୪୫ ଡିଗ୍ରୀ ତାପମାତ୍ରାରେ ସିଜୁଛି ବୌଦ୍ଧ; ଅସହ୍ୟ ଗରମରେ କଲବଲ ହେଉଛି ସାରା ଓଡିଶା

The Sakala Picture
Published On

ଭୁବନେଶ୍ୱର: ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ଖରା ସାଙ୍ଗକୁ ଝାଞ୍ଜି ପବନରେ ସିଝୁଛି ଓଡିଶା । ଆଜି ବୌଦ୍ଧରେ ପୁଣି ୪୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ବୌଦ୍ଧ ସହରରେ ୪୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ଆଜି ୫ଟି ସହରର ତାପମାତ୍ରା ୪୪ ଡିଗ୍ରି ଉପରେ, ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ଓ ୨୫ଟି ସହରର […]

ଭୁବନେଶ୍ୱର: ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ଖରା ସାଙ୍ଗକୁ ଝାଞ୍ଜି ପବନରେ ସିଝୁଛି ଓଡିଶା । ଆଜି ବୌଦ୍ଧରେ ପୁଣି ୪୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ବୌଦ୍ଧ ସହରରେ ୪୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ଆଜି ୫ଟି ସହରର ତାପମାତ୍ରା ୪୪ ଡିଗ୍ରି ଉପରେ, ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ଓ ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିିଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଏହି ସ୍ଥିତିରେ ଆସନ୍ତା ଦୁଇଦିନ ଯାଏଁ ଏହି ଭଳି ଗ୍ରୀଷ୍ମ ପ୍ରବାହ ଲାଗିରହିବା ସହ ୧ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ବରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି କଟକରେ ୪୦.୧ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ତେବେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ କଲବଲ କରିଦେଇଛି । ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ତାତିରୁ ଏବେ ନିସ୍ତାର ମିଳିବ ନାହିଁ । ମେ ପ୍ରଥମ ସପ୍ତାହ ଯାଏଁ ଏହି ପରିସ୍ଥିତି ଜାରି ରହିପାରେ ।

29 Apr 2022 By The Sakala

୪୫ ଡିଗ୍ରୀ ତାପମାତ୍ରାରେ ସିଜୁଛି ବୌଦ୍ଧ; ଅସହ୍ୟ ଗରମରେ କଲବଲ ହେଉଛି ସାରା ଓଡିଶା

ଭୁବନେଶ୍ୱର: ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ଖରା ସାଙ୍ଗକୁ ଝାଞ୍ଜି ପବନରେ ସିଝୁଛି ଓଡିଶା । ଆଜି ବୌଦ୍ଧରେ ପୁଣି ୪୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ବୌଦ୍ଧ ସହରରେ ୪୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ଆଜି ୫ଟି ସହରର ତାପମାତ୍ରା ୪୪ ଡିଗ୍ରି ଉପରେ, ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ଓ ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିିଛି।

ଏହି ସ୍ଥିତିରେ ଆସନ୍ତା ଦୁଇଦିନ ଯାଏଁ ଏହି ଭଳି ଗ୍ରୀଷ୍ମ ପ୍ରବାହ ଲାଗିରହିବା ସହ ୧ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ବରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି କଟକରେ ୪୦.୧ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ତେବେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ କଲବଲ କରିଦେଇଛି । ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ତାତିରୁ ଏବେ ନିସ୍ତାର ମିଳିବ ନାହିଁ । ମେ ପ୍ରଥମ ସପ୍ତାହ ଯାଏଁ ଏହି ପରିସ୍ଥିତି ଜାରି ରହିପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର