ଦୀପିକାଙ୍କ ଦାମୀ ମାସ୍କ୍‌

The Sakala Picture
Published On

ଅଭିନୟ ହେଉ କିମ୍ବା ଫ୍ୟାଶନ୍ ସେନ୍ସ, ସବୁଥିରେ ବେଶ୍‌ ଚର୍ଚ୍ଚାରେ ଥାଆନ୍ତି ଡିମ୍ପଲ୍‌ ଗାର୍ଲ ଦୀପିକା ପାଦ୍ୟୁକୋନ୍। ପୋଷାକ ହେଉ କିମ୍ବା ଜୋତା, ଅଥବା କୌଣସି ଦାମୀ ଆସେସରିଜ୍‌, ସବୁଥିରେ ଦୀପିକା ପ୍ରଶଂସକଙ୍କୁ ଆକର୍ଷିତ କରିଥାନ୍ତି। ଏହି ଧାରାରେ ଏବେ ଦୀପିକା ନିଜ ପାଇଁ ଏକ ଦାମୀ ମାସ୍କ କିଣି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଦୀପିକାଙ୍କ ଏହି ମାସ୍କ ପିନ୍ଧା ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାେର ଲାଗିଛି। ଏହି ଫଟୋରେ ଦୀପିକା […]

ଅଭିନୟ ହେଉ କିମ୍ବା ଫ୍ୟାଶନ୍ ସେନ୍ସ, ସବୁଥିରେ ବେଶ୍‌ ଚର୍ଚ୍ଚାରେ ଥାଆନ୍ତି ଡିମ୍ପଲ୍‌ ଗାର୍ଲ ଦୀପିକା ପାଦ୍ୟୁକୋନ୍। ପୋଷାକ ହେଉ କିମ୍ବା ଜୋତା, ଅଥବା କୌଣସି ଦାମୀ ଆସେସରିଜ୍‌, ସବୁଥିରେ ଦୀପିକା ପ୍ରଶଂସକଙ୍କୁ ଆକର୍ଷିତ କରିଥାନ୍ତି। ଏହି ଧାରାରେ ଏବେ ଦୀପିକା ନିଜ ପାଇଁ ଏକ ଦାମୀ ମାସ୍କ କିଣି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଦୀପିକାଙ୍କ ଏହି ମାସ୍କ ପିନ୍ଧା ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାେର ଲାଗିଛି। ଏହି ଫଟୋରେ ଦୀପିକା ନିଜକୁ ବ୍ଲାକ୍‌ ଆଉଟ୍‌ଫିଟ୍‌ରେ ସଜାଇଛନ୍ତି।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ଧରି ଫିଲ୍ମ ଅଫରରୁ ବଞ୍ଚିତ ଥିଲେ ଅର୍ଚ୍ଚନା ପୂରଣ ସିଂହ, ବଖାଣିଲେ ବଲିଉଡର କଠୋର ସତ୍ୟ

କରୋନା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସେ ଡ୍ରେସ୍ ରଙ୍ଗକୁ ମ୍ୟାଚ୍ କରି ଗୋଟିଏ କଳାରଙ୍ଗର ମାସ୍କ ପିନ୍ଧିଛନ୍ତି। ଦେଖିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ମାସ୍କର ଦାମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ଏବଂ ଏହି ମାସ୍କଟି ଏବେ ବେଶ୍‌ ଟ୍ରେଣ୍ଡ୍‌ରେ ଅଛି। ମାସ୍କଟିର ଦାମ୍ ହେଉଛି ୨୫ ହଜାର ଟଙ୍କା। ସେ କେବଳ ଗୋଟିଏ ମାସ୍କ ପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ କରି ଏବେ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। କେବଳ ଏତିକି ନୁହେଁ, ଏହି ଫଟୋରେ ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସିଛି। ଏହି ହ୍ୟାଣ୍ଡବ୍ୟାଗର ଦାମ୍ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ଚର୍ଚ୍ଚା ଚାଲିଛି।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

15 Feb 2021 By The Sakala

ଦୀପିକାଙ୍କ ଦାମୀ ମାସ୍କ୍‌

ଅଭିନୟ ହେଉ କିମ୍ବା ଫ୍ୟାଶନ୍ ସେନ୍ସ, ସବୁଥିରେ ବେଶ୍‌ ଚର୍ଚ୍ଚାରେ ଥାଆନ୍ତି ଡିମ୍ପଲ୍‌ ଗାର୍ଲ ଦୀପିକା ପାଦ୍ୟୁକୋନ୍। ପୋଷାକ ହେଉ କିମ୍ବା ଜୋତା, ଅଥବା କୌଣସି ଦାମୀ ଆସେସରିଜ୍‌, ସବୁଥିରେ ଦୀପିକା ପ୍ରଶଂସକଙ୍କୁ ଆକର୍ଷିତ କରିଥାନ୍ତି। ଏହି ଧାରାରେ ଏବେ ଦୀପିକା ନିଜ ପାଇଁ ଏକ ଦାମୀ ମାସ୍କ କିଣି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଦୀପିକାଙ୍କ ଏହି ମାସ୍କ ପିନ୍ଧା ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାେର ଲାଗିଛି। ଏହି ଫଟୋରେ ଦୀପିକା ନିଜକୁ ବ୍ଲାକ୍‌ ଆଉଟ୍‌ଫିଟ୍‌ରେ ସଜାଇଛନ୍ତି।

କରୋନା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସେ ଡ୍ରେସ୍ ରଙ୍ଗକୁ ମ୍ୟାଚ୍ କରି ଗୋଟିଏ କଳାରଙ୍ଗର ମାସ୍କ ପିନ୍ଧିଛନ୍ତି। ଦେଖିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ମାସ୍କର ଦାମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ଏବଂ ଏହି ମାସ୍କଟି ଏବେ ବେଶ୍‌ ଟ୍ରେଣ୍ଡ୍‌ରେ ଅଛି। ମାସ୍କଟିର ଦାମ୍ ହେଉଛି ୨୫ ହଜାର ଟଙ୍କା। ସେ କେବଳ ଗୋଟିଏ ମାସ୍କ ପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ କରି ଏବେ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। କେବଳ ଏତିକି ନୁହେଁ, ଏହି ଫଟୋରେ ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସିଛି। ଏହି ହ୍ୟାଣ୍ଡବ୍ୟାଗର ଦାମ୍ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ଚର୍ଚ୍ଚା ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର