ଆସନ୍ତା ୧୦ ତାରିଖରେ ନୂଆ ପିସିସି ସଭାପତି ଘୋଷଣା!

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଓଡ଼ିଶା ପିସିସି ସଭାପତି ଏବଂ ଅନ୍ୟ ପ୍ରମୁଖ କର୍ମକର୍ତ୍ତାଙ୍କ ନାମ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ଦିନକ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ବିଧାୟକ ଏବଂ କେତେକ ବରିଷ୍ଠ ନେତାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏନେଇ ଆନୁଷ୍ଠାନିକ ଭାବେ ଏଆଇସିସି ପକ୍ଷରୁ ରାଜ୍ୟ କଂଗ୍ରେସକୁ ଚିଠି ଲେଖାଯାଇଛି। ପୂର୍ବରୁ ଗୁରୁବାର ତଥା ମେ ମାସ ୫ ତାରିଖରେ ଆଲୋଚନା ନେଇ ସ୍ଥିରୀକୃତ କରାଯାଇଥିଲା। ମାତ୍ର […]

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଓଡ଼ିଶା ପିସିସି ସଭାପତି ଏବଂ ଅନ୍ୟ ପ୍ରମୁଖ କର୍ମକର୍ତ୍ତାଙ୍କ ନାମ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ଦିନକ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ବିଧାୟକ ଏବଂ କେତେକ ବରିଷ୍ଠ ନେତାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏନେଇ ଆନୁଷ୍ଠାନିକ ଭାବେ ଏଆଇସିସି ପକ୍ଷରୁ ରାଜ୍ୟ କଂଗ୍ରେସକୁ ଚିଠି ଲେଖାଯାଇଛି। ପୂର୍ବରୁ ଗୁରୁବାର ତଥା ମେ ମାସ ୫ ତାରିଖରେ ଆଲୋଚନା ନେଇ ସ୍ଥିରୀକୃତ କରାଯାଇଥିଲା। ମାତ୍ର ଏହାକୁ ଶେଷ ମୂହୁର୍ତ୍ତରେ ପରିବର୍ତ୍ତନ କରାଯାଇଥିଲା। ହାଇକମାଣ୍ଡ ବିଧାୟକ, ବରିଷ୍ଠ ନେତା ଓ ପୂର୍ବତନ ପିସିସି ସଭାପତିମାନଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର