ନନ୍ଦନକାନନ ବାଘ ସଫାରୀରୁ ପୁଣି ଉଦ୍ଧାର ହେଲା ଆଉ ଏକ କୁମ୍ଭୀର ଛୁଆ

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନର ବାଘ ସଫାରୀରେ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଛି। ସଫାରୀର ବାଘ ଗାଧୁଆ ଜଳାଶୟରେ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଛି। ବିଗତ ଦିନର ଲଗାଣ ବର୍ଷାରେ ନନ୍ଦନକାନନର ଅନେକ ଖୁଆଡ଼ ଜଳମଗ୍ନ ହୋଇଯାଇଥିଲା। ଏହି ସମୟରେ କୁମ୍ଭୀରଟି କାଞ୍ଜିଆ ହ୍ରଦରୁ ଆସିଯାଇଥିବା ଅନୁମାନ କରାଯାଉଛି। ଆଜି ପର୍ଯ୍ଯଟକମାନେ ସଫାରୀ ବୁଲିବା ସମୟରେ ବାଘଟି ଜଳାଶୟରେ ବାରମ୍ବାର ରଡି ଛାଡୁଥିଲା। କଣ ପାଇଁ ବାଘ ଗର୍ଜନ କରୁଛି ବୋଲି ଲୋକେ ଦେଖିବା ବେଳକୁ ଜଳାଶୟରେ କୁମ୍ଭୀର ପଶିଥିବା […]

ଭୁବନେଶ୍ୱର: ନନ୍ଦନକାନନର ବାଘ ସଫାରୀରେ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଛି। ସଫାରୀର ବାଘ ଗାଧୁଆ ଜଳାଶୟରେ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଛି। ବିଗତ ଦିନର ଲଗାଣ ବର୍ଷାରେ ନନ୍ଦନକାନନର ଅନେକ ଖୁଆଡ଼ ଜଳମଗ୍ନ ହୋଇଯାଇଥିଲା। ଏହି ସମୟରେ କୁମ୍ଭୀରଟି କାଞ୍ଜିଆ ହ୍ରଦରୁ ଆସିଯାଇଥିବା ଅନୁମାନ କରାଯାଉଛି। ଆଜି ପର୍ଯ୍ଯଟକମାନେ ସଫାରୀ ବୁଲିବା ସମୟରେ ବାଘଟି ଜଳାଶୟରେ ବାରମ୍ବାର ରଡି ଛାଡୁଥିଲା। କଣ ପାଇଁ ବାଘ ଗର୍ଜନ କରୁଛି ବୋଲି ଲୋକେ ଦେଖିବା ବେଳକୁ ଜଳାଶୟରେ କୁମ୍ଭୀର ପଶିଥିବା ଦେଖିବାକୁ ପାଇଥିଲେ। ଜଳାଶୟରେ ପାଖାପାଖି ସାଢେ ୪ ପୁଟର କୁମ୍ଭୀର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ବାଘ ସଫାରୀରୁ କୁମ୍ଭୀର ଉଦ୍ଧାର କାର୍ଯ୍ଯ ଆରମ୍ଭ କରାଯାଇଥିଲା । ଗୋଟିଏ କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇଛି, ଅନ୍ୟଟି ସେହି ପାଣି ଭିତରେ ବୁଲୁଥିବାର ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର