ପୋଖରୀରେ ବୁଡି ଯୁବକ ମୃତ

The Sakala Picture
Published On

ଖୋର୍ଦ୍ଧା : ସଦର ଥାନା ଅନ୍ତର୍ଗତ ଡିହପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ଅକ୍ଷୟ ରଣସିଙ୍ଗ ଓରଫ ଅଖି (୩୫) । ସୂଚନା ଅନୁସାରେ, ଅକ୍ଷୟ ଆଜି ଭୋର ସମୟରୁ ଡିହପୁର ରାସ୍ତା ପାର୍ଶ୍ଵରେ ଥିବା ବାଲିଚୁଆ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ଅସାବଧାନତା ହେତୁ ପୋଖରୀରେ ପଡିଯାଇ ଭାସୁଥିବା ତାଙ୍କ ଭାଇ ସକାଳୁ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଏବଂ ଅଗ୍ନିଶମ […]

ଖୋର୍ଦ୍ଧା : ସଦର ଥାନା ଅନ୍ତର୍ଗତ ଡିହପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ଅକ୍ଷୟ ରଣସିଙ୍ଗ ଓରଫ ଅଖି (୩୫) । ସୂଚନା ଅନୁସାରେ, ଅକ୍ଷୟ ଆଜି ଭୋର ସମୟରୁ ଡିହପୁର ରାସ୍ତା ପାର୍ଶ୍ଵରେ ଥିବା ବାଲିଚୁଆ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ଅସାବଧାନତା ହେତୁ ପୋଖରୀରେ ପଡିଯାଇ ଭାସୁଥିବା ତାଙ୍କ ଭାଇ ସକାଳୁ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେବାରେ ପୋଲିସ ଉପସ୍ଥିତିରେ ମୃତଦେହକୁ ପାଣିରୁ କଢ଼ା ଯାଇ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ଭାଇ ପ୍ରାଣନାଥଙ୍କ ଅଭିଯୋଗ ଉପରେ ସଦର ପୋଲିସ ୧୫/୨୧ରେ ଏକ ଅପମୃତ୍ୟୁ ମାମାଲ ରୁଜୁକରିଛି ।

ଆହୁରି ପଢ଼ନ୍ତୁ: ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି ବେଦାନ୍ତ ଆଲୁମିନିୟମର 'ବେଦକ୍ଷତା'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର