ଚାହା ପିଇବା ପରେ କେବେ ବି ପିଅନ୍ତୁ ନାହିଁ ପାଣି, ସ୍ବାସ୍ଥ୍ୟ ପାଇଁ ହୋଇଥାଏ ହାନୀକାରକ

The Sakala Picture
Published On

ଚାହା ପିଇବା ପୂର୍ବରୁ ଅନେକଜଣ ପାଣି ପିଇଥାନ୍ତି। କିନ୍ତୁ ଅନେକ ଲୋକ ଚାହା ପିଇବା ପରେ ପରେ ଅଳ୍ପ ପାଣି ପିଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି କରିବା ଉଚିତ ନୁହେଁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଜାଣିବା ଚାହା ପିଇବା ପରେ ପାଣି ପିଇଲେ, କ’ଣ ସବୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ଚାହା ପିଇବା ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା […]

ଚାହା ପିଇବା ପୂର୍ବରୁ ଅନେକଜଣ ପାଣି ପିଇଥାନ୍ତି। କିନ୍ତୁ ଅନେକ ଲୋକ ଚାହା ପିଇବା ପରେ ପରେ ଅଳ୍ପ ପାଣି ପିଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି କରିବା ଉଚିତ ନୁହେଁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଜାଣିବା ଚାହା ପିଇବା ପରେ ପାଣି ପିଇଲେ, କ’ଣ ସବୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

  • ଚାହା ପିଇବା ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା ଦାନ୍ତର ଏନାମେଲ୍‌ ନଷ୍ଟ ହୋଇଯାଏ। କାରଣ ଗରମ ଏବଂ ଥଣ୍ଡାର ମିଶ୍ରଣ ଦ୍ବାରା ଏନାମେଲ୍‌ କ୍ଷୟ ହୁଏ। ଏନାମେଲ୍‌ ନଷ୍ଟ ହେଲେ ଦାନ୍ତ କ୍ଷୟ ଏବଂ ଟିଥ୍‌ ସେନ୍‌ସିଟିଭ୍‌ ଆରମ୍ଭ ହୋଇଥାଏ। ଏହା ସହିତ ମାଢ଼ି ମଧ୍ୟ ଦୁର୍ବଳ ହୋଇଯାଏ।
  • ପାଚନ ତନ୍ତ୍ର ପାଇଁ ମଧ୍ୟ ଚାହା ଓ ପାଣିର ମିଶ୍ରଣ କ୍ଷତିକାରକ। ଏଭଳି କରିବା ଦ୍ବାରା ଏସିଡିଟି ସମସ୍ୟା ବୃଦ୍ଧି ହେବା ସହ ଅଲ୍‌ସର୍‌ ସୃଷ୍ଟି ହେବାର ଆଶଙ୍କା ଥାଏ।
  • ପ୍ରଥମେ ଗରମ ଚାହା ଓ ତା’ ପରେ ପାଣି ପିଇବା ଦ୍ବାରା ଶରୀରର ତାପମାତ୍ରାରେ ଅସନ୍ତୁଳନ ଦେଖାଯାଏ। ତେଣୁ ଏହା ଯୋଗୁଁ ସର୍ଦ୍ଦି, କାଶ ଓ ବିଭିନ୍ନ ପ୍ରକାର ଥଣ୍ଡାଜନିତ ରୋଗ ହୋଇଥାଏ।
    ଅନେକ ଜଣଙ୍କ କ୍ଷେତ୍ରରେ ନାକରୁ ରକ୍ତ ପଡ଼ିଥାଏ।
25 Nov 2022 By The Sakala

ଚାହା ପିଇବା ପରେ କେବେ ବି ପିଅନ୍ତୁ ନାହିଁ ପାଣି, ସ୍ବାସ୍ଥ୍ୟ ପାଇଁ ହୋଇଥାଏ ହାନୀକାରକ

ଚାହା ପିଇବା ପୂର୍ବରୁ ଅନେକଜଣ ପାଣି ପିଇଥାନ୍ତି। କିନ୍ତୁ ଅନେକ ଲୋକ ଚାହା ପିଇବା ପରେ ପରେ ଅଳ୍ପ ପାଣି ପିଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି କରିବା ଉଚିତ ନୁହେଁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଜାଣିବା ଚାହା ପିଇବା ପରେ ପାଣି ପିଇଲେ, କ’ଣ ସବୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ।

  • ଚାହା ପିଇବା ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା ଦାନ୍ତର ଏନାମେଲ୍‌ ନଷ୍ଟ ହୋଇଯାଏ। କାରଣ ଗରମ ଏବଂ ଥଣ୍ଡାର ମିଶ୍ରଣ ଦ୍ବାରା ଏନାମେଲ୍‌ କ୍ଷୟ ହୁଏ। ଏନାମେଲ୍‌ ନଷ୍ଟ ହେଲେ ଦାନ୍ତ କ୍ଷୟ ଏବଂ ଟିଥ୍‌ ସେନ୍‌ସିଟିଭ୍‌ ଆରମ୍ଭ ହୋଇଥାଏ। ଏହା ସହିତ ମାଢ଼ି ମଧ୍ୟ ଦୁର୍ବଳ ହୋଇଯାଏ।
  • ପାଚନ ତନ୍ତ୍ର ପାଇଁ ମଧ୍ୟ ଚାହା ଓ ପାଣିର ମିଶ୍ରଣ କ୍ଷତିକାରକ। ଏଭଳି କରିବା ଦ୍ବାରା ଏସିଡିଟି ସମସ୍ୟା ବୃଦ୍ଧି ହେବା ସହ ଅଲ୍‌ସର୍‌ ସୃଷ୍ଟି ହେବାର ଆଶଙ୍କା ଥାଏ।
  • ପ୍ରଥମେ ଗରମ ଚାହା ଓ ତା’ ପରେ ପାଣି ପିଇବା ଦ୍ବାରା ଶରୀରର ତାପମାତ୍ରାରେ ଅସନ୍ତୁଳନ ଦେଖାଯାଏ। ତେଣୁ ଏହା ଯୋଗୁଁ ସର୍ଦ୍ଦି, କାଶ ଓ ବିଭିନ୍ନ ପ୍ରକାର ଥଣ୍ଡାଜନିତ ରୋଗ ହୋଇଥାଏ।
    ଅନେକ ଜଣଙ୍କ କ୍ଷେତ୍ରରେ ନାକରୁ ରକ୍ତ ପଡ଼ିଥାଏ।
https://www.thesakala.in/health/never-drink-water-after-drinking-tea/article-16827
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp