ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଡ୍ରାଇଭର ସମେତ ୨ ମୃତ

The Sakala Picture
Published On

ବ୍ରହ୍ମଗିରି: ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଫଳରେ ଡ୍ରାଇଭର୍ ସମେତ ୨ ଜଣ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପୁରୀ ସାତପଡ଼ା ଜାତୀୟ ରାଜପଥରେ । ମୃତକ ଦ୍ୱୟ ହେଲେ ଅରଖକୁଦା ମେରାଇନ୍‌ ଥାନା ସହଦେବପୁର ଗାଁର ଧୀରେନ୍ଦ୍ର ପଲାଇ ଓ ଡ୍ରାଇଭର ଭଗବାନପୁର ଗାଁ ର ନବାବ ଖାଁ । ଖବର […]

ବ୍ରହ୍ମଗିରି: ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଫଳରେ ଡ୍ରାଇଭର୍ ସମେତ ୨ ଜଣ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପୁରୀ ସାତପଡ଼ା ଜାତୀୟ ରାଜପଥରେ । ମୃତକ ଦ୍ୱୟ ହେଲେ ଅରଖକୁଦା ମେରାଇନ୍‌ ଥାନା ସହଦେବପୁର ଗାଁର ଧୀରେନ୍ଦ୍ର ପଲାଇ ଓ ଡ୍ରାଇଭର ଭଗବାନପୁର ଗାଁ ର ନବାବ ଖାଁ । ଖବର ପାଇ ବ୍ରହ୍ମଗିରି ଦମକଳ ବାହୀନୀ ପହଞ୍ଚି କାରରୁ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ପୁରୀ ସଦର ପୋଲିସର ତଦନ୍ତ ଜାରି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ପୁରୀ – ସାତପଡ଼ା ରାଜପଥର ନାଗା ଛକଠାରେ ଏକ କାର୍ ଭାରସାମ୍ୟ ହରାଇ ଗଛକୁ ପିଟିଥିଲା। କାରଟି ଗଛରେ ଚାପି ହୋଇ ରହିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

22 May 2022 By The Sakala

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଡ୍ରାଇଭର ସମେତ ୨ ମୃତ

ବ୍ରହ୍ମଗିରି: ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଫଳରେ ଡ୍ରାଇଭର୍ ସମେତ ୨ ଜଣ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପୁରୀ ସାତପଡ଼ା ଜାତୀୟ ରାଜପଥରେ । ମୃତକ ଦ୍ୱୟ ହେଲେ ଅରଖକୁଦା ମେରାଇନ୍‌ ଥାନା ସହଦେବପୁର ଗାଁର ଧୀରେନ୍ଦ୍ର ପଲାଇ ଓ ଡ୍ରାଇଭର ଭଗବାନପୁର ଗାଁ ର ନବାବ ଖାଁ । ଖବର ପାଇ ବ୍ରହ୍ମଗିରି ଦମକଳ ବାହୀନୀ ପହଞ୍ଚି କାରରୁ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ପୁରୀ ସଦର ପୋଲିସର ତଦନ୍ତ ଜାରି ।

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ପୁରୀ – ସାତପଡ଼ା ରାଜପଥର ନାଗା ଛକଠାରେ ଏକ କାର୍ ଭାରସାମ୍ୟ ହରାଇ ଗଛକୁ ପିଟିଥିଲା। କାରଟି ଗଛରେ ଚାପି ହୋଇ ରହିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର