ସ୍ଵଛତା ଓ ଉତ୍ତମମାନର ଖାଦ୍ୟ ଯୋଗାଣ ପାଇଁ ବିଏମସିର ସମସ୍ତ ଆହାର କେନ୍ଦ୍ରକୁ ISO ସାର୍ଟିଫିକେଟ
ଭୁବନେଶ୍ବର: ବିଏମସିର ସମସ୍ତ ୧୦ଟି ଆହାର କେନ୍ଦ୍ରକୁ ମିଳିଛି ISO 9001 ସାର୍ଟିଫିକେଟ। ସ୍ଵଛତା ଓ ଉତ୍ତମମାନର ଖାଦ୍ୟ ଯୋଗାଣ ପାଇଁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବିଏମସି ଅଧୀନରେ ମୋଟ ୧୧ଟି ଆହାର କେନ୍ଦ୍ର ଥିବା ବେଳେ ଏଥି ମଧ୍ୟରୁ ଗୋଟିଏକୁ ଭାଙ୍ଗି ଦିଆଯାଇଛି। ଆହାର କେନ୍ଦ୍ର ଜରିଆରେ ଭୁବନେଶ୍ୱରରେ ଦୈନିକ ମୋଟ ୭୭୫୮ଜଣ ହିତାଧିକାରୀ ମାତ୍ର ୫ଟଙ୍କାରେ ରନ୍ଧା ଖାଦ୍ୟ ଗ୍ରହଣ କରୁଛନ୍ତି। It is a proud moment to announce that […]
ଭୁବନେଶ୍ବର: ବିଏମସିର ସମସ୍ତ ୧୦ଟି ଆହାର କେନ୍ଦ୍ରକୁ ମିଳିଛି ISO 9001 ସାର୍ଟିଫିକେଟ। ସ୍ଵଛତା ଓ ଉତ୍ତମମାନର ଖାଦ୍ୟ ଯୋଗାଣ ପାଇଁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବିଏମସି ଅଧୀନରେ ମୋଟ ୧୧ଟି ଆହାର କେନ୍ଦ୍ର ଥିବା ବେଳେ ଏଥି ମଧ୍ୟରୁ ଗୋଟିଏକୁ ଭାଙ୍ଗି ଦିଆଯାଇଛି। ଆହାର କେନ୍ଦ୍ର ଜରିଆରେ ଭୁବନେଶ୍ୱରରେ ଦୈନିକ ମୋଟ ୭୭୫୮ଜଣ ହିତାଧିକାରୀ ମାତ୍ର ୫ଟଙ୍କାରେ ରନ୍ଧା ଖାଦ୍ୟ ଗ୍ରହଣ କରୁଛନ୍ତି।
It is a proud moment to announce that 10 Aahaar Kendras managed by BMC are
ISO 9001:2015 Quality certified. #FoodForAll#BhubaneswarFirst pic.twitter.com/U3qAgRLnbV— BMC (@bmcbbsr) February 22, 2023
ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ, ସମ ହସ୍ପିଟାଲ ଓ କଳିଙ୍ଗ ହସ୍ପିଟାଲ ନିକଟରେ ଥିବା ଆହାର କେନ୍ଦ୍ରରେ କେବଳ ରାତ୍ରି ସମୟରେ ରନ୍ଧାଖାଦ୍ୟ ଉପଲବ୍ଧ ହେଉଥିବା ବେଳେ ଅନ୍ୟ ସ୍ଥାନରେ କେବଳ ଦିନ ସମୟରେ ରନ୍ଧା ଖାଦ୍ୟ ଉପଲବ୍ଧ ହେଉଛି। ଏମ୍ସ ହସ୍ପିଟାଲ ନିକଟରେ ଦୁଇଟି ଆହାର କେନ୍ଦ୍ର ଥିବାବେଳେ ସେଠାରେ ରାତ୍ରି ସମୟରେ ଲୋକଙ୍କୁ ରନ୍ଧା ଖାଦ୍ୟ ଉପଲବ୍ଧ ହେଉ ନ ଥିବାରୁ ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଲୋକଙ୍କ ଅସୁବିଧା ଓ ଦାବିକୁ ଦୃଷ୍ଟିରେ ରଖି ଏମ୍ସ ହସ୍ପିଟାଲ ନିକଟରେ ଥିବା ଦୁଇଟି ଆହାର କେନ୍ଦ୍ରରେ ଖୁବଶୀଘ୍ର ରାତ୍ରିକାଳୀନ ରନ୍ଧାଖାଦ୍ୟ ଯୋଗାଇଦେବାକୁ ବିଏମସି ଯୋଜନା କରୁଥିବା ଜଣାପଡିଛି।