ଶନିବାର ରାଶିଫଳ ( ୧୫ – ୦୪ – ୨୦୨୩ )

The Sakala Picture
Published On

ମେଷ: ଦିନଟି ମଉଜମସ୍ତି ତଥା ଆନନ୍ଦରେ କଟିବ। ଜୀବନରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାର କୌଶଳ ପ୍ରୟୋଗ କରିବେ। ଭବିଷ୍ୟତ ପାଇଁ ଆର୍ଥ଄କ ଯୋଜନା କରିବାରୁ ନିବୃତ୍ତ ରୁହନ୍ତୁ। ଦୂର ସର୍ମ୍ପକୀୟଙ୍କ ଠାରୁ ସହଯୋଗ ପାଇବେ। ବୃଷ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା କରି ଉତ୍ସାହିତ ଅନୁଭବ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନୂତନ ମୋଡ଼ ସୃଷ୍ଟି ହୋଇପାରେ। ମିଥୁନ: ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଉତ୍ତମ ସହଯୋଗ […]

ମେଷ: ଦିନଟି ମଉଜମସ୍ତି ତଥା ଆନନ୍ଦରେ କଟିବ। ଜୀବନରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାର କୌଶଳ ପ୍ରୟୋଗ କରିବେ। ଭବିଷ୍ୟତ ପାଇଁ ଆର୍ଥ଄କ ଯୋଜନା କରିବାରୁ ନିବୃତ୍ତ ରୁହନ୍ତୁ। ଦୂର ସର୍ମ୍ପକୀୟଙ୍କ ଠାରୁ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ବୃଷ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା କରି ଉତ୍ସାହିତ ଅନୁଭବ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନୂତନ ମୋଡ଼ ସୃଷ୍ଟି ହୋଇପାରେ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ମିଥୁନ: ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଉତ୍ତମ ସହଯୋଗ ପାଇବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସମସ୍ୟାର ସମାଧାନ ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

କର୍କଟ: ରଚନାତ୍ମକ କାର୍ଯ୍ୟ କରିବାରେ ମନ ବଳାଇବେ। ଅଜଣା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜ କ୍ଷମତା ବଳରେ କାର୍ଯ୍ୟ ହାସଲ କରିବେ। ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ।

ସିଂହ: ନିଜକୁ ଅତ୍ୟଧିକ ଆଶାବାଦୀ କରି କଷ୍ଟ ପାଇପାରନ୍ତି। ନକାରାତ୍ମକ ଭାବନାକୁ ଦୂର କରିବା ପାଇଁ ବୁଲାବୁଲି କରିବାର ଯୋଜନା କରିବେ। ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

କନ୍ୟା: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। କୌଣସି ପ୍ରକାର ଆଲୋଚନା ଠାରୁ ନିଜକୁ ଦୂରେଇ ରଖନ୍ତୁ।

ତୁଳା: କୌଣସି କାରଣରୁ ମାନସିକ ଶାନ୍ତି ହରାଇବେ। ସମ୍ପର୍କୀୟଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇବେ।

ବିଛା: ଆର୍ଥିକ କାରବାରରୁ ଦୂରେଇ ରୁହନ୍ତୁ। ପରିବାରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତ୍ୟଧିକ କଷ୍ଟ କରିବାକୁ ପଡ଼ିପାରେ। ଅକସ୍ମାତ୍‌ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିପାରେ।

ଧନୁ: ଦିନଟି ସବୁ ଦୃଷ୍ଟିରୁ ଅନୁକୂଳ ରହିବ। କର୍ମସ୍ଥଳୀରେ ନୂତନ କାର୍ଯ୍ୟଭାର ହାତକୁ ନେବେ। ପରିବାର ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆଶୀର୍ବାଦ ପାଇବେ।

ମକର: ଆର୍ଥିକ ପରିସ୍ଥିତିକୁ ନେଇ ପରିବାର ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ସାଙ୍ଗସାଥୀଙ୍କଠାରୁ ଅଧିକ ଆଶା କରି କଷ୍ଟ ପାଇବେ। ସାମାଜିକ କାର୍ଯ୍ୟରେ ଯୋଗ ଦେେବ।

କୁମ୍ଭ: ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଦୀର୍ଘ ଦିନର ଋଣ ପରିଶୋଧ କରିବେ। କର୍ମକ୍ଷେତ୍ରରେ ଆସୁଥିବା ବାଧା ଦୂର ହେବ।

ମୀନ: ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିବ। ପରିବାରର ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। କଥାବାର୍ତ୍ତା କରିବା ସମୟରେ ସଂଯମତା ରକ୍ଷା କରନ୍ତୁ।

15 Apr 2023 By The Sakala

ଶନିବାର ରାଶିଫଳ ( ୧୫ – ୦୪ – ୨୦୨୩ )

ମେଷ: ଦିନଟି ମଉଜମସ୍ତି ତଥା ଆନନ୍ଦରେ କଟିବ। ଜୀବନରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାର କୌଶଳ ପ୍ରୟୋଗ କରିବେ। ଭବିଷ୍ୟତ ପାଇଁ ଆର୍ଥ଄କ ଯୋଜନା କରିବାରୁ ନିବୃତ୍ତ ରୁହନ୍ତୁ। ଦୂର ସର୍ମ୍ପକୀୟଙ୍କ ଠାରୁ ସହଯୋଗ ପାଇବେ।

ବୃଷ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା କରି ଉତ୍ସାହିତ ଅନୁଭବ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନୂତନ ମୋଡ଼ ସୃଷ୍ଟି ହୋଇପାରେ।

ମିଥୁନ: ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଉତ୍ତମ ସହଯୋଗ ପାଇବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସମସ୍ୟାର ସମାଧାନ ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ।

କର୍କଟ: ରଚନାତ୍ମକ କାର୍ଯ୍ୟ କରିବାରେ ମନ ବଳାଇବେ। ଅଜଣା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜ କ୍ଷମତା ବଳରେ କାର୍ଯ୍ୟ ହାସଲ କରିବେ। ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ।

ସିଂହ: ନିଜକୁ ଅତ୍ୟଧିକ ଆଶାବାଦୀ କରି କଷ୍ଟ ପାଇପାରନ୍ତି। ନକାରାତ୍ମକ ଭାବନାକୁ ଦୂର କରିବା ପାଇଁ ବୁଲାବୁଲି କରିବାର ଯୋଜନା କରିବେ। ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

କନ୍ୟା: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। କୌଣସି ପ୍ରକାର ଆଲୋଚନା ଠାରୁ ନିଜକୁ ଦୂରେଇ ରଖନ୍ତୁ।

ତୁଳା: କୌଣସି କାରଣରୁ ମାନସିକ ଶାନ୍ତି ହରାଇବେ। ସମ୍ପର୍କୀୟଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇବେ।

ବିଛା: ଆର୍ଥିକ କାରବାରରୁ ଦୂରେଇ ରୁହନ୍ତୁ। ପରିବାରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତ୍ୟଧିକ କଷ୍ଟ କରିବାକୁ ପଡ଼ିପାରେ। ଅକସ୍ମାତ୍‌ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିପାରେ।

ଧନୁ: ଦିନଟି ସବୁ ଦୃଷ୍ଟିରୁ ଅନୁକୂଳ ରହିବ। କର୍ମସ୍ଥଳୀରେ ନୂତନ କାର୍ଯ୍ୟଭାର ହାତକୁ ନେବେ। ପରିବାର ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆଶୀର୍ବାଦ ପାଇବେ।

ମକର: ଆର୍ଥିକ ପରିସ୍ଥିତିକୁ ନେଇ ପରିବାର ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ସାଙ୍ଗସାଥୀଙ୍କଠାରୁ ଅଧିକ ଆଶା କରି କଷ୍ଟ ପାଇବେ। ସାମାଜିକ କାର୍ଯ୍ୟରେ ଯୋଗ ଦେେବ।

କୁମ୍ଭ: ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଦୀର୍ଘ ଦିନର ଋଣ ପରିଶୋଧ କରିବେ। କର୍ମକ୍ଷେତ୍ରରେ ଆସୁଥିବା ବାଧା ଦୂର ହେବ।

ମୀନ: ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିବ। ପରିବାରର ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। କଥାବାର୍ତ୍ତା କରିବା ସମୟରେ ସଂଯମତା ରକ୍ଷା କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର