ଆଜି ଆଶୋକାଷ୍ଟମୀ ; ଭକ୍ତଙ୍କ ଗହଣରେ ଗଡ଼ିବ ରୁକୁଣା ରଥ

The Sakala Picture
Published On

ଭୁବନେଶ୍ୱର: ଆଜି ପବିତ୍ର ଆଶୋକାଷ୍ଟମୀ । ଆଜି ଭକ୍ତଙ୍କ ଗହଣରେ ଗଡ଼ିବ ରୁକୁଣା ରଥ । ଦୀର୍ଘ ୨ ବର୍ଷର ଅପେକ୍ଷା ପରେ ଆଜି ଏକାଠି ହେବେ ଭକ୍ତ ଓ ଭଗବାନ । ଆଶୋକାଷ୍ଟମୀର ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା । ୫ ଦିନ ବ୍ୟାପୀ ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ଅନୁଷ୍ଠିତ ହେବ ବାହୁଡା । କରୋନା କଟକଣା […]

ଭୁବନେଶ୍ୱର: ଆଜି ପବିତ୍ର ଆଶୋକାଷ୍ଟମୀ । ଆଜି ଭକ୍ତଙ୍କ ଗହଣରେ ଗଡ଼ିବ ରୁକୁଣା ରଥ । ଦୀର୍ଘ ୨ ବର୍ଷର ଅପେକ୍ଷା ପରେ ଆଜି ଏକାଠି ହେବେ ଭକ୍ତ ଓ ଭଗବାନ । ଆଶୋକାଷ୍ଟମୀର ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା । ୫ ଦିନ ବ୍ୟାପୀ ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ଅନୁଷ୍ଠିତ ହେବ ବାହୁଡା । କରୋନା କଟକଣା ଯୋଗୁଁ ୨୦୨୦ରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତ ସାମିଲ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

09 Apr 2022 By The Sakala

ଆଜି ଆଶୋକାଷ୍ଟମୀ ; ଭକ୍ତଙ୍କ ଗହଣରେ ଗଡ଼ିବ ରୁକୁଣା ରଥ

ଭୁବନେଶ୍ୱର: ଆଜି ପବିତ୍ର ଆଶୋକାଷ୍ଟମୀ । ଆଜି ଭକ୍ତଙ୍କ ଗହଣରେ ଗଡ଼ିବ ରୁକୁଣା ରଥ । ଦୀର୍ଘ ୨ ବର୍ଷର ଅପେକ୍ଷା ପରେ ଆଜି ଏକାଠି ହେବେ ଭକ୍ତ ଓ ଭଗବାନ । ଆଶୋକାଷ୍ଟମୀର ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା । ୫ ଦିନ ବ୍ୟାପୀ ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ଅନୁଷ୍ଠିତ ହେବ ବାହୁଡା । କରୋନା କଟକଣା ଯୋଗୁଁ ୨୦୨୦ରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତ ସାମିଲ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା ।

https://www.thesakala.in/latest-odisha-news/ashokastami-today-rukuna-rath-will-roll-in-the-crowd-of-devotees/article-10625
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର