ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ବୀଭତ୍ସଭାବେ ହତ୍ୟା କଲା ନୃଶଂସ ସ୍ୱାମୀ

Madhusudan Das Picture
Published On

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ବୀଭତ୍ସଭାବେ ହତ୍ୟା କଲା ନୃଶଂସ ସ୍ୱାମୀ । ଅନୁଗୁଳ ଥାନା ତୁରଙ୍ଗ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ମିନାକ୍ଷୀ ସାହୁ । ସ୍ୱାମୀ ସିଦ୍ଧାନ୍ତ ସାହୁ ଓ ମିନାକ୍ଷୀ ଭଞ୍ଜ ପ୍ରେମ ବିବାହ କରିଥିଲେ । ବିବାହ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଗତକାଲି ମଧ୍ୟ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ସିଦ୍ଧାନ୍ତ ମିନାକ୍ଷୀଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ତାଙ୍କ ଦେହରେ ଅନେକ ଦାଗ ରହିଛି। ଘଟଣାସ୍ଥଳରେ ଅନୁଗୁଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

23 Oct 2025 By Madhusudan Das

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ବୀଭତ୍ସଭାବେ ହତ୍ୟା କଲା ନୃଶଂସ ସ୍ୱାମୀ

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ବୀଭତ୍ସଭାବେ ହତ୍ୟା କଲା ନୃଶଂସ ସ୍ୱାମୀ । ଅନୁଗୁଳ ଥାନା ତୁରଙ୍ଗ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ମିନାକ୍ଷୀ ସାହୁ । ସ୍ୱାମୀ ସିଦ୍ଧାନ୍ତ ସାହୁ ଓ ମିନାକ୍ଷୀ ଭଞ୍ଜ ପ୍ରେମ ବିବାହ କରିଥିଲେ । ବିବାହ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଗତକାଲି ମଧ୍ୟ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ସିଦ୍ଧାନ୍ତ ମିନାକ୍ଷୀଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ତାଙ୍କ ଦେହରେ ଅନେକ ଦାଗ ରହିଛି। ଘଟଣାସ୍ଥଳରେ ଅନୁଗୁଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

https://www.thesakala.in/latest-odisha-news/angul/husband-killed-his-wife-over-domestic-violence-in-angul/article-42785
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର