ବନ୍ଦ ହେଲା ହୀରାକୁଦର ଆଉ ୧୦ ଗେଟ୍, ମୋଟ ୧୪ ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

The Sakala Picture
Published On

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମିଛି। ଫଳରେ ହୀରାକୁଦର ୧୦ ଟି ଗେଟକୁ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮.୨୯ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୫ ହଜାର ୮୬୬ ଘନଫୁଟ ବନ୍ୟାଜଳ । ସେପଟେ ୧୪ ଗେଟଦେଇ ନିଷ୍କାସିତ ହେଉଛି ୨ ଲକ୍ଷ ୬୪ ହଜାର ୨୦୧ […]

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମିଛି। ଫଳରେ ହୀରାକୁଦର ୧୦ ଟି ଗେଟକୁ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮.୨୯ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୫ ହଜାର ୮୬୬ ଘନଫୁଟ ବନ୍ୟାଜଳ । ସେପଟେ ୧୪ ଗେଟଦେଇ ନିଷ୍କାସିତ ହେଉଛି ୨ ଲକ୍ଷ ୬୪ ହଜାର ୨୦୧ ଘନଫୁଟ ବନ୍ୟାଜଳ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

25 Sep 2023 By The Sakala

ବନ୍ଦ ହେଲା ହୀରାକୁଦର ଆଉ ୧୦ ଗେଟ୍, ମୋଟ ୧୪ ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମିଛି। ଫଳରେ ହୀରାକୁଦର ୧୦ ଟି ଗେଟକୁ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮.୨୯ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୫ ହଜାର ୮୬୬ ଘନଫୁଟ ବନ୍ୟାଜଳ । ସେପଟେ ୧୪ ଗେଟଦେଇ ନିଷ୍କାସିତ ହେଉଛି ୨ ଲକ୍ଷ ୬୪ ହଜାର ୨୦୧ ଘନଫୁଟ ବନ୍ୟାଜଳ।

https://www.thesakala.in/latest-odisha-news/10-more-gates-were-closed-in-hirakud-dam-water-is-being-drained-through-14-gates/article-25756
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର