ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ପ୍ରଣବ ପ୍ରକାଶ

The Sakala Picture
Published On

ଯାଜପୁର: ଦୁର୍ଘଟଣାରେ ଆହତ ହୋଇ ଛଟପଟ ହେଉଥିବା ଜଣେ ବାଇକ ଆରୋହୀକୁ ସାହାଯ୍ୟ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ । ଛତିଆ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଜଣେ ବାଇକ ଆରୋହୀ ଗାଡିରୁ ପଡ଼ିଯାଇ ଆହତ ହୋଇ ପଡିଥିଲେ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନ୍ୟ କାର୍ଯ୍ଯକର୍ତ୍ତାଙ୍କ ସହ ସେହି ରାସ୍ତାରେ ଯାଜପୁର ଯାଇଥିଲେ । ରାସ୍ତାରେ ଆହତକୁ ଦେଖି ପ୍ରଣବ ପ୍ରକାଶ ଦାସ ଗାଡ଼ି ଅଟକାଇବା ସହିତ […]

ଯାଜପୁର: ଦୁର୍ଘଟଣାରେ ଆହତ ହୋଇ ଛଟପଟ ହେଉଥିବା ଜଣେ ବାଇକ ଆରୋହୀକୁ ସାହାଯ୍ୟ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ । ଛତିଆ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଜଣେ ବାଇକ ଆରୋହୀ ଗାଡିରୁ ପଡ଼ିଯାଇ ଆହତ ହୋଇ ପଡିଥିଲେ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନ୍ୟ କାର୍ଯ୍ଯକର୍ତ୍ତାଙ୍କ ସହ ସେହି ରାସ୍ତାରେ ଯାଜପୁର ଯାଇଥିଲେ । ରାସ୍ତାରେ ଆହତକୁ ଦେଖି ପ୍ରଣବ ପ୍ରକାଶ ଦାସ ଗାଡ଼ି ଅଟକାଇବା ସହିତ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇବା ବ୍ୟବସ୍ଥା କରିଥିଲେ । ପ୍ରଣବଙ୍କ ଏହି ମାନବୀୟ କାର୍ଯ୍ଯପାଇଁ ସଂପୃକ୍ତ ଅଞ୍ଚଳରେ ଲୋକଙ୍କ ପ୍ରଶଂସା ସହ ସାଧୁବାଦ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର