ଏସସିବିରେ ଯୋଡ଼ିହେଲା ଆଉ ଏକ ସଫଳ ଅଧ୍ୟାୟ, ମଣିଷ ଶରୀରରୁ ବାହାରିଲା ୨ କେ.ଜି ଟ୍ୟୁମର

The Sakala Picture
Published On

କଟକ: ଏସସିବିରେ ଐତିହାସିକ ଅପରେସନ୍ଏ। ଏସସିବି ମେଡିକାଲର ଚିକିତ୍ସା ଇତିହାସରେ ଯୋଡ଼ିହେଲା ଆଉଏକ ସଫଳ ଅଧ୍ୟାୟ । କିଡନୀ କର୍କଟ ରୋଗରେ ପୀଡିତ ଜଣେ ରୋଗୀଙ୍କ ଶରୀରରୁ ଅପରେସନ କରି କଢାଯାଇଛି ୨ କିଲୋ ଓଜନର ଟ୍ୟୁମର । ହୃତପିଣ୍ଡରୁ ମାତ୍ର ଏକ ସେଣ୍ଟିମିଟର ଦୂରରେ ଥିବା ଏହି ଟ୍ୟୁମରକୁ ବାହାର କରିବା ପ୍ରାୟତଃ ଅସମ୍ଭବ ଥିଲା । ତେବେ ୟୁରୋଲୋଜି ଓ କାଡିଓଥୋରାସି ବିଭାଗ ଡାକ୍ତରଙ୍କ ମିଳିତ ଉଦ୍ୟମରେ ଏସସିବିରେ ପ୍ରଥମଥର ପାଇଁ ଏହା ସଫଳ […]

କଟକ: ଏସସିବିରେ ଐତିହାସିକ ଅପରେସନ୍ଏ। ଏସସିବି ମେଡିକାଲର ଚିକିତ୍ସା ଇତିହାସରେ ଯୋଡ଼ିହେଲା ଆଉଏକ ସଫଳ ଅଧ୍ୟାୟ । କିଡନୀ କର୍କଟ ରୋଗରେ ପୀଡିତ ଜଣେ ରୋଗୀଙ୍କ ଶରୀରରୁ ଅପରେସନ କରି କଢାଯାଇଛି ୨ କିଲୋ ଓଜନର ଟ୍ୟୁମର । ହୃତପିଣ୍ଡରୁ ମାତ୍ର ଏକ ସେଣ୍ଟିମିଟର ଦୂରରେ ଥିବା ଏହି ଟ୍ୟୁମରକୁ ବାହାର କରିବା ପ୍ରାୟତଃ ଅସମ୍ଭବ ଥିଲା । ତେବେ ୟୁରୋଲୋଜି ଓ କାଡିଓଥୋରାସି ବିଭାଗ ଡାକ୍ତରଙ୍କ ମିଳିତ ଉଦ୍ୟମରେ ଏସସିବିରେ ପ୍ରଥମଥର ପାଇଁ ଏହା ସଫଳ ହୋଇପାରିଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସରକାରଙ୍କ ସୁଦୃଢ଼ ଭିତ୍ତିଭୂମି ପାଇଁ ଏହା ସମ୍ଭବପର ହୋଇପାରିଥିବା କହିଛନ୍ତି ଡାକ୍ତରୀ ଟିମ୍ । ଭଦ୍ରକ ଜିଲ୍ଲାର ଅଲେଖ ବେହେରା ଦୀର୍ଘ ଦିନ ଧରି କିଡନୀ ରୋଗରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇ ପଡିବାରୁ ପରୀକ୍ଷା ପରେ ହୃତପିଣ୍ଡକୁ ଲାଗି ଟ୍ୟୁମର ବଢୁଥିବା ଜଣା ପଡିଥିଲା । ଗୁରୁତର ଅବସ୍ଥାରେ ଏସସିବି ପହଁଚିବା ପରେ ଡାକ୍ତରଙ୍କ ସହଯୋଗରେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି । ଏଥିପାଇଁ ପରିବାର ଲୋକ ଡାକ୍ତର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

28 May 2022 By The Sakala

ଏସସିବିରେ ଯୋଡ଼ିହେଲା ଆଉ ଏକ ସଫଳ ଅଧ୍ୟାୟ, ମଣିଷ ଶରୀରରୁ ବାହାରିଲା ୨ କେ.ଜି ଟ୍ୟୁମର

କଟକ: ଏସସିବିରେ ଐତିହାସିକ ଅପରେସନ୍ଏ। ଏସସିବି ମେଡିକାଲର ଚିକିତ୍ସା ଇତିହାସରେ ଯୋଡ଼ିହେଲା ଆଉଏକ ସଫଳ ଅଧ୍ୟାୟ । କିଡନୀ କର୍କଟ ରୋଗରେ ପୀଡିତ ଜଣେ ରୋଗୀଙ୍କ ଶରୀରରୁ ଅପରେସନ କରି କଢାଯାଇଛି ୨ କିଲୋ ଓଜନର ଟ୍ୟୁମର । ହୃତପିଣ୍ଡରୁ ମାତ୍ର ଏକ ସେଣ୍ଟିମିଟର ଦୂରରେ ଥିବା ଏହି ଟ୍ୟୁମରକୁ ବାହାର କରିବା ପ୍ରାୟତଃ ଅସମ୍ଭବ ଥିଲା । ତେବେ ୟୁରୋଲୋଜି ଓ କାଡିଓଥୋରାସି ବିଭାଗ ଡାକ୍ତରଙ୍କ ମିଳିତ ଉଦ୍ୟମରେ ଏସସିବିରେ ପ୍ରଥମଥର ପାଇଁ ଏହା ସଫଳ ହୋଇପାରିଛି ।

ସରକାରଙ୍କ ସୁଦୃଢ଼ ଭିତ୍ତିଭୂମି ପାଇଁ ଏହା ସମ୍ଭବପର ହୋଇପାରିଥିବା କହିଛନ୍ତି ଡାକ୍ତରୀ ଟିମ୍ । ଭଦ୍ରକ ଜିଲ୍ଲାର ଅଲେଖ ବେହେରା ଦୀର୍ଘ ଦିନ ଧରି କିଡନୀ ରୋଗରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇ ପଡିବାରୁ ପରୀକ୍ଷା ପରେ ହୃତପିଣ୍ଡକୁ ଲାଗି ଟ୍ୟୁମର ବଢୁଥିବା ଜଣା ପଡିଥିଲା । ଗୁରୁତର ଅବସ୍ଥାରେ ଏସସିବି ପହଁଚିବା ପରେ ଡାକ୍ତରଙ୍କ ସହଯୋଗରେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି । ଏଥିପାଇଁ ପରିବାର ଲୋକ ଡାକ୍ତର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

https://www.thesakala.in/latest-odisha-news/another-successful-opretionin-scb-medical-college/article-11977
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର