ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି, ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ...

Deviprasad Mohanty Picture
Published On

ଭୁବନେଶ୍ବର: ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି। ନଭେମ୍ବର ୭ ତାରିଖ ସମସ୍ତ ସ୍କୁଲ ଓ କଲେଜରେ 'ରାଷ୍ଟ୍ରୀୟ ଗୀତ' ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଗୋଟିଏ ଦିନ ଦେଶ ପାଇଁ ପୁଣି ଏକ ହେବ ଓଡ଼ିଶା। ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ।

ଆହୁରି ପଢ଼ନ୍ତୁ: Pahala Overbridge Accident: ପାହାଳ ଓଭରବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଚକା ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ସଙ୍କଟାପନ୍ନ

Join Us @ WhatsApp

About The Author

Google News
Join Us @ WhatsApp