୩୦ ହଜାର ଟଙ୍କାର ଚକୋଲେଟ୍ ଚୋରି
ଭୁବନେଶ୍ଵର : ସୁନା ଦୋକାନ ନୁହେଁ କି ଡ୍ରେସ୍ ଦୋକାନ ନୁହେଁ। ଚକୋଲେଟ ଲୁଟିବା ପାଇଁ ଦୋକାନ ତାଡ଼ି ଦେଲେ ଲୁଟେରା। ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ । ଲୁଟ୍ର ଶିକାର ହୋଇଥିବା ଦୋକାନୀ ହେଲେ ସଂଗ୍ରାମ ସିଂ। ତାଙ୍କ ଦୋକାନରୁ ୩୦ହଜାର ଟଙ୍କାର ଚକୋଲେଟ୍ ଚୋରି କରି ନେଇଛନ୍ତି ଲୁଟେରା। ଏଥସହିତ ଦୋକାନରୁ ନଗଦ ଟଙ୍କା ମଧ୍ୟ ଲୁଟେରା ଲୁଟି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଖାରବେଳ ନଗର ଥାନା ପୁଲିସ ଏକ […]
ଭୁବନେଶ୍ଵର : ସୁନା ଦୋକାନ ନୁହେଁ କି ଡ୍ରେସ୍ ଦୋକାନ ନୁହେଁ। ଚକୋଲେଟ ଲୁଟିବା ପାଇଁ ଦୋକାନ ତାଡ଼ି ଦେଲେ ଲୁଟେରା। ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ । ଲୁଟ୍ର ଶିକାର ହୋଇଥିବା ଦୋକାନୀ ହେଲେ ସଂଗ୍ରାମ ସିଂ। ତାଙ୍କ ଦୋକାନରୁ ୩୦ହଜାର ଟଙ୍କାର ଚକୋଲେଟ୍ ଚୋରି କରି ନେଇଛନ୍ତି ଲୁଟେରା। ଏଥସହିତ ଦୋକାନରୁ ନଗଦ ଟଙ୍କା ମଧ୍ୟ ଲୁଟେରା ଲୁଟି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି । ସେହିପରି ଖଣ୍ଡଗିରି ଥାନା ଅଞ୍ଚଳରୁ ଜଣେ ଯୁବକ ଠାରୁ କ୍ୟାପଟପ୍ ଲୁଟି ନେଇଛି ଲୁଟେରା। ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ଯୁବକ ଠାରୁ ଲୁଟେରାଲ୍ୟାପଟପ୍ ଲୁଟି ନେଇଛି।