ଓଡ଼ିଶାର ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନ

The Sakala Picture
Published On

ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନ ମିଳିଛି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନରେ ସମ୍ନାନୀତ କରାଯାଇଛି। ଓଡ଼ିଶାର ପ୍ରମୁଖ ସାତଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାରରେ ଚଳିତ ବର୍ଷ ସମ୍ନାନୀତ କରାଯାଇଥିଲା । ଟୋକିଓ ପାରା ଅଲିମ୍ପିକରେ ବ୍ୟାଡମିଟନରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଓଡ଼ିଶାର ପ୍ରମୋଦ ଭଗତ । Tokyo Paralympics gold medalist shuttler Pramod Bhagat receives […]

ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନ ମିଳିଛି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନରେ ସମ୍ନାନୀତ କରାଯାଇଛି। ଓଡ଼ିଶାର ପ୍ରମୁଖ ସାତଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାରରେ ଚଳିତ ବର୍ଷ ସମ୍ନାନୀତ କରାଯାଇଥିଲା । ଟୋକିଓ ପାରା ଅଲିମ୍ପିକରେ ବ୍ୟାଡମିଟନରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଓଡ଼ିଶାର ପ୍ରମୋଦ ଭଗତ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚଳିତ ବର୍ଷ ୧୨୮ ଜଣଙ୍କୁ ପଦ୍ମ ସମ୍ନାନରେ ସମ୍ନାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ପ୍ରମୁଖ ୭ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଥିଲା । ଚଳିତ ମାର୍ଚ୍ଚ ୨୧ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମ ଭୁଷଣ, ପ୍ରସିଦ୍ଧ ସାହିତ୍ୟିକ ନରସିଂହ ପ୍ରସାଦ ଗୁୂରୁଙ୍କୁ ପଦ୍ମଶ୍ରୀ, ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ, ଜୀବବିଜ୍ଞାନୀ ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ ଏବଂ ସମାଜ ସେବା କ୍ଷେତ୍ରରେ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ନାନରେ ସମ୍ନାନୀତ କରାଯାଇଥିଲା । ଆଜି ଦ୍ୱିତୀୟ ପର୍ୟ୍ୟାୟ ଭବ୍ୟ ସମାରୋହରେ ଓଡ଼ିଶାର ଯୁବ ଆଥଲେଟ ପ୍ରମୋଦ ଭଗତଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ନାନ ଦିଆଯାଇଥିଲା

28 Mar 2022 By The Sakala

ଓଡ଼ିଶାର ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନ

ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନ ମିଳିଛି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନରେ ସମ୍ନାନୀତ କରାଯାଇଛି। ଓଡ଼ିଶାର ପ୍ରମୁଖ ସାତଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାରରେ ଚଳିତ ବର୍ଷ ସମ୍ନାନୀତ କରାଯାଇଥିଲା । ଟୋକିଓ ପାରା ଅଲିମ୍ପିକରେ ବ୍ୟାଡମିଟନରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଓଡ଼ିଶାର ପ୍ରମୋଦ ଭଗତ ।

ଚଳିତ ବର୍ଷ ୧୨୮ ଜଣଙ୍କୁ ପଦ୍ମ ସମ୍ନାନରେ ସମ୍ନାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ପ୍ରମୁଖ ୭ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଥିଲା । ଚଳିତ ମାର୍ଚ୍ଚ ୨୧ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମ ଭୁଷଣ, ପ୍ରସିଦ୍ଧ ସାହିତ୍ୟିକ ନରସିଂହ ପ୍ରସାଦ ଗୁୂରୁଙ୍କୁ ପଦ୍ମଶ୍ରୀ, ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ, ଜୀବବିଜ୍ଞାନୀ ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ ଏବଂ ସମାଜ ସେବା କ୍ଷେତ୍ରରେ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ନାନରେ ସମ୍ନାନୀତ କରାଯାଇଥିଲା । ଆଜି ଦ୍ୱିତୀୟ ପର୍ୟ୍ୟାୟ ଭବ୍ୟ ସମାରୋହରେ ଓଡ଼ିଶାର ଯୁବ ଆଥଲେଟ ପ୍ରମୋଦ ଭଗତଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ନାନ ଦିଆଯାଇଥିଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର