ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ୨ଟି ଲାଇନ୍ ବ୍ଲକ୍ ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

The Sakala Picture
Published On

ଭୁବନେଶ୍ବର : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ଫଳରେ ୨ଟି ଲାଇନ୍ ବ୍ଲକ୍ ହୋଇଯାଇଛି। ଯାହା ଫଳରେ ଭୁବନେଶ୍ବର ରେଲୱେ  ଷ୍ଟେସନରେ ଟ୍ରେନ୍‌ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭାଇଜାଗ୍‌ରୁ ସିମେଣ୍ଟ ନେଇ ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଏବଂ କଟକ ଆସୁଥିବା ଏହି ମାଲବାହୀ ଟ୍ରେନ୍‌। ମାଲବାହୀ […]

ଭୁବନେଶ୍ବର : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ଫଳରେ ୨ଟି ଲାଇନ୍ ବ୍ଲକ୍ ହୋଇଯାଇଛି। ଯାହା ଫଳରେ ଭୁବନେଶ୍ବର ରେଲୱେ  ଷ୍ଟେସନରେ ଟ୍ରେନ୍‌ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭାଇଜାଗ୍‌ରୁ ସିମେଣ୍ଟ ନେଇ ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଏବଂ କଟକ ଆସୁଥିବା ଏହି ମାଲବାହୀ ଟ୍ରେନ୍‌।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ପରେ ବର୍ତ୍ତମାନ ରେଳବାଇର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥି ସହିତ ରେଳ ଟ୍ରାକୁ ଯାଞ୍ଚ ସହ ଲାଇନଚ୍ୟୁତ ହୋଇଥିବା ମାଲବାହୀ ଟ୍ରେନ୍‌ର ବଗି ଗୁଡିକୁ ହଟାଯାଇ ଲାଇନ କ୍ଲିୟର କରାଯାଉଛି। ଖୁବ୍ ଶିଘ୍ର ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

22 Aug 2022 By The Sakala

ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ୨ଟି ଲାଇନ୍ ବ୍ଲକ୍ ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ଫଳରେ ୨ଟି ଲାଇନ୍ ବ୍ଲକ୍ ହୋଇଯାଇଛି। ଯାହା ଫଳରେ ଭୁବନେଶ୍ବର ରେଲୱେ  ଷ୍ଟେସନରେ ଟ୍ରେନ୍‌ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭାଇଜାଗ୍‌ରୁ ସିମେଣ୍ଟ ନେଇ ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଏବଂ କଟକ ଆସୁଥିବା ଏହି ମାଲବାହୀ ଟ୍ରେନ୍‌।

ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ପରେ ବର୍ତ୍ତମାନ ରେଳବାଇର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥି ସହିତ ରେଳ ଟ୍ରାକୁ ଯାଞ୍ଚ ସହ ଲାଇନଚ୍ୟୁତ ହୋଇଥିବା ମାଲବାହୀ ଟ୍ରେନ୍‌ର ବଗି ଗୁଡିକୁ ହଟାଯାଇ ଲାଇନ କ୍ଲିୟର କରାଯାଉଛି। ଖୁବ୍ ଶିଘ୍ର ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର