ନାବାଳକ ପ୍ରେମିକକୁ ନେଇ ଯୁବତୀ ଛୁ

The Sakala Picture
Published On

ଭୁବନେଶ୍ୱର : ପ୍ରେମ ଅନ୍ଧ। ଦେଖେନି ଜାତି, ଧର୍ମ ଓ ବୟସ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅଞ୍ଚଳରେ। ଜଣେ ନାବାଳକକୁ ୨୫ ବର୍ଷ ବୟସର ଜଣେ ଯୁବତୀ ନାବାଳକ ପ୍ରେମରେ ଉବୁଟୁବୁ ହେଉଥିଲେ। ଏପରିକି କିଛିଦିନ ତଳେ ନାବାଳକକୁ ନେଇ ଫେରାର୍‍ ହୋଇଯାଇଥିଲେ ଯୁବତୀ। ଏନେଇ ନାବାଳକର ପରିବାରଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଯୁବତୀ ଓ ନାବାଳକକୁ ଅନ୍ୟ ଏକ ଜିଲ୍ଲାରୁ ଉଦ୍ଧାର କରିଥିଲେ। ତେବେ ଯୁବତୀଙ୍କୁ […]

ଭୁବନେଶ୍ୱର : ପ୍ରେମ ଅନ୍ଧ। ଦେଖେନି ଜାତି, ଧର୍ମ ଓ ବୟସ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅଞ୍ଚଳରେ। ଜଣେ ନାବାଳକକୁ ୨୫ ବର୍ଷ ବୟସର ଜଣେ ଯୁବତୀ ନାବାଳକ ପ୍ରେମରେ ଉବୁଟୁବୁ ହେଉଥିଲେ। ଏପରିକି କିଛିଦିନ ତଳେ ନାବାଳକକୁ ନେଇ ଫେରାର୍‍ ହୋଇଯାଇଥିଲେ ଯୁବତୀ। ଏନେଇ ନାବାଳକର ପରିବାରଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଯୁବତୀ ଓ ନାବାଳକକୁ ଅନ୍ୟ ଏକ ଜିଲ୍ଲାରୁ ଉଦ୍ଧାର କରିଥିଲେ। ତେବେ ଯୁବତୀଙ୍କୁ ଥାନାରେ ରଖି ପଚରାଉଚରା କରୁଥିଲା। ତେବେ ଦୁଇ ପରିବାରକୁ ଥାନାକୁ ଡକାଇଥିଲା ପୁଲିସ। ଦୁଇପକ୍ଷ ସମାଧାନ କରିବା ପରେ ପୁଲିସ ଉଭୟଙ୍କୁ ଛାଡ଼ି ଦେଇଥିଲା। ବୟସ ତୁଳନାରେ ନାବାଳକ ପ୍ରେମିକଠାରୁ ପ୍ରେମିକାର ବୟସ ଅଧିକ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଲଜ୍ଜା: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର