ପୁଣି ଫେରିବ ‘ସୋନାକ୍ଷୀ-ଅକ୍ଷୟ’ ଯୋଡ଼ି

The Sakala Picture
Published On

ବଲିଉଡ୍‌ରେ ଏବେ ସ୍ବିକେଲ୍‌ ଫିଲ୍ମ ଟ୍ରେଣ୍ଡ୍‌ ଚାଲିଛି। ନିକଟରେ ଦବଙ୍ଗ ଖାନ୍‌ ସଲମାନ୍ ‘ବଜରଙ୍ଗୀ ଭାଇଜାନ୍’ର ସ୍ବିକେଲ୍‌ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ‘ରାଓଡି ରାଠୋର’ ଫିଲ୍ମର ସିକ୍ବେଲ୍‌ ହେବ ବୋଲି ଏବେ ଚର୍ଚ୍ଚା ହେଉଛି। ଏହି ଫିଲ୍ମ ୨୦୧୨ରେ ରିଲିଜ୍‌ ହୋଇଥିଲା। ଏହା ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ସବୁଠାରୁ ରୋଚକ ଖବରଟି ହେଉଛି ‘ବାହୁବଳୀ’ ଫିଲ୍ମର ନିର୍ଦ୍ଦେଶକ ଏସ୍‌, ଏସ୍‌ ରାଜମୌଲିଙ୍କ ବାପା କେବି ବିଜୟେନ୍ଦ୍ର […]

ବଲିଉଡ୍‌ରେ ଏବେ ସ୍ବିକେଲ୍‌ ଫିଲ୍ମ ଟ୍ରେଣ୍ଡ୍‌ ଚାଲିଛି। ନିକଟରେ ଦବଙ୍ଗ ଖାନ୍‌ ସଲମାନ୍ ‘ବଜରଙ୍ଗୀ ଭାଇଜାନ୍’ର ସ୍ବିକେଲ୍‌ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ‘ରାଓଡି ରାଠୋର’ ଫିଲ୍ମର ସିକ୍ବେଲ୍‌ ହେବ ବୋଲି ଏବେ ଚର୍ଚ୍ଚା ହେଉଛି। ଏହି ଫିଲ୍ମ ୨୦୧୨ରେ ରିଲିଜ୍‌ ହୋଇଥିଲା। ଏହା ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ସବୁଠାରୁ ରୋଚକ ଖବରଟି ହେଉଛି ‘ବାହୁବଳୀ’ ଫିଲ୍ମର ନିର୍ଦ୍ଦେଶକ ଏସ୍‌, ଏସ୍‌ ରାଜମୌଲିଙ୍କ ବାପା କେବି ବିଜୟେନ୍ଦ୍ର ପ୍ରସାଦ ‘ରାଓଡି ରାଠୋର-୨’ ଓ ‘ବଜରଙ୍ଗୀ ଭାଇଜାନ୍-୨’ର କାହାଣୀ ଲେଖୁଛନ୍ତି।

ଆହୁରି ପଢ଼ନ୍ତୁ: କମେଡିଆନ୍ ସମୟ ରୈନାଙ୍କ ଉପରେ ବର୍ଷିଲେ 'ଶକ୍ତିମାନ୍' ମୁକେଶ ଖାନ୍ନା, କହିଲେ- 'କୁକୁର ଲାଞ୍ଜ କେବେ ସିଧା ହୁଏନାହିଁ'

ବଲିଉଡ୍‌ର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍‌ସାଲି ‘ରାଓଡି ରାଠୋର-୨’ର କାହାଣୀ ଲେଖିବା ପାଇଁ ତାଙ୍କୁ ଯୋଗାଯୋଗ କରିଥିବା କଥା ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି। ‘ରାଓଡି ରାଠୋର’ର ସ୍ବିକେଲ କେବଳ ହିନ୍ଦୀରେ ନିର୍ମାଣ କରାଯିବ। ଏଥିରେ ଅକ୍ଷୟଙ୍କ ସହିତ ସୋନାକ୍ଷୀ ସିହ୍ନା ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ୨୦୨୨ ଶେଷ ବେଳକୁ ଆରମ୍ଭ ହେବ। ଏଥିରେ ସୋନାକ୍ଷୀ ଓ ଅକ୍ଷୟ, ପାରୋ ଓ ଶିବା ଚରିତ୍ରରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ୧୦ ମିଲିୟନ ଡଲାର ଫି' ନେଇ ଜଷ୍ଟିନ ବିବର କଲେ 'ଅଳସୁଆ' ପ୍ରଦର୍ଶନ, ସମାଲୋଚନାର ଶିକାର

25 Dec 2021 By The Sakala

ପୁଣି ଫେରିବ ‘ସୋନାକ୍ଷୀ-ଅକ୍ଷୟ’ ଯୋଡ଼ି

ବଲିଉଡ୍‌ରେ ଏବେ ସ୍ବିକେଲ୍‌ ଫିଲ୍ମ ଟ୍ରେଣ୍ଡ୍‌ ଚାଲିଛି। ନିକଟରେ ଦବଙ୍ଗ ଖାନ୍‌ ସଲମାନ୍ ‘ବଜରଙ୍ଗୀ ଭାଇଜାନ୍’ର ସ୍ବିକେଲ୍‌ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ‘ରାଓଡି ରାଠୋର’ ଫିଲ୍ମର ସିକ୍ବେଲ୍‌ ହେବ ବୋଲି ଏବେ ଚର୍ଚ୍ଚା ହେଉଛି। ଏହି ଫିଲ୍ମ ୨୦୧୨ରେ ରିଲିଜ୍‌ ହୋଇଥିଲା। ଏହା ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ସବୁଠାରୁ ରୋଚକ ଖବରଟି ହେଉଛି ‘ବାହୁବଳୀ’ ଫିଲ୍ମର ନିର୍ଦ୍ଦେଶକ ଏସ୍‌, ଏସ୍‌ ରାଜମୌଲିଙ୍କ ବାପା କେବି ବିଜୟେନ୍ଦ୍ର ପ୍ରସାଦ ‘ରାଓଡି ରାଠୋର-୨’ ଓ ‘ବଜରଙ୍ଗୀ ଭାଇଜାନ୍-୨’ର କାହାଣୀ ଲେଖୁଛନ୍ତି।

ବଲିଉଡ୍‌ର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍‌ସାଲି ‘ରାଓଡି ରାଠୋର-୨’ର କାହାଣୀ ଲେଖିବା ପାଇଁ ତାଙ୍କୁ ଯୋଗାଯୋଗ କରିଥିବା କଥା ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି। ‘ରାଓଡି ରାଠୋର’ର ସ୍ବିକେଲ କେବଳ ହିନ୍ଦୀରେ ନିର୍ମାଣ କରାଯିବ। ଏଥିରେ ଅକ୍ଷୟଙ୍କ ସହିତ ସୋନାକ୍ଷୀ ସିହ୍ନା ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ୨୦୨୨ ଶେଷ ବେଳକୁ ଆରମ୍ଭ ହେବ। ଏଥିରେ ସୋନାକ୍ଷୀ ଓ ଅକ୍ଷୟ, ପାରୋ ଓ ଶିବା ଚରିତ୍ରରେ ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର