ଏଏସ୍ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ବର୍ଷିଲେ ବରିଷ୍ଠ ରାଜନେତା ସୁର ରାଉତରାୟ
ଭୁବନେଶ୍ବର: ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ ବର୍ଷିଛନ୍ତି। ତୁରନ୍ତ ରାଜ୍ୟପାଳ ପୁଅଙ୍କ ଗିରଫ କରାଯାଉ ବୋଲି ସେ କହିଛନ୍ତି। ରାଜ୍ୟପାଳ ନିଜେ ନିଜ ପଦ ମର୍ଯ୍ୟାଦା ରଖନ୍ତୁ। କାରଣ ସଭିଙ୍କ ପାଇଁ ଆଇନ ସମାନ। ତେଣୁ ସେ ଆଉ ଏତେ ତଳକୁ ନ ଯାଅନ୍ତୁ। ଓଡ଼ିଶାବାସୀ ଚୁପ୍ ରହିବେ ନାହିଁ। ଏମିତି କହି ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ବରିଷ୍ଠ ରାଜେନେତା […]
ଭୁବନେଶ୍ବର: ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ ବର୍ଷିଛନ୍ତି। ତୁରନ୍ତ ରାଜ୍ୟପାଳ ପୁଅଙ୍କ ଗିରଫ କରାଯାଉ ବୋଲି ସେ କହିଛନ୍ତି। ରାଜ୍ୟପାଳ ନିଜେ ନିଜ ପଦ ମର୍ଯ୍ୟାଦା ରଖନ୍ତୁ। କାରଣ ସଭିଙ୍କ ପାଇଁ ଆଇନ ସମାନ। ତେଣୁ ସେ ଆଉ ଏତେ ତଳକୁ ନ ଯାଅନ୍ତୁ। ଓଡ଼ିଶାବାସୀ ଚୁପ୍ ରହିବେ ନାହିଁ। ଏମିତି କହି ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ବରିଷ୍ଠ ରାଜେନେତା ସୁରେଶ କୁମାର ରାଉତରାୟ। କହିଲେ ମୋହନ ସରକାରଙ୍କ ଏ କି ନୀତି । ଯିଏ ମାଡ଼ ଖାଇବ ସେ ନ୍ୟାୟ ପାଇବା ବଦଳରେ ବଦଳି ହେବ। ଏ କ’ଣ ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାଉତରାୟ।