଇଛନ୍ତି ବାବୁ  । ବର୍ତ୍ତମାନ ସେ ଘରେ ପହଞ୍ଚି ସାରିଛନ୍ତି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ସୂଚନା ଅନୁଯାୟୀ, ପ୍ରକୃତି ଚେନ୍ନାଇରୁ ଫେରିଥିବା ନେଇ ପରିବାର ଲୋକେ ପୁଲିସକୁ ଅବଗତ କରିବା ପରେ ଖାରବେଳନଗର ଥାନା ଅଧିକାରୀ ଏବଂ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଗତକାଲି ଦିନ ୧୨ଟା ସମୟରେ ସତ୍ୟବିହାରସ୍ଥିତ ପ୍ରକୃତିଙ୍କୁ ଜେରା କରିଥିଲା। ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ମାମଲା ସମ୍ପର୍କରେ ପୁଲିସ ଅଧିକାରୀ ଦ୍ୱୟ ପଚରାଉଚରା କରିଥିଲେ। ପଚରାଉଚରା ସମୟରେ ତାଙ୍କ ସହ ବାପା ମନ୍ମଥ ମିଶ୍ର, ମାଆ କୃଷ୍ଣପ୍ରିୟା ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

ରାସ୍ତାରେ କଣ ପାଇଁ ଝଗଡ଼ା ହେଲା, ବାବୁସାନ୍‍ଙ୍କ ସହ ଲିଭ୍‍ ଇନ୍‍ରେ ରହୁଥିଲେ କି? ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି କି? ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ୍‍ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ। ବାବୁସାନ୍‍ଙ୍କୁ ପ୍ରକୃତି ବ୍ରାଉନ୍‍ସୁଗର ଏବଂ ଗଞ୍ଜେଇ ଯୋଗାଇବା ଅଭିଯୋଗ କରିଥିଲେ ତୃପ୍ତି। ଏସମ୍ପର୍କରେ ମଧ୍ୟ ଥାନା ଅଧିକାରୀ ପ୍ରକୃତିଙ୍କୁ ପଚାରିଥିଲେ ମଧ୍ୟ ସେ ଏହାକୁ ମିଛ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ, ଘରେ ଘରେ ପିଠାପଣାର ମହକ

27 Jul 2022 By The Sakala

ତୃପ୍ତି-ବାବୁସାନ-ପ୍ରକୃତିଙ୍କ ସମ୍ପର୍କ କନ୍ଦଳ: ଘରକୁ ଫେରିଲେ ବାବୁସାନ୍

ଭୁବନେଶ୍ବର: ବାବୁସାନ୍‍-ତୃପ୍ତି-ପ୍ରକୃତି କଳିରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ। ଉଭୟ ପରିବାର ଏହି କଳିକୁ ନେଇ ପ୍ରଶ୍ନର କାଠଗଡ଼ାରେ ଠିଆ ହୋଇଥିବାବେଳେ ପ୍ରକୃତି ମିଶ୍ର ଓ ବାବୁସାନ ମହାନ୍ତି ଭୁବନେଶ୍ୱର ଫେରି ଆସିଛନ୍ତି। ପ୍ରକୃତି ନିଜ ପରିବାର ସହ ଗତକାଲି ସକାଳେ ଓ ବାବୁସାନ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ବାବୁସାନ୍‌ ପହଞ୍ଚିବା କ୍ଷଣି ସେଠାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ନରଖି ସିଧାସଳଖ ଘର ଅଭିମୁଖେ ଚାଲି ଯାଇଛନ୍ତି ବାବୁ  । ବର୍ତ୍ତମାନ ସେ ଘରେ ପହଞ୍ଚି ସାରିଛନ୍ତି।

ସୂଚନା ଅନୁଯାୟୀ, ପ୍ରକୃତି ଚେନ୍ନାଇରୁ ଫେରିଥିବା ନେଇ ପରିବାର ଲୋକେ ପୁଲିସକୁ ଅବଗତ କରିବା ପରେ ଖାରବେଳନଗର ଥାନା ଅଧିକାରୀ ଏବଂ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଗତକାଲି ଦିନ ୧୨ଟା ସମୟରେ ସତ୍ୟବିହାରସ୍ଥିତ ପ୍ରକୃତିଙ୍କୁ ଜେରା କରିଥିଲା। ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ମାମଲା ସମ୍ପର୍କରେ ପୁଲିସ ଅଧିକାରୀ ଦ୍ୱୟ ପଚରାଉଚରା କରିଥିଲେ। ପଚରାଉଚରା ସମୟରେ ତାଙ୍କ ସହ ବାପା ମନ୍ମଥ ମିଶ୍ର, ମାଆ କୃଷ୍ଣପ୍ରିୟା ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ।

ରାସ୍ତାରେ କଣ ପାଇଁ ଝଗଡ଼ା ହେଲା, ବାବୁସାନ୍‍ଙ୍କ ସହ ଲିଭ୍‍ ଇନ୍‍ରେ ରହୁଥିଲେ କି? ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି କି? ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ୍‍ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ। ବାବୁସାନ୍‍ଙ୍କୁ ପ୍ରକୃତି ବ୍ରାଉନ୍‍ସୁଗର ଏବଂ ଗଞ୍ଜେଇ ଯୋଗାଇବା ଅଭିଯୋଗ କରିଥିଲେ ତୃପ୍ତି। ଏସମ୍ପର୍କରେ ମଧ୍ୟ ଥାନା ଅଧିକାରୀ ପ୍ରକୃତିଙ୍କୁ ପଚାରିଥିଲେ ମଧ୍ୟ ସେ ଏହାକୁ ମିଛ ବୋଲି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର