ବୁଧବାର ରାଶିଫଳ ( ୧୮- ୦୫ – ୨୦୨୨ )

The Sakala Picture
Published On

ମେଷ: ଦିନଟିରେ ଚିନ୍ତାଗ୍ରସ୍ତ ରହିବେ। ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବେ। ନୂତନ ନିବେଶ ଭାବିଚିନ୍ତି କରନ୍ତୁ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ପରିବାରବର୍ଗଙ୍କ ସହ ମିଳିମିଶି ଚଳନ୍ତୁ। ବୃଷ: କାର୍ଯ୍ୟଗୁଡ଼ିକ ସହଜରେ ପୂରଣ ହେବ। ଧନଲାଭ ଯୋଗ ରହିଛି। ଅଯଥା ଝାମେଲାରେ ପଡ଼ନ୍ତୁ ନାହିଁ। କଠିନ ପରିଶ୍ରମ କରି ଫଳ ପାଇବେ। ପ୍ରିୟଜନଙ୍କଠାରୁ କୌଣସି ଖୁସି ଖବର ମିଳିବ। ମିଥୁନ: କୌଣସି କଥାରେ ଦ୍ବନ୍ଦ୍ବରେ ପଡ଼ି ଯାଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ନିଜ ବୁଦ୍ଧି […]

ମେଷ: ଦିନଟିରେ ଚିନ୍ତାଗ୍ରସ୍ତ ରହିବେ। ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବେ। ନୂତନ ନିବେଶ ଭାବିଚିନ୍ତି କରନ୍ତୁ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ପରିବାରବର୍ଗଙ୍କ ସହ ମିଳିମିଶି ଚଳନ୍ତୁ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ବୃଷ: କାର୍ଯ୍ୟଗୁଡ଼ିକ ସହଜରେ ପୂରଣ ହେବ। ଧନଲାଭ ଯୋଗ ରହିଛି। ଅଯଥା ଝାମେଲାରେ ପଡ଼ନ୍ତୁ ନାହିଁ। କଠିନ ପରିଶ୍ରମ କରି ଫଳ ପାଇବେ। ପ୍ରିୟଜନଙ୍କଠାରୁ କୌଣସି ଖୁସି ଖବର ମିଳିବ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ମିଥୁନ: କୌଣସି କଥାରେ ଦ୍ବନ୍ଦ୍ବରେ ପଡ଼ି ଯାଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ନିଜ ବୁଦ୍ଧି ବଳରେ ସଫଳତା ପାଇବେ। ଦିନଟିରେ ଚିନ୍ତାଗସ୍ତ ରହିପାରନ୍ତି। ଭ୍ରମଣଯୋଗ ରହିଛି।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

କର୍କଟ: ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ପରିବାର ପାଇଁ ଯତ୍ନଶୀଳ ହୋଇପଡ଼ିବେ। ଆତ୍ମବିଶ୍ବାସରେ ବୃଦ୍ଧି ଘଟିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇ ପାରେ।

ସିଂହ: ଧୈର୍ଯ୍ୟସହ କାର୍ଯ୍ୟ କଲେ ସଫଳତା ପାଇବେ। ମହିଳାମାନେ ରକ୍ଷଣାଶୀଳା ହେବେ। ସକାରାତ୍ମକ ଚିନ୍ତାଧାରା ମନରେ ରଖନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ବଢ଼ିବ। ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ ।

କନ୍ୟା: ଅନିଶ୍ଚିତତା ଭିତରେ ଗତି କରିବେ। କିଛି ଖୁସି ଖବର ଶୁଣିପାରନ୍ତି। ବ୍ୟବସାୟରେ ପରିବାର ସଦସ୍ୟଙ୍କ ସାହାଯ୍ୟ ଲୋଡ଼ିବେ। ଆର୍ଥିକ ସମସ୍ୟା ଦେଖାଦେଇ ପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ଦେହ ଓ ମନ ଭଲ ରହିବ। ସାଙ୍ଗସାଥୀଙ୍କ ସହ ମିଳାମିଶା କରିପାରନ୍ତି। ଆଶା କରୁଥିବା ଦିଗରୁ ସଫଳତା ପାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ନୂତନ ଯୋଜନା ଫଳପ୍ରସୂ ହେବ।

ବିଛା: ମନ ମୁତାବକ ଫଳ ପାଇବେ। କର୍ମକ୍ଷେତ୍ରରେ ନୂତନ ପରିବର୍ତ୍ତନ ଦେଖାଦେବ। ସହକର୍ମୀଙ୍କର ସାହାଯ୍ୟ ମିଳିବ। ଧନଲାଭ ଯୋଗ ରହିଛି। ଉଭୟ ପ୍ରେମ ଓ ସାଂସାରିକ ସମ୍ପର୍କ ମଧୁର ରହିବ।

ଧନୁ: ଆଳସ୍ୟ ଅନୁଭବ କରିବେ। ଜୀବନସାଥୀଙ୍କ ଦ୍ବାରା ପ୍ରଭାବିତ ହେବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପରିଶ୍ରମ ମୁତାବକ ଫଳ ପାଇବେ। ପରିବାରବର୍ଗଙ୍କ ସହ ଅଧିକ ସମୟ ଅତିବାହିତ କରିବେ।

ମକର:ନୂତନ ନିବେଶ କରିବା ସମୟରେ ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ସୃଜନଶୀଳତାର ପରିଚୟ ପ୍ରଦାନ କରିବେ। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ। ସହକର୍ମୀଙ୍କୁ ମନର ଭାବନା ପରିପ୍ରକାଶ କରିପାରନ୍ତି।

କୁମ୍ଭ: କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ମହିଳାମାନେ ଆଦରଣୀୟା ହେବେ। ସାମାନ୍ୟ ଅସୁସ୍ଥ ମନେ କରିପାରନ୍ତି।

ମୀନ: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ତୁଲାଇ ଅାଶ୍ବସ୍ତି ହେବେ। ନୂଆ ବ୍ୟବସାୟୀଙ୍କ ପାଇଁ ଦିନଟି ଉତ୍ତମ ରହିବ। କର୍ମକ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କରନ୍ତୁ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେଇ ପାରେ। ପରିବାରରେ ସୁଖସମୃଦ୍ଧି ଦେଖାଦେବ।

18 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp