ପରିକ୍ରମା ପ୍ରକଳ୍ପ ମାମଲା: ସମସ୍ତ ପିଟିସନକୁ ଖାରଜ କଲେ ହାଇକୋର୍ଟ

The Sakala Picture
Published On

ପୁରୀ: କଳ୍ପନାଜଳ୍ପାନରେ ଲାଗିଲା ପୂର୍ଣ୍ଣଛେଦ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀଙ୍କୁ ପୁଣି ଝଟକା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦର ମୂଳ ମାମଲା ସହ ସମସ୍ତ ପିଟିସନଗୁଡ଼ିକୁ ଖାରଜ କରିଛନ୍ତି ହାଇକୋର୍ଟ।  ଦାୟର ଏକାଧିକ ମାମଲାର ଶୁଣାଣି କରି ରଦ୍ଦ କଲେ ହାଇକୋର୍ଟ। ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା କହିଲେ ହାଇକୋର୍ଟ । ସୂଚନା ଅନୁଯାୟୀ, ପୁରୀ ପରିକ୍ରମା ପ୍ରକଳ୍ପ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଇଥିଲେ ‘ସୁପ୍ରିମ’ ଫୈସଲା । […]

ପୁରୀ: କଳ୍ପନାଜଳ୍ପାନରେ ଲାଗିଲା ପୂର୍ଣ୍ଣଛେଦ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀଙ୍କୁ ପୁଣି ଝଟକା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦର ମୂଳ ମାମଲା ସହ ସମସ୍ତ ପିଟିସନଗୁଡ଼ିକୁ ଖାରଜ କରିଛନ୍ତି ହାଇକୋର୍ଟ।  ଦାୟର ଏକାଧିକ ମାମଲାର ଶୁଣାଣି କରି ରଦ୍ଦ କଲେ ହାଇକୋର୍ଟ। ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା କହିଲେ ହାଇକୋର୍ଟ ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ସୂଚନା ଅନୁଯାୟୀ, ପୁରୀ ପରିକ୍ରମା ପ୍ରକଳ୍ପ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଇଥିଲେ ‘ସୁପ୍ରିମ’ ଫୈସଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିବା ସହ କାର୍ଯ୍ଯ ଜାରି ରଖିବା ପାଇଁ ସର୍ବେଚ୍ଚ ନ୍ୟାୟାଳୟ ନିଜ ରାୟରେ ଶୁଣାଇଥିଲେ। ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏଥି ସହିତ ଦୁଇ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ନିଜସ୍ୱ ପ୍ରଚାର ପାଇଁ ଏହି ଦୁଇଜଣ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

22 Jun 2022 By The Sakala

ପରିକ୍ରମା ପ୍ରକଳ୍ପ ମାମଲା: ସମସ୍ତ ପିଟିସନକୁ ଖାରଜ କଲେ ହାଇକୋର୍ଟ

ପୁରୀ: କଳ୍ପନାଜଳ୍ପାନରେ ଲାଗିଲା ପୂର୍ଣ୍ଣଛେଦ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀଙ୍କୁ ପୁଣି ଝଟକା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦର ମୂଳ ମାମଲା ସହ ସମସ୍ତ ପିଟିସନଗୁଡ଼ିକୁ ଖାରଜ କରିଛନ୍ତି ହାଇକୋର୍ଟ।  ଦାୟର ଏକାଧିକ ମାମଲାର ଶୁଣାଣି କରି ରଦ୍ଦ କଲେ ହାଇକୋର୍ଟ। ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା କହିଲେ ହାଇକୋର୍ଟ ।

ସୂଚନା ଅନୁଯାୟୀ, ପୁରୀ ପରିକ୍ରମା ପ୍ରକଳ୍ପ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଇଥିଲେ ‘ସୁପ୍ରିମ’ ଫୈସଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିବା ସହ କାର୍ଯ୍ଯ ଜାରି ରଖିବା ପାଇଁ ସର୍ବେଚ୍ଚ ନ୍ୟାୟାଳୟ ନିଜ ରାୟରେ ଶୁଣାଇଥିଲେ। ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏଥି ସହିତ ଦୁଇ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ନିଜସ୍ୱ ପ୍ରଚାର ପାଇଁ ଏହି ଦୁଇଜଣ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର