ଟାଇଟ୍‌ ପୋଷାକ ସୃଷ୍ଟି କରେ ସ୍ବାସ୍ଥ୍ୟ ସମସ୍ୟା

The Sakala Picture
Published On

ଆଜିକାଲି ସମସ୍ତେ ଫେଶନ ଅପ୍‌ଡେଟ୍‌ ରହିବା ପାଇଁ ଟାଇଟ୍‌ ପୋଷାକ ପିନ୍ଧୁଛନ୍ତି। କିନ୍ତୁ ଏହା ଦ୍ବାରା ଶରୀର ଉପରେ ଅନେକ କୁପ୍ରଭାବ ପଡ଼ୁଛି। ତେବେ ଆସନ୍ତୁ ଜାଣିବା ଟାଇଟ୍‌ ପୋଷାକ ପିନ୍ଧିବା ଦ୍ବାରା କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। -ଟାଇଟ୍‌ ପୋଷାକ ପିନ୍ଧିଲେ, ମାଂସପେଶୀ ଉପରେ ଅତିରିକ୍ତ ଚାପ ପଡ଼ିବା ଦ୍ବାରା ପିଠି, ଅଣ୍ଟା ଓ ତଳି ପେଟ ଦରଜ ହୋଇଥାଏ। -ତ୍ବଚା ସମସ୍ୟା ସୃଷ୍ଟି କରିବାର ଅନ୍ୟ ଏକ କାରଣ ହେଉଛି ଟାଇଟ୍‌ […]

ଆଜିକାଲି ସମସ୍ତେ ଫେଶନ ଅପ୍‌ଡେଟ୍‌ ରହିବା ପାଇଁ ଟାଇଟ୍‌ ପୋଷାକ ପିନ୍ଧୁଛନ୍ତି। କିନ୍ତୁ ଏହା ଦ୍ବାରା ଶରୀର ଉପରେ ଅନେକ କୁପ୍ରଭାବ ପଡ଼ୁଛି। ତେବେ ଆସନ୍ତୁ ଜାଣିବା ଟାଇଟ୍‌ ପୋଷାକ ପିନ୍ଧିବା ଦ୍ବାରା କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

-ଟାଇଟ୍‌ ପୋଷାକ ପିନ୍ଧିଲେ, ମାଂସପେଶୀ ଉପରେ ଅତିରିକ୍ତ ଚାପ ପଡ଼ିବା ଦ୍ବାରା ପିଠି, ଅଣ୍ଟା ଓ ତଳି ପେଟ ଦରଜ ହୋଇଥାଏ।

ଆହୁରି ପଢ଼ନ୍ତୁ: ପେଟ ମାଡ଼ି ଶୋଉଛନ୍ତି କି? ସାବଧାନ! ଏହାକୁ ସବୁଠାରୁ ବିପଜ୍ଜନକ ସ୍ଥିତି ବୋଲି କହିଲେ ବିଶେଷଜ୍ଞ

-ତ୍ବଚା ସମସ୍ୟା ସୃଷ୍ଟି କରିବାର ଅନ୍ୟ ଏକ କାରଣ ହେଉଛି ଟାଇଟ୍‌ ପୋଷାକ। ଟାଇଟ୍‌ ପୋଷାକ ଦ୍ବାରା ତ୍ବଚାରେ ଥିବା ଲୋମଛିଦ୍ର ମଧ୍ୟରେ ଅମ୍ଳଜାନ ସଠିକ୍ ଭାବରେ ପହଞ୍ଚି ପାରେନାହିଁ। ତେଣୁ ତ୍ବଚା ସଂକ୍ରମଣ ବଢ଼ିଯାଏ ଏବଂ ବିଭିନ୍ନ ସମସ୍ୟା ଦେଖାଦିଏ।

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

-ଶରୀରକୁ ଫିଟିଙ୍ଗ୍‌ ହେଉଥିବା ପୋଷାକ ଦ୍ବାରା ଅଧିକ ଝାଳ ବାହାରିଥାଏ। ଏହା ଦ୍ବାରା ଶରୀରରୁ ଜଳୀୟ ଅଂଶ ବାହାରିଯାଏ। ଏହାଦ୍ବାରା ତ୍ବଚା ଶୁଷ୍କ ହୋଇ ଡିହାଇଡ୍ରେସନ୍‌ ସମସ୍ୟା ସୃଷ୍ଟି ହୁଏ। ଏହା ବ୍ୟତୀତ ଅଧିକ ଝାଳ ଯୋଗୁଁ ଅନେକ ପ୍ରକାର ତ୍ବଚା ସମସ୍ୟା ସୃଷ୍ଟି ହୁଏ।

-ଟାଇଟ୍‌ ପୋଷାକ ଦ୍ବାରା ରକ୍ତ ପ୍ରବାହ କମ୍‌ ହୋଇଥାଏ, ଯାହା ଫଳରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

-ସ୍ନାୟୁ ମଧ୍ୟ ପ୍ରଭାବିତ ହୋଇଥାଏ। ଟାଇଟ୍‌ ପୋଷାକ ଯୋଗୁଁ ଶରୀରରେ ଥିବା ଶିରାପ୍ରଶିରାଗୁଡ଼ିକ ନୀଳ ରଙ୍ଗର ହୋଇ ତ୍ବଚା ଉପରେ ଦେଖିବାକୁ ମିଳିଥାଏ। ଏହାକୁ ଡାକ୍ତରୀ ଭାଷାରେ ଭlରିକୋଜ୍‌ ଭେନ୍ସ କୁହାଯାଏ। ଏହି ଲକ୍ଷଣ ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି କରେ।

04 Dec 2022 By The Sakala

ଟାଇଟ୍‌ ପୋଷାକ ସୃଷ୍ଟି କରେ ସ୍ବାସ୍ଥ୍ୟ ସମସ୍ୟା

ଆଜିକାଲି ସମସ୍ତେ ଫେଶନ ଅପ୍‌ଡେଟ୍‌ ରହିବା ପାଇଁ ଟାଇଟ୍‌ ପୋଷାକ ପିନ୍ଧୁଛନ୍ତି। କିନ୍ତୁ ଏହା ଦ୍ବାରା ଶରୀର ଉପରେ ଅନେକ କୁପ୍ରଭାବ ପଡ଼ୁଛି। ତେବେ ଆସନ୍ତୁ ଜାଣିବା ଟାଇଟ୍‌ ପୋଷାକ ପିନ୍ଧିବା ଦ୍ବାରା କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

-ଟାଇଟ୍‌ ପୋଷାକ ପିନ୍ଧିଲେ, ମାଂସପେଶୀ ଉପରେ ଅତିରିକ୍ତ ଚାପ ପଡ଼ିବା ଦ୍ବାରା ପିଠି, ଅଣ୍ଟା ଓ ତଳି ପେଟ ଦରଜ ହୋଇଥାଏ।

-ତ୍ବଚା ସମସ୍ୟା ସୃଷ୍ଟି କରିବାର ଅନ୍ୟ ଏକ କାରଣ ହେଉଛି ଟାଇଟ୍‌ ପୋଷାକ। ଟାଇଟ୍‌ ପୋଷାକ ଦ୍ବାରା ତ୍ବଚାରେ ଥିବା ଲୋମଛିଦ୍ର ମଧ୍ୟରେ ଅମ୍ଳଜାନ ସଠିକ୍ ଭାବରେ ପହଞ୍ଚି ପାରେନାହିଁ। ତେଣୁ ତ୍ବଚା ସଂକ୍ରମଣ ବଢ଼ିଯାଏ ଏବଂ ବିଭିନ୍ନ ସମସ୍ୟା ଦେଖାଦିଏ।

-ଶରୀରକୁ ଫିଟିଙ୍ଗ୍‌ ହେଉଥିବା ପୋଷାକ ଦ୍ବାରା ଅଧିକ ଝାଳ ବାହାରିଥାଏ। ଏହା ଦ୍ବାରା ଶରୀରରୁ ଜଳୀୟ ଅଂଶ ବାହାରିଯାଏ। ଏହାଦ୍ବାରା ତ୍ବଚା ଶୁଷ୍କ ହୋଇ ଡିହାଇଡ୍ରେସନ୍‌ ସମସ୍ୟା ସୃଷ୍ଟି ହୁଏ। ଏହା ବ୍ୟତୀତ ଅଧିକ ଝାଳ ଯୋଗୁଁ ଅନେକ ପ୍ରକାର ତ୍ବଚା ସମସ୍ୟା ସୃଷ୍ଟି ହୁଏ।

-ଟାଇଟ୍‌ ପୋଷାକ ଦ୍ବାରା ରକ୍ତ ପ୍ରବାହ କମ୍‌ ହୋଇଥାଏ, ଯାହା ଫଳରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

-ସ୍ନାୟୁ ମଧ୍ୟ ପ୍ରଭାବିତ ହୋଇଥାଏ। ଟାଇଟ୍‌ ପୋଷାକ ଯୋଗୁଁ ଶରୀରରେ ଥିବା ଶିରାପ୍ରଶିରାଗୁଡ଼ିକ ନୀଳ ରଙ୍ଗର ହୋଇ ତ୍ବଚା ଉପରେ ଦେଖିବାକୁ ମିଳିଥାଏ। ଏହାକୁ ଡାକ୍ତରୀ ଭାଷାରେ ଭlରିକୋଜ୍‌ ଭେନ୍ସ କୁହାଯାଏ। ଏହି ଲକ୍ଷଣ ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି କରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp