ବୁଧବାର ରାଶିଫଳ (୨୯-୦୬-୨୦୨୨)

The Sakala Picture
Published On

ମେଷ : ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ନୂତନ ନିବେଶ କରି ଲାଭାନ୍ବିତ ହେବେ। ବୃଷ : ଆକସ୍ମାତ୍‌ ଶୁଭ ଖବର ପାଇ ଉତ୍ସାହିତ ହେବେ। ପ୍ରିୟଜନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ମିଥୁନ : ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ସହ ଘନିଷ୍ଠତା ବଢ଼ିବ। ନୂତନ ନିଯୁକ୍ତି ସୁଯୋଗ […]

ମେଷ : ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ନୂତନ ନିବେଶ କରି ଲାଭାନ୍ବିତ ହେବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ବୃଷ : ଆକସ୍ମାତ୍‌ ଶୁଭ ଖବର ପାଇ ଉତ୍ସାହିତ ହେବେ। ପ୍ରିୟଜନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ମିଥୁନ : ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ସହ ଘନିଷ୍ଠତା ବଢ଼ିବ। ନୂତନ ନିଯୁକ୍ତି ସୁଯୋଗ ଦେଖାଦେବ। ଆର୍ଥିକ ଉନ୍ନତି ସତ୍ତ୍ବେ ମଧ୍ୟ ଅଭାବ ଦେଖାଦେଇପାରେ। ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

କର୍କଟ : ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ଆଶା ନିରାଶାରେ ପରିଣତ ହୋଇଯାଇପାରେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଧାର୍ମିକ ଭାବନା ରଖି ଅନ୍ୟର ସହାୟତା କରିବେ।

ସିଂହ : ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳତା ପାଇବେ। ସାହିତ୍ୟ, କଳା ପ୍ରତି ଆଗ୍ରହ ବଢ଼ିବ। ଭାଇଭଉଣୀଙ୍କୁ ଲେଖାପଢ଼ାରେ ସହଯୋଗ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ।

କନ୍ୟା : ପରିବାରରେ ଏକତା ବଢ଼ିବ। କାର୍ଯ୍ୟକୁ ସୁଚାରୁ ରୂପରେ ପୂରଣ କରିବାକୁ ଭିନ୍ନ ଉପାୟ ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଯାଇପାରେ।

ତୁଳା : ଦିନଟି ଚଳଚଞ୍ଚଳ ରହିବ। ଚାକିରିରେ କିଛିଟା ସମସ୍ୟା ରହିପାରେ। ଅର୍ଥନୈତିକ କାର୍ଯ୍ୟରେ ବାଧା ଉପୁଜିପାେର। ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହେବ।

ବିଛା : ଦୀର୍ଘ ଦିନର ଅପେକ୍ଷାର ପରିସମାପ୍ତି ଘଟିବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରିବାରରେ ଆପଣଙ୍କର ମହତ୍ତ୍ବ ବୃଦ୍ଧି ପାଇବ। ବିଦେଶ ଭ୍ରମଣ େଯାଗ ରହିଛି।

ଧନୁ : ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ସାଂସାରିକ ଧର୍ମକର୍ମରେ ବ୍ୟସ୍ତ ରହିବେ। ବୈବାହିକ ଜୀବନରେ ସ୍ଥିରତା ଦେଖାଦେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବେ।

ମକର : ହେଉଥିବା କାର୍ଯ୍ୟ ସ୍ଥଗିତ ରହିପାରେ। ଚାକିରିରେ କାର୍ଯ୍ୟ ବହୁଳତା ରହିବ। ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରି ସନ୍ତୋଷ ଅନୁଭବ କରିବେ। ବିଭିନ୍ନ କ୍ଷେତ୍ରରେ ପରିବାରବର୍ଗଙ୍କ ସହଯୋଗ ପାଇବେ।

କୁମ୍ଭ : ଦିନଟିରେ ମିଶ୍ରିତ ଫଳ ପାଇବେ। ଅଯଥା କାର୍ଯ୍ୟରେ ନିଜର ବୁଦ୍ଧିବଳ ନଷ୍ଟ କରନ୍ତୁ ନାହିଁ। ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଉପୁଜିପାରେ।

ମୀନ : ପରିବାର ସହ କୌଣସି ଧର୍ମସ୍ଥଳୀକୁ ଯାଇପାରନ୍ତି। ବ୍ୟବସାୟରେ ଲାଭାନ୍ବିତ ହେବେ। କୌଣସି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରି ଆତ୍ମସନ୍ତୋଷ ଲାଭ କରିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ।

29 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp