ଲୋକନାଥ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍, ସୌନ୍ଦର୍ଯ୍ଯକରଣ ସହ ବୃଦ୍ଧି ହେବ ପରିସର

The Sakala Picture
Published On

ଭୁବନେଶ୍ବର: ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠ। ଆଜି ସନ୍ଧ୍ୟାରେ ଲୋକନାଥ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ।। ଲୋକନାଥ ମନ୍ଦିରର ସୌନ୍ଦର୍ଯ୍ଯକରଣ ସହ ପରିସର ବୃଦ୍ଧି କରାଯିବ। ଲୋକନାଥ ମନ୍ଦିର ପରିସର ୧୪ ଏକରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା କରାଯାଇଛି। ଏଥିସହ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ କରାଯିବ। ମନ୍ଦିର ନିକରଟରେ ପାର୍କିଂ ସ୍ଥଳ, ଯାତ୍ରୀ ନିବାସ ତିଆରି କରାଯିବ। ମନ୍ଦିରର ଉନ୍ନତିକରଣ ପାଇଁ […]

ଭୁବନେଶ୍ବର: ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠ। ଆଜି ସନ୍ଧ୍ୟାରେ ଲୋକନାଥ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ।। ଲୋକନାଥ ମନ୍ଦିରର ସୌନ୍ଦର୍ଯ୍ଯକରଣ ସହ ପରିସର ବୃଦ୍ଧି କରାଯିବ। ଲୋକନାଥ ମନ୍ଦିର ପରିସର ୧୪ ଏକରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା କରାଯାଇଛି। ଏଥିସହ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ କରାଯିବ। ମନ୍ଦିର ନିକରଟରେ ପାର୍କିଂ ସ୍ଥଳ, ଯାତ୍ରୀ ନିବାସ ତିଆରି କରାଯିବ। ମନ୍ଦିରର ଉନ୍ନତିକରଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହେବ ନାହିଁ।  ଏଥିସହ ସେବାୟତଙ୍କ ଦୀର୍ଘଦିନର ଦାବି ପୂରଣ ହେବ।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

19 Sep 2022 By The Sakala

ଲୋକନାଥ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍, ସୌନ୍ଦର୍ଯ୍ଯକରଣ ସହ ବୃଦ୍ଧି ହେବ ପରିସର

ଭୁବନେଶ୍ବର: ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠ। ଆଜି ସନ୍ଧ୍ୟାରେ ଲୋକନାଥ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ।। ଲୋକନାଥ ମନ୍ଦିରର ସୌନ୍ଦର୍ଯ୍ଯକରଣ ସହ ପରିସର ବୃଦ୍ଧି କରାଯିବ। ଲୋକନାଥ ମନ୍ଦିର ପରିସର ୧୪ ଏକରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା କରାଯାଇଛି। ଏଥିସହ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ କରାଯିବ। ମନ୍ଦିର ନିକରଟରେ ପାର୍କିଂ ସ୍ଥଳ, ଯାତ୍ରୀ ନିବାସ ତିଆରି କରାଯିବ। ମନ୍ଦିରର ଉନ୍ନତିକରଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହେବ ନାହିଁ।  ଏଥିସହ ସେବାୟତଙ୍କ ଦୀର୍ଘଦିନର ଦାବି ପୂରଣ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର