ପ୍ରଦୂଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ଦୂର ପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ଏହି ଖାଦ୍ୟ….

The Sakala Picture
Published On

ପରିବେଶ ପ୍ରଦୂଷଣ ଯୋଗୁଁ ଏବେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତେବେ ଏସବୁ ସମସ୍ୟାର ନିରାକରଣ ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କିଛି ଖାଦ୍ୟକୁ ସାମିଲ୍‌ କରନ୍ତୁ। – ପ୍ରତିଦିନ କିଛି ପରିମାଣରେ ଗୁଡ଼ ଖାଆନ୍ତୁ। -ଜାଇଫଳ ତେଲରେ ଭିଟାମିନ୍‌-ଇ ରହିଛି, ଯାହାକି ପ୍ରଦୂଷଣଜନିତ କାର୍ଡିଓଭାସ୍କୁଲାର୍‌ ହାର୍ଟ ଡିଜିଜ୍‌ରୁ ସୁରକ୍ଷା ଦେଇଥାଏ। -ଅଳସୀରେ ଓମେଗା-୩ ଫ୍ୟାଟି ଏସିଡ୍‌ ଓ ଅନେକ ପୋଷକତତ୍ତ୍ବ ରହିଛି, ଯାହାକୁ ପ୍ରଦୂଷଣଜନିତ ଆଲର୍ଜି ଦୂର କରିଥାଏ। -ବିଭିନ୍ନ ହର୍ବାଲ୍‌ ଟି’ରେ […]

ପରିବେଶ ପ୍ରଦୂଷଣ ଯୋଗୁଁ ଏବେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତେବେ ଏସବୁ ସମସ୍ୟାର ନିରାକରଣ ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କିଛି ଖାଦ୍ୟକୁ ସାମିଲ୍‌ କରନ୍ତୁ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

– ପ୍ରତିଦିନ କିଛି ପରିମାଣରେ ଗୁଡ଼ ଖାଆନ୍ତୁ।

-ଜାଇଫଳ ତେଲରେ ଭିଟାମିନ୍‌-ଇ ରହିଛି, ଯାହାକି ପ୍ରଦୂଷଣଜନିତ କାର୍ଡିଓଭାସ୍କୁଲାର୍‌ ହାର୍ଟ ଡିଜିଜ୍‌ରୁ ସୁରକ୍ଷା ଦେଇଥାଏ।

-ଅଳସୀରେ ଓମେଗା-୩ ଫ୍ୟାଟି ଏସିଡ୍‌ ଓ ଅନେକ ପୋଷକତତ୍ତ୍ବ ରହିଛି, ଯାହାକୁ ପ୍ରଦୂଷଣଜନିତ ଆଲର୍ଜି ଦୂର କରିଥାଏ।

-ବିଭିନ୍ନ ହର୍ବାଲ୍‌ ଟି’ରେ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ରହିଛି, ଯାହାକି ପ୍ରଦୂଷଣଜନିତ ଆଲର୍ଜି ଓ ଭାଇରାଲ୍‌ ଡିଜିଜ୍‌ ଦୂର କରେ।

-ଟମାଟରେ ଥିବା ଲାଇକୋପିନ୍‌, ପ୍ରଦୂଷଣଜନିତ ଶ୍ବାସରୋଗକୁ ଦୂର କରିଥାଏ।

-ପ୍ରତିଦିନ ଅଧିକ ପାଣି ପିଇବା ଆବଶ୍ୟକ। ପାଣି ପିଇବା ଦ୍ବାରା ଶରୀରରେ ଅକ୍ସିଜେନ୍‌ର ମାତ୍ରା ବୃଦ୍ଧି ପାଇଥାଏ, ଯାହାକି ପ୍ରଦୂଷଣଜନିତ ବିଷାକ୍ତ ପଦାର୍ଥକୁ ଫିଲ୍‌ଟର୍ କରି ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ।

-କଞ୍ଚାରସୁଣ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ, ଯାହାକି ବିଭିନ୍ନ ରୋଗ ଜୀବାଣୁର ସୁରକ୍ଷା ଦିଏ।

-ଭିଟାମିନ୍‌-ସି ଯୁକ୍ତ ଫଳ, ଲେମ୍ବୁ ଓ ତଟକା ପନିପରିବାକୁ ଖାଦ୍ୟରେ ସାମିଲ୍‌ କରନ୍ତୁ।

13 Nov 2022 By The Sakala

ପ୍ରଦୂଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ଦୂର ପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ଏହି ଖାଦ୍ୟ….

ପରିବେଶ ପ୍ରଦୂଷଣ ଯୋଗୁଁ ଏବେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତେବେ ଏସବୁ ସମସ୍ୟାର ନିରାକରଣ ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କିଛି ଖାଦ୍ୟକୁ ସାମିଲ୍‌ କରନ୍ତୁ।

– ପ୍ରତିଦିନ କିଛି ପରିମାଣରେ ଗୁଡ଼ ଖାଆନ୍ତୁ।

-ଜାଇଫଳ ତେଲରେ ଭିଟାମିନ୍‌-ଇ ରହିଛି, ଯାହାକି ପ୍ରଦୂଷଣଜନିତ କାର୍ଡିଓଭାସ୍କୁଲାର୍‌ ହାର୍ଟ ଡିଜିଜ୍‌ରୁ ସୁରକ୍ଷା ଦେଇଥାଏ।

-ଅଳସୀରେ ଓମେଗା-୩ ଫ୍ୟାଟି ଏସିଡ୍‌ ଓ ଅନେକ ପୋଷକତତ୍ତ୍ବ ରହିଛି, ଯାହାକୁ ପ୍ରଦୂଷଣଜନିତ ଆଲର୍ଜି ଦୂର କରିଥାଏ।

-ବିଭିନ୍ନ ହର୍ବାଲ୍‌ ଟି’ରେ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ରହିଛି, ଯାହାକି ପ୍ରଦୂଷଣଜନିତ ଆଲର୍ଜି ଓ ଭାଇରାଲ୍‌ ଡିଜିଜ୍‌ ଦୂର କରେ।

-ଟମାଟରେ ଥିବା ଲାଇକୋପିନ୍‌, ପ୍ରଦୂଷଣଜନିତ ଶ୍ବାସରୋଗକୁ ଦୂର କରିଥାଏ।

-ପ୍ରତିଦିନ ଅଧିକ ପାଣି ପିଇବା ଆବଶ୍ୟକ। ପାଣି ପିଇବା ଦ୍ବାରା ଶରୀରରେ ଅକ୍ସିଜେନ୍‌ର ମାତ୍ରା ବୃଦ୍ଧି ପାଇଥାଏ, ଯାହାକି ପ୍ରଦୂଷଣଜନିତ ବିଷାକ୍ତ ପଦାର୍ଥକୁ ଫିଲ୍‌ଟର୍ କରି ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ।

-କଞ୍ଚାରସୁଣ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ, ଯାହାକି ବିଭିନ୍ନ ରୋଗ ଜୀବାଣୁର ସୁରକ୍ଷା ଦିଏ।

-ଭିଟାମିନ୍‌-ସି ଯୁକ୍ତ ଫଳ, ଲେମ୍ବୁ ଓ ତଟକା ପନିପରିବାକୁ ଖାଦ୍ୟରେ ସାମିଲ୍‌ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp