ନନ୍ଦନକାନନରେ ଆଖି ବୁଜିଲା ସିଂହୀ ଶ୍ୟାମା, ଦୀର୍ଘ ୩ ବର୍ଷ ଧରି ଚାଲିଥିଲା ଚିକିତ୍ସା

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନରେ ଚିକିତ୍ସିତ ହେଉଥିବା ସିଂହୀ ଶ୍ୟାମା ଶେଷରେ ଆଖି ବୁଜିଛି। ତାକୁ ୨୨ ବର୍ଷ ହୋଇଥିବା ବେଳେ ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା । ବିଭିନ୍ନ ପ୍ରକାର ରୋଗ ସମସ୍ୟା ନେଇ ଗତ ତିନି ବର୍ଷ ଧରି ଶ୍ୟାମାର ଚିକିତ୍ସା କରିଆସୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ଗତକାଲି ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ତା’ର ଚିକିତ୍ସା ଜାରି ରହିଥିଲା । ଆଜି […]

ଭୁବନେଶ୍ୱର: ନନ୍ଦନକାନନରେ ଚିକିତ୍ସିତ ହେଉଥିବା ସିଂହୀ ଶ୍ୟାମା ଶେଷରେ ଆଖି ବୁଜିଛି। ତାକୁ ୨୨ ବର୍ଷ ହୋଇଥିବା ବେଳେ ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା । ବିଭିନ୍ନ ପ୍ରକାର ରୋଗ ସମସ୍ୟା ନେଇ ଗତ ତିନି ବର୍ଷ ଧରି ଶ୍ୟାମାର ଚିକିତ୍ସା କରିଆସୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ଗତକାଲି ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ତା’ର ଚିକିତ୍ସା ଜାରି ରହିଥିଲା । ଆଜି ଅପରାହ୍ଣରେ ସିଂହୀର ମୃତ୍ୟୁ ହୋଇଛି । ୨୦୦୨ ମସିହା ଜାନୁଆରୀ ୪ ତାରିଖରେ ଗୁଜରାଟର ଜୁନାଗଡ଼ ଅଭୟାରଣ୍ୟରୁ ନନ୍ଦନକାନନ ଆସିଥିଲା ଶ୍ୟାମା । ଶ୍ୟାମାର ମୃତ୍ୟୁ ପରେ ସିଂହଙ୍କ ସଂଖ୍ୟା ନନ୍ଦନକାନରେ ୧୬ କୁ ହ୍ରାସ ପାଇଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

16 Apr 2022 By The Sakala

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ଶ୍ୟାମା, ଦୀର୍ଘ ୩ ବର୍ଷ ଧରି ଚାଲିଥିଲା ଚିକିତ୍ସା

ଭୁବନେଶ୍ୱର: ନନ୍ଦନକାନନରେ ଚିକିତ୍ସିତ ହେଉଥିବା ସିଂହୀ ଶ୍ୟାମା ଶେଷରେ ଆଖି ବୁଜିଛି। ତାକୁ ୨୨ ବର୍ଷ ହୋଇଥିବା ବେଳେ ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା । ବିଭିନ୍ନ ପ୍ରକାର ରୋଗ ସମସ୍ୟା ନେଇ ଗତ ତିନି ବର୍ଷ ଧରି ଶ୍ୟାମାର ଚିକିତ୍ସା କରିଆସୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ଗତକାଲି ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ତା’ର ଚିକିତ୍ସା ଜାରି ରହିଥିଲା । ଆଜି ଅପରାହ୍ଣରେ ସିଂହୀର ମୃତ୍ୟୁ ହୋଇଛି । ୨୦୦୨ ମସିହା ଜାନୁଆରୀ ୪ ତାରିଖରେ ଗୁଜରାଟର ଜୁନାଗଡ଼ ଅଭୟାରଣ୍ୟରୁ ନନ୍ଦନକାନନ ଆସିଥିଲା ଶ୍ୟାମା । ଶ୍ୟାମାର ମୃତ୍ୟୁ ପରେ ସିଂହଙ୍କ ସଂଖ୍ୟା ନନ୍ଦନକାନରେ ୧୬ କୁ ହ୍ରାସ ପାଇଛି ।

https://www.thesakala.in/latest-odisha-news/female-lion-shyama-died-in-nadanakanan/article-10822
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର