‘ଗୁଡବାଏ’ରେ କାମ ଆରମ୍ଭ କଲେ ରଶ୍ମିକା

The Sakala Picture
Published On

ବାଲାଜୀ ଟେଲିଫିଲ୍ମସ୍‌ ଏବଂ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗୁଡ୍‌ବାଏ’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ବିକାଶ ବହଲ ଫିଲ୍ମଟିର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ବିଗ୍‌ବି ଅମିତାଭ ବଚ୍ଚନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ବାପ- ଝିଅ ସମ୍ପର୍କକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ । ରଶ୍ମିକା ଏହାର ସୁଟିଂ ନିକଟରେ ଆରମ୍ଭ କରିଛନ୍ତି। ରଶ୍ମିକା କନ୍ନଡ, ତେଲୁଗୁ ଏବଂ ତାମିଲ ଫିଲ୍ମ ଦୁନିଆରେ ବେଶ୍‌ […]

ବାଲାଜୀ ଟେଲିଫିଲ୍ମସ୍‌ ଏବଂ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗୁଡ୍‌ବାଏ’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ବିକାଶ ବହଲ ଫିଲ୍ମଟିର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ବିଗ୍‌ବି ଅମିତାଭ ବଚ୍ଚନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ବାପ- ଝିଅ ସମ୍ପର୍କକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ । ରଶ୍ମିକା ଏହାର ସୁଟିଂ ନିକଟରେ ଆରମ୍ଭ କରିଛନ୍ତି। ରଶ୍ମିକା କନ୍ନଡ, ତେଲୁଗୁ ଏବଂ ତାମିଲ ଫିଲ୍ମ ଦୁନିଆରେ ବେଶ୍‌ ନାଁ କମାଇଥିବାବେଳେ ‘ମିଶନ୍‌ ମଜନୁ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

ଏହି ଫିଲ୍ମରେ ସେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିବେ। ତେଣୁ ଗୋଟିଏ ସମୟରେ ବଲିଉଡ଼ର ଦୁଇ ଲୋକପ୍ରିୟ ଅଭିନେତାଙ୍କ ସହ କାମକରିବାର ସୁଯୋଗ ପାଇଥିବାରୁଏହାକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି ଏହି ସୁନାମଧନ୍ୟା ଅଭିନେତ୍ରୀ। ‘ଗୁଡ୍‌ବାଏ’ରେ ପୁଣିଥରେ ବିକାଶ ବହଲ ଓ ଏକତା କପୁର ଏକାଠି ପୁଣି କାମ କରୁଛନ୍ତି। ପୂର୍ବରୁ ଏହି ଯୋଡି ‘ଉଡ୍‌ତା ପଞ୍ଜାବ’ ଓ ‘ଲୁଟେରା’ରେ ଏକାଠି କାମ କରିଥିଲେ।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

05 Apr 2021 By The Sakala

‘ଗୁଡବାଏ’ରେ କାମ ଆରମ୍ଭ କଲେ ରଶ୍ମିକା

ବାଲାଜୀ ଟେଲିଫିଲ୍ମସ୍‌ ଏବଂ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗୁଡ୍‌ବାଏ’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ବିକାଶ ବହଲ ଫିଲ୍ମଟିର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ବିଗ୍‌ବି ଅମିତାଭ ବଚ୍ଚନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ବାପ- ଝିଅ ସମ୍ପର୍କକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ । ରଶ୍ମିକା ଏହାର ସୁଟିଂ ନିକଟରେ ଆରମ୍ଭ କରିଛନ୍ତି। ରଶ୍ମିକା କନ୍ନଡ, ତେଲୁଗୁ ଏବଂ ତାମିଲ ଫିଲ୍ମ ଦୁନିଆରେ ବେଶ୍‌ ନାଁ କମାଇଥିବାବେଳେ ‘ମିଶନ୍‌ ମଜନୁ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏହି ଫିଲ୍ମରେ ସେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିବେ। ତେଣୁ ଗୋଟିଏ ସମୟରେ ବଲିଉଡ଼ର ଦୁଇ ଲୋକପ୍ରିୟ ଅଭିନେତାଙ୍କ ସହ କାମକରିବାର ସୁଯୋଗ ପାଇଥିବାରୁଏହାକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି ଏହି ସୁନାମଧନ୍ୟା ଅଭିନେତ୍ରୀ। ‘ଗୁଡ୍‌ବାଏ’ରେ ପୁଣିଥରେ ବିକାଶ ବହଲ ଓ ଏକତା କପୁର ଏକାଠି ପୁଣି କାମ କରୁଛନ୍ତି। ପୂର୍ବରୁ ଏହି ଯୋଡି ‘ଉଡ୍‌ତା ପଞ୍ଜାବ’ ଓ ‘ଲୁଟେରା’ରେ ଏକାଠି କାମ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର