କରୋନାକୁ ହରାଇଲେ ୯୭ ବର୍ଷ ବୟସ୍କା ବୃଦ୍ଧା

The Sakala Picture
Published On

ବାଲେଶ୍ବର: କରୋନା ଦ୍ବିତୀୟ ଲହରରେ ଜଣେ ୯୭ ବର୍ଷର ବୃଦ୍ଧା କରେନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ୍‌ ହସପିଟାଲରେ ଡାକ୍ତାମାନଙ୍କ ମଝିରେ ବସିଥିବା ବୃଦ୍ଧା ମୁହଁରେ ହସ ଟିକକ ଫୁଟୁଥିବାର ଫଟୋ ଦେଖିବାକୁ ମିଳିଛି। ଯାହା ଅନ୍ୟମାନଙ୍କ ମନୋବଳ ବଢ଼ାଇଛି। ବୃଦ୍ଧା ଜଣକ ହେଲେ ଚଞ୍ଚଳା ବେହେରା(୯୭)। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ସହର ଫୁଲାଡ଼ି ଅଞ୍ଚଳରେ ଚଞ୍ଚଳାଙ୍କ ଘର। ଜଣେ କେୟାର ଟେକର୍‌ ତାଙ୍କ କଥା ବୁଝାବୁଝି କରନ୍ତି। ତେବେ ବୟସାଧିକ୍ୟ କାରଣରୁ […]

ବାଲେଶ୍ବର: କରୋନା ଦ୍ବିତୀୟ ଲହରରେ ଜଣେ ୯୭ ବର୍ଷର ବୃଦ୍ଧା କରେନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ୍‌ ହସପିଟାଲରେ ଡାକ୍ତାମାନଙ୍କ ମଝିରେ ବସିଥିବା ବୃଦ୍ଧା ମୁହଁରେ ହସ ଟିକକ ଫୁଟୁଥିବାର ଫଟୋ ଦେଖିବାକୁ ମିଳିଛି। ଯାହା ଅନ୍ୟମାନଙ୍କ ମନୋବଳ ବଢ଼ାଇଛି। ବୃଦ୍ଧା ଜଣକ ହେଲେ ଚଞ୍ଚଳା ବେହେରା(୯୭)।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ସହର ଫୁଲାଡ଼ି ଅଞ୍ଚଳରେ ଚଞ୍ଚଳାଙ୍କ ଘର। ଜଣେ କେୟାର ଟେକର୍‌ ତାଙ୍କ କଥା ବୁଝାବୁଝି କରନ୍ତି। ତେବେ ବୟସାଧିକ୍ୟ କାରଣରୁ ତାଙ୍କର ଉଚ୍ଚ ରକ୍ତଚାପ, ଶ୍ୱାସଜନିତ ଓ ହୃଦରୋଗ ସମସ୍ୟା ରହିଥିଲା। ଚଞ୍ଚଳାଙ୍କ ବୋହୂ ତପସ୍ବିନୀଙ୍କ କହିବା ଅନୁଯାୟୀ,ଚଞ୍ଚଳା ଏବେବି ନିଜ କାମ ନିଜ କରିପାରନ୍ତି। କବେଳ ବାଡ଼ି ଗୋଟିଏ ଧରି ସବୁତକ କାମ ସେ ଚଞ୍ଚଳତା ହୋଇ କରିପାରୁଥିଲେ। ତେବେ ହଠାତ ତାଙ୍କୁ ଜ୍ବର ଓ ଥଣ୍ଡା ହେଲା। ଫଳରେ ପରୀକ୍ଷା କରିବାରୁ କରୋନା ପଜିଟିଭ୍‌ ବାହାରିଥିଲା। ଜୁନ୍ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ପ୍ରଥମେ ରେଲୱେ ହସପିଟାଲରେ ଭର୍ତ୍ତି କରିବା ପରେ ସେଠାରୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ସେଠାରେ ସେ ଦୀର୍ଘ ୨୨ଦିନ ସଙ୍ଘର୍ଷ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ତାଙ୍କର ମନୋବଳ ଦୃଢ଼ ଯୋଗୁଁ ସେ କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

10 Jul 2021 By The Sakala

କରୋନାକୁ ହରାଇଲେ ୯୭ ବର୍ଷ ବୟସ୍କା ବୃଦ୍ଧା

ବାଲେଶ୍ବର: କରୋନା ଦ୍ବିତୀୟ ଲହରରେ ଜଣେ ୯୭ ବର୍ଷର ବୃଦ୍ଧା କରେନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ୍‌ ହସପିଟାଲରେ ଡାକ୍ତାମାନଙ୍କ ମଝିରେ ବସିଥିବା ବୃଦ୍ଧା ମୁହଁରେ ହସ ଟିକକ ଫୁଟୁଥିବାର ଫଟୋ ଦେଖିବାକୁ ମିଳିଛି। ଯାହା ଅନ୍ୟମାନଙ୍କ ମନୋବଳ ବଢ଼ାଇଛି। ବୃଦ୍ଧା ଜଣକ ହେଲେ ଚଞ୍ଚଳା ବେହେରା(୯୭)।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ସହର ଫୁଲାଡ଼ି ଅଞ୍ଚଳରେ ଚଞ୍ଚଳାଙ୍କ ଘର। ଜଣେ କେୟାର ଟେକର୍‌ ତାଙ୍କ କଥା ବୁଝାବୁଝି କରନ୍ତି। ତେବେ ବୟସାଧିକ୍ୟ କାରଣରୁ ତାଙ୍କର ଉଚ୍ଚ ରକ୍ତଚାପ, ଶ୍ୱାସଜନିତ ଓ ହୃଦରୋଗ ସମସ୍ୟା ରହିଥିଲା। ଚଞ୍ଚଳାଙ୍କ ବୋହୂ ତପସ୍ବିନୀଙ୍କ କହିବା ଅନୁଯାୟୀ,ଚଞ୍ଚଳା ଏବେବି ନିଜ କାମ ନିଜ କରିପାରନ୍ତି। କବେଳ ବାଡ଼ି ଗୋଟିଏ ଧରି ସବୁତକ କାମ ସେ ଚଞ୍ଚଳତା ହୋଇ କରିପାରୁଥିଲେ। ତେବେ ହଠାତ ତାଙ୍କୁ ଜ୍ବର ଓ ଥଣ୍ଡା ହେଲା। ଫଳରେ ପରୀକ୍ଷା କରିବାରୁ କରୋନା ପଜିଟିଭ୍‌ ବାହାରିଥିଲା। ଜୁନ୍ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ପ୍ରଥମେ ରେଲୱେ ହସପିଟାଲରେ ଭର୍ତ୍ତି କରିବା ପରେ ସେଠାରୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ସେଠାରେ ସେ ଦୀର୍ଘ ୨୨ଦିନ ସଙ୍ଘର୍ଷ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ତାଙ୍କର ମନୋବଳ ଦୃଢ଼ ଯୋଗୁଁ ସେ କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର