ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ ଦୌଡ଼କୁଦ ପ୍ରତିଯୋଗିତାରେ ଚମକିଲି ଓଡ଼ିଆ ଝିଅ ଜୟନ୍ତୀ,  ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

The Sakala Picture
Published On

ଭୁବନେଶ୍ୱର :ବେଙ୍ଗାଳୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଜୟନ୍ତୀଙ୍କର ସଫଳତା କାମନା କରିବା ସହ ସେ ଓଡିଶାର ଗର୍ବ ବୋଲି ଉଲ୍ଲେଖ କରିଛନ୍ତି । Congratulate #Odisha‘s Jayanti Behera on winning the 100m, 200m & 400m events in the women’s T-47 category […]

ଭୁବନେଶ୍ୱର :ବେଙ୍ଗାଳୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଜୟନ୍ତୀଙ୍କର ସଫଳତା କାମନା କରିବା ସହ ସେ ଓଡିଶାର ଗର୍ବ ବୋଲି ଉଲ୍ଲେଖ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଟି-୪୭ରେ ଭାଗନେଇଥିବା ଏହି ଅନ୍ତର୍ଜାତୀୟ ଧାବିକା ଜୟନ୍ତୀ ଗୁରୁବାର ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଶୁକ୍ରବାର ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ । ଜୟନ୍ତୀ ମୋଟ ଉପରେ ୫ଟି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ସବୁଥର ହ୍ୟାଟ୍ରିକ ସ୍ବର୍ଣ୍ଣ ଜିତିଛନ୍ତି ।

27 Mar 2021 By The Sakala

ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ ଦୌଡ଼କୁଦ ପ୍ରତିଯୋଗିତାରେ ଚମକିଲି ଓଡ଼ିଆ ଝିଅ ଜୟନ୍ତୀ,  ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର :ବେଙ୍ଗାଳୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଜୟନ୍ତୀଙ୍କର ସଫଳତା କାମନା କରିବା ସହ ସେ ଓଡିଶାର ଗର୍ବ ବୋଲି ଉଲ୍ଲେଖ କରିଛନ୍ତି ।

ଟି-୪୭ରେ ଭାଗନେଇଥିବା ଏହି ଅନ୍ତର୍ଜାତୀୟ ଧାବିକା ଜୟନ୍ତୀ ଗୁରୁବାର ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଶୁକ୍ରବାର ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ । ଜୟନ୍ତୀ ମୋଟ ଉପରେ ୫ଟି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ସବୁଥର ହ୍ୟାଟ୍ରିକ ସ୍ବର୍ଣ୍ଣ ଜିତିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର