ହାତୀ ଆକ୍ରମଣରେ ମହିଳା ଗୁରୁତର

The Sakala Picture
Published On

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ବଡକନ୍ଥ କୂଳ ପଞ୍ଚାୟତ କଞ୍ଜା ଗାଁ ରେ ପୁଣି ଜଣେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ସେହି ଗ୍ରାମର ଦେବକୀ ବିଶ୍ବାଳ (୪୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ଗ୍ରାମରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ଦେବକୀ। ଫଳରେ ସେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀ ଭୟରେ […]

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ବଡକନ୍ଥ କୂଳ ପଞ୍ଚାୟତ କଞ୍ଜା ଗାଁ ରେ ପୁଣି ଜଣେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ସେହି ଗ୍ରାମର ଦେବକୀ ବିଶ୍ବାଳ (୪୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ଗ୍ରାମରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ଦେବକୀ। ଫଳରେ ସେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀ ଭୟରେ ଦେବକୀ ଖସି ପଡିବାରୁ ତାଙ୍କର ଗୋଡ଼ ଏବଂ ହାତ, ଶରୀରରେ ଗଭୀର ଆହତ ଲାଗିଛି ବୋଲି ସୂଚନା ମିଳିଛି। ତାଙ୍କୁ ସ୍ଥାନୀୟ ଲୋକେ ବନ୍ତଳା ପରେ ଅନୁଗୁଳ ମେଡିକାଲରେ ଭର୍ତି କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

11 May 2023 By The Sakala

ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ବଡକନ୍ଥ କୂଳ ପଞ୍ଚାୟତ କଞ୍ଜା ଗାଁ ରେ ପୁଣି ଜଣେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ସେହି ଗ୍ରାମର ଦେବକୀ ବିଶ୍ବାଳ (୪୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ଗ୍ରାମରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ଦେବକୀ। ଫଳରେ ସେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀ ଭୟରେ ଦେବକୀ ଖସି ପଡିବାରୁ ତାଙ୍କର ଗୋଡ଼ ଏବଂ ହାତ, ଶରୀରରେ ଗଭୀର ଆହତ ଲାଗିଛି ବୋଲି ସୂଚନା ମିଳିଛି। ତାଙ୍କୁ ସ୍ଥାନୀୟ ଲୋକେ ବନ୍ତଳା ପରେ ଅନୁଗୁଳ ମେଡିକାଲରେ ଭର୍ତି କରିଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର