ମହଙ୍ଗା ପଡ଼ିଲା ବେଆଇନ୍ ଭାବେ ନିଷିଦ୍ଧାଞ୍ଚଳରେ ମାଛ ଧରିବା: ୪ ଟ୍ରଲର ଜବତ, ୩୦ କର୍ମଚାରୀ ଅଟକ

The Sakala Picture
Published On

କୋଣାର୍କ: ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରୁ ୪ ଟ୍ରଲର ଜବତକୁ ଜବତ କରାଯିବା ସହ ୩୦ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ବେଆଇନ୍ ଭାବେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳେ ଟ୍ରଲର ଜବତ କରାଯାଇଛି। ପାରାଦୀପ ଅଞ୍ଚଳର ୩ଟି ଓ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଜବତ କରାଯାଇଛି। ୩୦ ଜଣ ଟ୍ରଲର କର୍ମଚାରୀଙ୍କୁ ଅଟକ ରଖାଯାଇଛି। ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣରୁ ୧୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗାରେ ମାଛ ମାରିବା ଉପରେ […]

କୋଣାର୍କ: ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରୁ ୪ ଟ୍ରଲର ଜବତକୁ ଜବତ କରାଯିବା ସହ ୩୦ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ବେଆଇନ୍ ଭାବେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳେ ଟ୍ରଲର ଜବତ କରାଯାଇଛି। ପାରାଦୀପ ଅଞ୍ଚଳର ୩ଟି ଓ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଜବତ କରାଯାଇଛି। ୩୦ ଜଣ ଟ୍ରଲର କର୍ମଚାରୀଙ୍କୁ ଅଟକ ରଖାଯାଇଛି। ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣରୁ ୧୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗାରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି । ଜବତ ଟ୍ରଲର ଗୁଡ଼ିକୁ ସମୁଦ୍ରରୁ ଅସ୍ତରଙ୍ଗ ନୂଆଗଡ଼ ଜେଟିକୁ ଅଣାଯିବା ପରେ କାଗଜପତ୍ର ଯାଞ୍ଚ ଚାଲିଛି। ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ବସନ୍ତ ଦାଶଙ୍କ ନେତୃତ୍ୱରେ ବନବିଭାଗ ଓ କୋଷ୍ଟଗାର୍ଡ ଯବାନଙ୍କ ମିଳିତ ଚଢ଼ାଉ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

31 Jan 2022 By The Sakala

ମହଙ୍ଗା ପଡ଼ିଲା ବେଆଇନ୍ ଭାବେ ନିଷିଦ୍ଧାଞ୍ଚଳରେ ମାଛ ଧରିବା: ୪ ଟ୍ରଲର ଜବତ, ୩୦ କର୍ମଚାରୀ ଅଟକ

କୋଣାର୍କ: ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରୁ ୪ ଟ୍ରଲର ଜବତକୁ ଜବତ କରାଯିବା ସହ ୩୦ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ବେଆଇନ୍ ଭାବେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳେ ଟ୍ରଲର ଜବତ କରାଯାଇଛି। ପାରାଦୀପ ଅଞ୍ଚଳର ୩ଟି ଓ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଜବତ କରାଯାଇଛି। ୩୦ ଜଣ ଟ୍ରଲର କର୍ମଚାରୀଙ୍କୁ ଅଟକ ରଖାଯାଇଛି। ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣରୁ ୧୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗାରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି । ଜବତ ଟ୍ରଲର ଗୁଡ଼ିକୁ ସମୁଦ୍ରରୁ ଅସ୍ତରଙ୍ଗ ନୂଆଗଡ଼ ଜେଟିକୁ ଅଣାଯିବା ପରେ କାଗଜପତ୍ର ଯାଞ୍ଚ ଚାଲିଛି। ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ବସନ୍ତ ଦାଶଙ୍କ ନେତୃତ୍ୱରେ ବନବିଭାଗ ଓ କୋଷ୍ଟଗାର୍ଡ ଯବାନଙ୍କ ମିଳିତ ଚଢ଼ାଉ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର