ସ୍ୱାସ୍ଥ୍ୟ ଖରାପ ହେଲେ ବଜାରରୁ ଆପଣ କିଣୁଥିବା ଔଷଧ ଅସଲି ନା ନକଲି, କେମିତି ଜାଣିବେ…

The Sakala Picture
Published On

ବଜାରରେ ଅନେକ ଥର ନକଲି ଔଷଧ ବିକ୍ରି ହୋଇଥାଏ, ଯାହାଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଆହୁରି ବଢ଼ିଯାଏ। ଏହି ନକଲି ଔଷଧ ଦ୍ବାରା ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଅସଲି ଓ ନକଲି ଔଷଧ ଭିତରେ ଥିବା ପ୍ରଭେଦ ଜାଣି ରଖିବା ଉଚିତ। ମାତ୍ର ୨ଟି ସହଜ ଉପାୟରେ ନକଲି ଔଷଧ ସମ୍ପର୍କରେ ଜାଣିହେବ। କ୍ୟୁଆର୍‌ କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ ଅସଲି ଔଷଧଗୁଡ଼ିକ ଉପରେ ବିଶେଷ କୋଡ୍‌ ପ୍ରିଣ୍ଟ୍‌ ହୋଇଥାଏ। ଏହି କୋଡ୍‌ରେ ଔଷଧର ପ୍ରସ୍ତୁତି […]

ବଜାରରେ ଅନେକ ଥର ନକଲି ଔଷଧ ବିକ୍ରି ହୋଇଥାଏ, ଯାହାଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଆହୁରି ବଢ଼ିଯାଏ। ଏହି ନକଲି ଔଷଧ ଦ୍ବାରା ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଅସଲି ଓ ନକଲି ଔଷଧ ଭିତରେ ଥିବା ପ୍ରଭେଦ ଜାଣି ରଖିବା ଉଚିତ। ମାତ୍ର ୨ଟି ସହଜ ଉପାୟରେ ନକଲି ଔଷଧ ସମ୍ପର୍କରେ ଜାଣିହେବ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

କ୍ୟୁଆର୍‌ କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ
ଅସଲି ଔଷଧଗୁଡ଼ିକ ଉପରେ ବିଶେଷ କୋଡ୍‌ ପ୍ରିଣ୍ଟ୍‌ ହୋଇଥାଏ। ଏହି କୋଡ୍‌ରେ ଔଷଧର ପ୍ରସ୍ତୁତି ତାରିଖ, ସ୍ଥାନ, ମେନ୍ୟୁଫେକ୍ଚରିଂ ଡେଟ୍‌, ଲୋେକସନ୍‌, ସପ୍ଲାଇ ଚେନ୍‌ ପର୍ଯ୍ୟନ୍ତ ତଥ୍ୟ ଥାଏ। ଆଣ୍ଟି ବାୟୋଟିକ୍‌, ପେନ୍‌ ରିଲିଫ୍ ଓ ଆଣ୍ଟି ଆଲର୍ଜିକ୍‌ ଔଷଧଗୁଡ଼ିକ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି। ଔଷଧ କିଣିବା ପୂର୍ବରୁ ତା’ ଉପରେ ଛପାଯାଇଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରନ୍ତୁ। ସ୍କାନ୍‌ କରିବା ଦ୍ବାରା ଉକ୍ତ ଔଷଧର ସମସ୍ତ ତଥ୍ୟ ମିଳିଯାଏ। କିନ୍ତୁ ନକଲି ଔଷଧରେ କ୍ୟୁଆର୍‌ କୋଡ୍‌ ନଥାଏ।

ବାର୍‌କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ
ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା କିଛିନକଲି ଔଷଧରେ ମଧ୍ୟ କ୍ୟୁଆର୍‌ କୋଡ୍‌କୁ ନକଲ କରି ପିଣ୍ଟ୍‌ ହୋଇପାରୁଛି। ତେଣୁ ଅସଲି ଓ ନକଲି ଔଷଧ ଜାଣିପାରୁ ନଥିବା ଲୋକଙ୍କ ପାଇଁ ଆଉ ଏକ ସହଜ ଉପାୟ ହେଉଛି ବାର୍‌କୋଡ୍‌ ଉପରେ ଦୃଷ୍ଟି ଦେବା। ବାର୍‌କୋଡ୍‌ ହେଉଛି ସିଙ୍ଗଲ୍‌ ୟୁଜର୍‌। ଏହାକୁ କପି କରାଯାଇପାରିବ ନାହିଁ। ଏହି ବାର୍‌କୋଡ୍‌କୁ ସ୍କାନ୍‌ କରି ଅସଲି ଓ ନକଲି ଔଷଧ ସମ୍ପର୍କରେ ଜାଣିପାରିବେ। ବିଶେଷ ଭାବେ ୧୦୦ ଟଙ୍କାରୁ ଊର୍ଦ୍ଧ୍ବ ଔଷଧ ଉପରେ ବାର୍‌କୋଡ୍‌ ପ୍ରିଣ୍ଟ୍‌ କରିବାର ନିୟମ ରହିଛି। ତେଣୁ ଏଭଳି ସ୍ଥିତିରେ କୌଣସି ଔଷଧ ଉପରେ ବାର୍‌କୋଡ୍‌ ନଥିଲେ, ତାହା ନକଲି ବୋଲି ଜଣାପଡ଼େ।

17 Mar 2023 By The Sakala

https://www.thesakala.in/health/how-will-you-know-if-the-medicine-you-buy-from-the-market-is-genuine-or-fake/article-19888
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp